ରାଜ୍ୟରେ ଆଉ ୧୯୧୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଉ ୧୯୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୧୦୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୦୮ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁୁଗୁଳରେ ୯୧, ବାଲେଶ୍ୱରରେ ୮୪, ଭଦ୍ରକରେ ୫୫, ବଲାଙ୍ଗୀରରେ ୧୦, ବୌଦ୍ଧରେ ୭, କଟକରେ ୨୫୬, ଦେବଗଡ଼ରେ ୧, ଢେଙ୍କାନାଳରେ ୩୭, ଗଜପତିରେ ୧୬, ଗଞ୍ଜାମରେ ୭, ଜଗତସିଂହପୁରରେ ୯୨, ଯାଜପୁରରେ ୮୭, ଝାରସୁଗୁଡ଼ାରେ ୯, କଳାହାଣ୍ଡିରେ ୬, କନ୍ଧମାଳରେ ୨୫, କେନ୍ଦ୍ରାପଡ଼ାରେ ୭୩, କେନ୍ଦୁଝରରେ ୩୩, ଖୋର୍ଦ୍ଧାରେ ୫୧୮, କୋରାପୁଟରେ ୧୦, ମାଲକାନାଗିରିରେ ୧୨, ମୟୂରଭଞ୍ଜରେ ୬୯, ନବରଙ୍ଗପୁରରେ ୧୦, ନୟାଗଡ଼ରେ ୭୬, ନୂଆପଡ଼ାରେ ୫, ପୁରୀରେ ୧୧୮, ରାୟଗଡ଼ାରେ ୧୧, ସମ୍ବଲପୁରରେ ୧୫, ସୋନପୁରରେ ୬, ସୁନ୍ଦରଗଡ଼ରେ ୫୦ ଓ ରାଜ୍ୟ ପୁଲରେ ୧୦୯ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor