Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 26, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ...

  • ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ...

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ...

  • ଜେଲ୍‌ରେ ଶିଶୁକନ୍ୟା ଜନ୍ମ ଦେଲେ ମୁସକାନ

  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ...

  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ...

  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ...

  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››୨୫ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ ସମାରୋହ

୨୫ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ ସମାରୋହ

2025-11-24 12:37:01
15018
Share:
Facebook
Twitter
E-Mail
WhatsApp
Telegram
୨୫ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଧ୍ୱଜାରୋହଣ ସମାରୋହ

ଅଯୋଧ୍ୟା: ରାମନଗରୀ ଅଯୋଧ୍ୟା ପୁଣିଥରେ ନିଜ ଭବ୍ୟ ତଥା ଐତିହାସିକ ଉତ୍ସବ ପାଇଁ ପ୍ରସ୍ତୁତ ହୋଇଛି । ଆସନ୍ତା ୨୫ ତାରିଖ ରେ ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ହେବାକୁ ଯାଉଛି ଧ୍ୱଜାରୋହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ପ୍ରଧାନମନ୍ତ୍ରୀ ମନ୍ଦିରର ଶିଖରରେ ପତାକା ଉଡ଼ାଇବେ । ଏଥିଲାଗି ମନ୍ଦିର ପରିସର ତଥା ସମଗ୍ର ସହରରେ ପ୍ରସ୍ତୁତି ବାତାବରଣ ଅତ୍ୟନ୍ତ ଉତ୍ସାହପୂର୍ଣ୍ଣ ରହିଛି । ସାଧୁ ଓ ସନ୍ଥ ସମାଜରେ ମଧ୍ୟ ଏହି ଐତିହାସିକ ଅବସରକୁ ନେଇ ବିଶେଷ ଆଗ୍ରହ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧ୍ୱଜାରୋହଣ ଉତ୍ସବ କୋଟି କୋଟି ରାମଭକ୍ତଙ୍କ ଲାଗି ଗର୍ବର ମୁହୂର୍ତ୍ତ ବୋଲି ସନ୍ଥମାନେ ଦର୍ଶାଇଛନ୍ତି ।ଜଗଦଗୁରୁ ପରମହଂସ ଆଚାର୍ୟ୍ୟଜୀ ମହାରାଜ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାର କେବଳ ବିକାଶ କରିନାହାନ୍ତି, ବରଂ ଏହାକୁ ତ୍ରେତୟା ଯୁଗ ଭଳି ସ୍ୱରୂପ ଦେଇଛନ୍ତି । ବେଦ, ପୁରାଣ ଏବଂ ଶାସ୍ତ୍ରରେ ବର୍ଣ୍ଣିତ ଅଯୋଧ୍ୟା ଆଜି ବାସ୍ତବିକ ଅଯୋଧ୍ୟାରେ ଦେଖିବାକୁ ମିଳୁଛି । ଧ୍ୱଜାରୋହଣ ଉତ୍ସବ ତମାମ ରାମଭକ୍ତଙ୍କ ପାଇଁ ଭକ୍ତି ଓ ଆବେଗର ମୁହୂର୍ତ୍ତ । ରାମ ମନ୍ଦିର ଶିଖରରେ ଉଡ଼ିବାକୁ ଥିବା ଭବ୍ୟ ପତାକା ୨୨ ଫୁଟ ଲମ୍ବା ଓ ୧୧ ଫୁଟ ଚଉଡ଼ା । ସିଲ୍କ କପଡ଼ାରେ ପ୍ରସ୍ତୁତ ଏହି ଧ୍ୱଜାର ଓଜନ ୪ କିଲୋଗ୍ରାମ । ଏଥିରେ ସୂର୍ୟ୍ୟ, ଓମ୍ ଓ କାଞ୍ଚନ ବୃକ୍ଷର ଶୁଭ ଚିହ୍ନ ରହିଛି । ଏହା ମନ୍ଦିରର ସେହି ୪୨ ଫୁଟ ଉଚ୍ଚତା ଏବଂ ୫୧୦୦ କିଲୋ ଓଜନର ଧ୍ୱଜଦଣ୍ଡରେ ଉଡ଼ିବ । ଧ୍ୱଜାରୋହଣ କାର୍ୟ୍ୟକ୍ରମକୁ ପ୍ରାୟ ୭ ହଜାର ଲୋକଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ ପଠାଯାଇଛି । ଏମାନଙ୍କ ମଧ୍ୟରେ ବଞ୍ଚିତ ଓ ସାମାଜିକ ଦୃଷ୍ଟିରୁ ପଛୁଆ ସମୁଦାୟ ପ୍ରମୁଖ ଅନ୍ତର୍ଭୁକ୍ତ ।

