Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, January 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ ...

  • ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ...

  • ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ...

  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ...

  • ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ

  • ଭାରତ ଆସିପାରନ୍ତି ଟ୍ରମ୍ପ !

  • ୧.୪୦ ଲକ୍ଷ ଟପିଲା ସୁନା

  • ଏମ୍ସରେ ପୂର୍ବତନ ଉପରାଷ୍ଟ୍ରପତି

  • ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ...

  • ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଏହି ଦିନ ରିଲିଜ ହେବ “ମା ଇନତି ବାଙ୍ଗାରାମ” ଟ୍ରେଲର

ଏହି ଦିନ ରିଲିଜ ହେବ “ମା ଇନତି ବାଙ୍ଗାରାମ” ଟ୍ରେଲର

2026-01-08 07:15:49
15927
Share:
Facebook
Twitter
E-Mail
WhatsApp
Telegram
ଏହି ଦିନ ରିଲିଜ ହେବ “ମା ଇନତି ବାଙ୍ଗାରାମ” ଟ୍ରେଲର

ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ତାଙ୍କର ଆଗାମୀ ତେଲୁଗୁ ଚଳଚ୍ଚିତ୍ର ହେଉଛି “ମା ଇନତି ବାଙ୍ଗାରାମ” ପ୍ରଶଂସକମାନଙ୍କୁ ଆକ୍ସନ୍ ଏବଂ ଡ୍ରାମା ଦେଖାଇବାକୁ ଯାଉଛନ୍ତି । ନିର୍ମାତାମାନେ ଚଳଚ୍ଚିତ୍ର ପାଇଁ ସାମନ୍ଥାଙ୍କ ପ୍ରଥମ ଲୁକ୍ ରିଲିଜ୍ କରିଛନ୍ତି। ଏହି ଲୁକ୍‌ରେ ସାମନ୍ଥା ଏକ ବସ୍‌ରେ ଶାଢ଼ି ପିନ୍ଧି ଠିଆ ହୋଇଥିବାର ଦେଖାଯାଉଛି। ତାଙ୍କ ମୁହଁରେ କ୍ରୋଧ ସ୍ପଷ୍ଟ ଭାବରେ ଦେଖାଯାଉଛି। ତାଙ୍କର ଲୁକ୍ ସମ୍ପୂର୍ଣ୍ଣ ଭାବରେ ଆକ୍ସନ୍ ମୋଡ୍‌ରେ ଥିବା ପରି ମନେ ହେଉଛି। ସାମନ୍ଥା ତାଙ୍କ ଇନ୍ ଷ୍ଟାଗ୍ରାମ୍ ହ୍ୟାଣ୍ଡେଲ୍‌ରେ ଫିଲ୍ମର ପ୍ରଥମ ଲୁକ୍ ସେୟାର କରିଥିଲେ। 

ଫିଲ୍ମର ସାମନ୍ଥାଙ୍କ ପ୍ରଥମ ଲୁକ୍ ସହିତ, ସେ ପ୍ରଶଂସକଙ୍କ ସହ ଟ୍ରେଲରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଟ୍ରେଲରଟି ଜାନୁଆରି ୯, ୨୦୨୬ ରେ ସକାଳ ୧୦ ଟାରେ ରିଲିଜ୍ ହେବ। ପ୍ରଶଂସକମାନେ ଏହାର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଟିଜରରେ ଫିଲ୍ମର କାହାଣୀ ଏବଂ ସାମନ୍ଥାଙ୍କ ଚରିତ୍ର ମଧ୍ୟ ପ୍ରକାଶ ପାଇବ।

“ମା ଇନତି ବାଙ୍ଗାରାମ” ସହିତ ପ୍ରଶଂସକ ସାମନ୍ଥାଙ୍କ ଆଗାମି ୱେବ୍ ସିରିଜ୍ “ରକ୍ତ ବ୍ରହ୍ମାଣ୍ଡ”କୁ ଅପେକ୍ଷା କରିଛନ୍ତି। ସାମନ୍ଥାଙ୍କ ସ୍ୱାମୀ ରାଜ ନିଦିମରୁ “ମା ଇନତି ବଙ୍ଗରାମ” ନିର୍ମାଣ କରୁଛନ୍ତି।

Powered by Froala Editor

Tags samantha

Related articles Odisha News Lens 4.1

  • ଭାରତ ଆସିପାରନ୍ତି ଟ୍ରମ୍ପ !
    ଦେଶ-ଦେଶାନ୍ତର

    ଭାରତ ଆସିପାରନ୍ତି ଟ୍ରମ୍ପ !

    14244
    Jan 12, 2026
  • ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ବନ୍ଦର
    ଦେଶ-ଦେଶାନ୍ତର

    ଛଅ ଦିନ ପାଇଁ ବନ୍ଦ ରହିବ ଦିଲ୍ଲୀ ବିମାନ ବନ୍ଦର

    13343
    Jan 13, 2026
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା
    ଦେଶ-ଦେଶାନ୍ତର

    ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14308
    Jan 13, 2026
  • ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଜନସଂଖ୍ୟା ଉପରେ ଆକ୍ରମଣ ଜାରି, ଆଉ ଜଣେ ହିନ୍ଦୁଙ୍କୁ ...
    ଦେଶ-ଦେଶାନ୍ତର

    ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ଜନସଂଖ୍ୟା ଉପରେ ଆକ୍ରମଣ ଜାରି, ଆଉ ଜଣେ ହିନ୍ଦୁଙ୍କୁ ...

