Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ...

  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ...

  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ...

  • ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି

  • ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ...

  • ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ...

  • କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ...

  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ...

  • ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ...

  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ...

ରାଜ୍ୟ
Home ›› ରାଜ୍ୟ ››ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

2025-11-22 07:41:39
14946
Share:
Facebook
Twitter
E-Mail
WhatsApp
Telegram
ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର: ନଭେମ୍ବର ୨୬ରେ ବସିବ ସର୍ବଦଳୀୟ ବୈଠକ। ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି ସୁରମା ପାଢ଼ୀ। ବୁଧବାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ଗୃହକୁ ସୁରୁଖୁରୁରେ କେମିତି ଚଳାଯିବ, କେମିତି ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ହେବ, ରାଜ୍ୟର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ କେମିତି ବିରୋଧୀଙ୍କୁ ପୁରା ସୁଯୋଗ ମିଳିବ, ସେ ସଂପର୍କରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ଅଛି। ଏହି ବୈଠକ ଶାସକ ଓ ବିରୋଧି ଦଳର ନେତାମାନେ ଯୋଗଦେବେ।

 ସୂଚନା ଅନୁଯାୟୀ,  ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ।

Powered by Froala Editor

Tags Surama padhi

Related articles Odisha News Lens 4.1

  • କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...
    ଦେଶ-ଦେଶାନ୍ତର

    କୋଲକାତା ବିମାନବନ୍ଦରରେ ଆଲର୍ଟ, ଶୌଚାଳୟ ଆଇନା ଉପରେ ଲିପଷ୍ଟିକରେ ଲେଖାଥିଲା ...

    14859
    Nov 11, 2026
  • ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଶାନ୍ତି କଥାବାର୍ତ୍ତା ଆରମ୍ଭ
    ଦେଶ-ଦେଶାନ୍ତର

    ଆବୁଧାବିରେ ରୁଷ୍-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଶାନ୍ତି କଥାବାର୍ତ୍ତା ଆରମ୍ଭ

    15185
    Nov 11, 2026
  • ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନ ସହ ଯୁଦ୍ଧ ସାମରିକ ଦୃଷ୍ଟିକୋଣରୁ ପ୍ରାୟ ଶେଷ ହୋଇଛି: ଟ୍ରମ୍ପ

    13913
    Nov 10, 2026
  • ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ହୁଆଙ୍ଗ୍
    ଦେଶ-ଦେଶାନ୍ତର

    ହନି ଟ୍ରାପ୍‌ରେ Nvidia ର ସିଇଓ ଜେନସେନ୍ ହୁଆଙ୍ଗ୍

    13756
    Nov 11, 2026
  • ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି
    ଦେଶ-ଦେଶାନ୍ତର

    ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି

    14086
    Nov 11, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...
    ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ...

    15185
    Nov 10, 2026
  • ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧
    ଦେଶ-ଦେଶାନ୍ତର

    ଆମେରିକାରେ କୋଭିଡ୍-୧୯ର ନୂଆ ଭାରିଆଣ୍ଟ ପିଜେ.୨.୧

    13876
    Nov 11, 2026
  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ
    ଦେଶ-ଦେଶାନ୍ତର

    ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

    14138
    Nov 11, 2026
  • କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ
    ଦେଶ-ଦେଶାନ୍ତର

    କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ

    14896
    Nov 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଲକାତା-ସାଇରଙ୍ଗ ଏକ୍ସପ୍ରେସ”ର ଇଞ୍ଜିନ ସମେତ ପାଞ୍ଚଟି କୋଚ୍ ଲାଇନଚ୍ୟୁତ

    14896
    Nov 11, 2026
  • ଦେଶ-ଦେଶାନ୍ତର

    ସାମୟିକ ଭାବେ ଲକ୍‌ଡାଉନ୍‌ ହେଲା ହ୍ବାଇଟ୍‌ ହାଉସ୍, ଜାଣନ୍ତୁ କାହିଁକି?

    14038
    Nov 10, 2026
  • ଦେଶ-ଦେଶାନ୍ତର

    କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ

    15185
    Nov 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17268
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17970
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17916
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18337
    Sep 06, 2023

ବିଶେଷ

  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14180
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15526
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    14322
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14392
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14995
    Nov 01, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15566
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14155
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14163
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14446
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାଗା ସମ୍ପ୍ରଦାୟଠୁ ନେଇଥିବା ୩୯ ଜଣଙ୍କ ଅବଶେଷ ଫେରାଇଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

    14138
    Nov 11, 2026
  • ନକଲି ନୁହେଁ ଅସଲି ସୁନା, ହୀରାରେ ରଙ୍ଗୋଲି

    14086
    Nov 11, 2026
  • କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ

    15185
    Nov 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In