Powered by Froala Editor

Tags Ayodhya

Related articles Odisha News Lens 4.1

  • ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ
    ଦେଶ-ଦେଶାନ୍ତର

    ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ

    13998
    Nov 25, 2025
  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ
    ବିଶେଷ

    ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ନୀତିଶ କୁମାରଙ୍କ ନୂତନ କ୍ୟାବିନେଟର ପ୍ରଥମ ବୈଠକ, ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

    15152
    Nov 25, 2025
  • ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14863
    Nov 26, 2025
  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ
    ଦେଶ-ଦେଶାନ୍ତର

    ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14562
    Nov 25, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି
    ଦେଶ-ଦେଶାନ୍ତର

    ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14365
    Nov 26, 2025
  • ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ବର୍ଷ କାରାଦଣ୍ଡ
    ଦେଶ-ଦେଶାନ୍ତର

    ଏଣିକି ଦ୍ୱିତୀୟ ବିବାହ କଲେ ଭୋଗିବେ ୧୦ ବର୍ଷ କାରାଦଣ୍ଡ

    13422
    Nov 26, 2025
  • ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ
    ଦେଶ-ଦେଶାନ୍ତର

    ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନ କଲେ ମୋଦୀ

    15596
    Nov 25, 2025
  • ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ
    ଦେଶ-ଦେଶାନ୍ତର

    ଇଥିଓପିଆରେ ଜ୍ୱଳାମୁଖୀ ଫାଟିଲା ; ଅନେକ ଉଡ଼ାଣ ବାତିଲ

    15324
    Nov 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14562
    Nov 25, 2025
  • ଦେଶ-ଦେଶାନ୍ତର

    ଭାରତ ଖୁବଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ: ରାଷ୍ଟ୍ରପତି

    14863
    Nov 26, 2025
  • ଦେଶ-ଦେଶାନ୍ତର

    ବିହାର ବିଧାନସଭା: ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ନିଯୁକ୍ତ

    13998
    Nov 25, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16863
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16959
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17304
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15776
    Apr 03, 2021

ବିଶେଷ

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ଘରେ ପ୍ରବଳ ମଶା ହେଉଥିଲେ, ଏହି ଉପାୟ ନିଶ୍ଚିନ୍ତ କରନ୍ତୁ.....

    15358
    Nov 25, 2025
  • ଏହି ବାସ୍ତୁ ନିୟମକୁ ଆପଣେଇ ପଢ଼ନ୍ତୁ ପାଠ

    14867
    Nov 24, 2025
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ, ହୋଇଥାଏ ଏହି ଅସୁବିଧା

    15173
    Nov 23, 2025
  • ଶୀତଦିନେ ବରମ୍ବାର ପିଅନ୍ତୁନି ଚା ଓ କଫି

    15226
    Nov 23, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14853
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14734
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14323
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13971
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଗ୍ୟାଷ୍ଟିକରୁ କେମିତି ପାଇବେ ଉପଶମ

    13472
    Nov 26, 2025
  • ବାତ୍ୟା ସେନୟାର: ୪ ରାଜ୍ୟକୁ ଆଲର୍ଟ ଜାରି

    14365
    Nov 26, 2025
  • ରାମ ମନ୍ଦିରର ପତାକାରେ କୋବିଦାର ଗଛ, ଜାଣନ୍ତୁ ଧାର୍ମିକ ମହତ୍ତ୍ବ କ’ଣ

    14562
    Nov 25, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In