    15065
    Jan 13, 2026
  • ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ
    ଦେଶ-ଦେଶାନ୍ତର

    ପରଫ୍ୟୁମ୍ ପାଇଁ ଡେଲିଭରୀ ବୟଙ୍କୁ ମାଡ

    13454
    Jan 12, 2026
  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ
    ବିଶେଷ

    ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13496
    Jan 13, 2026
  • ୧.୪୦ ଲକ୍ଷ ଟପିଲା ସୁନା
    ବାଣିଜ୍ୟ

    ୧.୪୦ ଲକ୍ଷ ଟପିଲା ସୁନା

    15378
    Jan 12, 2026
  • ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ: ଇରାନ
    ଦେଶ-ଦେଶାନ୍ତର

    ଆମେ ଦେଶରେ ନିଆଁ ଲଗାଇବାକୁ କାହାକୁ ଅନୁମତି ଦେବୁ ନାହିଁ: ଇରାନ

    15555
    Jan 12, 2026
  • ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ
    ଦେଶ-ଦେଶାନ୍ତର

    ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ

    15264
    Jan 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପରଲୋକରେ ପ୍ରସିଦ୍ଧ ଗାୟକ ପ୍ରଶାନ୍ତ ତମାଙ୍ଗ

    15264
    Jan 12, 2026
  • ବିଶେଷ

    ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13496
    Jan 13, 2026
  • ଦେଶ-ଦେଶାନ୍ତର

    ଭାରତ ଆସିପାରନ୍ତି ଟ୍ରମ୍ପ !

    14244
    Jan 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17290
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17370
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17716
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16190
    Apr 03, 2021

ବିଶେଷ

  • ଘରୋଇ ମଏଶ୍ଚରାଇଜର ଲଗାଇ ତ୍ଵଚାକୁ ରଖନ୍ତୁ ସୁସ୍ଥ

    13496
    Jan 13, 2026
  • ପ୍ରତିଦିନ ଖାଆନ୍ତୁ ଗୋଟିଏ କଞ୍ଚାକଦଳୀ

    15974
    Jan 10, 2026
  • ଗ୍ୟାଷ୍ଟିକରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

    14591
    Jan 09, 2026
  • କେଶକୁ ଘନ କରିବ ଏହି ସ୍ପ୍ରେ

    15638
    Jan 07, 2026
  • ଶୀତଦିନେ ମିଠାଜାତୀୟ ଖାଦ୍ୟଠାରୁ ରୁହନ୍ତୁ ଦୂରେଇ

    15080
    Jan 06, 2026

ବାଣିଜ୍ୟ

୧.୪୦ ଲକ୍ଷ ଟପିଲା ସୁନା

ପୁଣି ବଢିଛି ସୁନା ଓ ରୂପା ଦାମ୍‌ । ସୁନା ଗତ ସପ୍ତାହରେ ସାମାନ୍ୟ କମିଥିବା ବେଳେ ଏବେ ପୁଣି ନୂଆ ରେକର୍ଡ ଆଡକୁ ମାଡିଯାଉଛି । ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ସେହିପରି ରୂପା ଦର ୧୨୦୦୦ରୁ ଅଧିକ ବୃଦ୍ଧି ପାଇଛି ।

ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନାର ୧୦ ଗ୍ରାମ୍&zw ...

  • ଆମୱେ ଇଣ୍ଡିଆ ଦ୍ରୁତ ଓ ସହଜ ସେବା ସହିତ ହୋମ୍‌ ଡେଲିଭରି ଅନୁଭୂତିକୁ ନୂଆ ରୂପ ପ୍ରଦାନ କରିଛି

    15456
    Jan 08, 2026
  • ଆଇଟିସି 'ଭିଟାମିନ୍ ଡି' ସହିତ ସନଫିଷ୍ଟ ମାରି ଲାଇଟ୍ ଶୁଭାରମ୍ଭ କରିଛି

    14424
    Jan 07, 2026
  • ୨୪ ଶହ ଟଙ୍କା ବଢ଼ିଲା ସୁନା

    14525
    Dec 23, 2025
  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14233
    Dec 18, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧.୪୦ ଲକ୍ଷ ଟପିଲା ସୁନା

    15378
    Jan 12, 2026
  • ଭାରତ ଆସିପାରନ୍ତି ଟ୍ରମ୍ପ !

    14244
    Jan 12, 2026
  • ବୃଦ୍ଧ ପିତାମାତାଙ୍କୁ ଅଣଦେଖା କଲେ କଟିଯିବ ୧୦ପ୍ରତିଶତ ଦରମା

    14308
    Jan 13, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In