Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ ...

  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ...

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ...

  • ବିଜୟଙ୍କ ଶେଷ ଫିଲ୍ମ 'ଜନ ନାୟଗନ୍' ନୁହେଁ

  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ...

  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ...

  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ...

  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ...

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ ...

  • ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ...

ରାଜ୍ୟ
Home ›› ରାଜ୍ୟ ›› ନୂଆପଡ଼ା ଉପନିର୍ବାଚନ: ବିଜୟ ହାସଲ କଲା ବିଜେପି, ବିଧାନସଭାରେ ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି

ନୂଆପଡ଼ା ଉପନିର୍ବାଚନ: ବିଜୟ ହାସଲ କଲା ବିଜେପି, ବିଧାନସଭାରେ ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି

2025-11-15 05:58:46
14857
Share:
Facebook
Twitter
E-Mail
WhatsApp
Telegram
 ନୂଆପଡ଼ା ଉପନିର୍ବାଚନ: ବିଜୟ ହାସଲ କଲା ବିଜେପି, ବିଧାନସଭାରେ ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି

ଭୁବନେଶ୍ବର: ନୂଆପଡ଼ା ବିଧାନସଭା ଉପ ନିର୍ବାଚନରେ ବିଜେପିର ବିଶାଳ ବିଜୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୧୭ ମାସର ଶାସନ କାଳ ଉପରେ ରାଜ୍ୟବାସୀଙ୍କ ମୋହର ସଦୃଶ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ନେତୃତ୍ବରେ ବିଜେଡି ହାତରୁ ବିଜେପି ନୂଆପଡ଼ା ଆସନ ଛଡ଼ାଇ ଆଣିଛି। ମୋହନଙ୍କ ସଫଳ ରାଜନୈତିକ ଗୋଟି ଚାଳନା ଯୋଗୁଁ ଏହି ଉପନିର୍ବାଚନରେ ବିଜୟ ହାସଲ କରିଛି ବିଜେପି। ଏହାସହ ବିଧାନସଭାରେ ବିଜେପି ସଦସ୍ୟ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି।

ନିର୍ବାଚନରେ ୫୮.୨୭% ଭୋଟ ପାଇଥିବା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୮୩, ୭୪୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସର ଘାସିରାମ ମାଝୀଙ୍କୁ ପରାସ୍ତ କରିଛନ୍ତି। ଏହି ନିର୍ବାଚନ ଫଳାଫଳ ରାଜ୍ୟ ରାଜନୀତି ଉପରେ ଦୀର୍ଘମିଆଦି ପ୍ରଭାବ ପକାଇବାକୁ ଯାଉଛି। ପ୍ରଥମ ଦିନରୁ ହିଁ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆପଡ଼ା ଉପ ନିର୍ବାଚନର ମଙ୍ଗ ଧରିଥିଲେ। ପ୍ରାର୍ଥୀ ମନୋନୟନରୁ ଆରମ୍ଭ କରି ନିର୍ବାଚନ ପରିଚାଳନା କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ଗତ ଅକ୍ଟୋବର ୪ରେ ସେ ଜୟଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ସହ ଦିଲ୍ଲୀରେ ଆଲୋଚନା କରିବା ପରେ ବିଜେଡିରୁ ବିଜେପିକୁ ଜୟଙ୍କ ପ୍ରବେଶ ବାଟ ଫିଟିଥିଲା। ଅକ୍ଟୋବର ୬ରେ ନିର୍ବାଚନ ଘୋଷଣା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜେ ନୂଆପଡ଼ା ଯାଇ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଘୋଷଣା କରିଥିଲେ। ତତ୍‌ସଙ୍ଗେ ଖରିଆର ‌ରୋଡ଼ ଏନଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ସହ ସିନାପାଲି ଓ କୋମନାକୁ ଏନଏସି ଘୋଷଣା କରିଥିଲେ। 

Powered by Froala Editor

Tags Nuapada election

Related articles Odisha News Lens 4.1

  • ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍
    ମନୋରଞ୍ଜନ

    ୮୪ କୋଟି ଟଙ୍କାର ବଙ୍ଗଳା କିଣିଲେ ଜନ୍ ଆବ୍ରାହମ୍

    14543
    Jul 22, 2026
  • ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ

    14587
    Jul 22, 2026
  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14273
    Jul 22, 2026
  • ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଶରଦ ପାୱାର ଏବଂ ତାଙ୍କ ଝିଅ ସୁପ୍ରିୟା ସୁଲେ

    14629
    Jul 22, 2026
  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ
    ଦେଶ-ଦେଶାନ୍ତର

    ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15608
    Jul 22, 2026
  • ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର
    ଦେଶ-ଦେଶାନ୍ତର

    ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର

    14724
    Jul 22, 2026
  • ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....
    ଦେଶ-ଦେଶାନ୍ତର

    ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13488
    Jul 22, 2026
  • ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ
    ଦେଶ-ଦେଶାନ୍ତର

    ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15378
    Jul 22, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...
    ବିଶେଷ

    ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14736
    Jul 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୃତ ପତ୍ନୀଙ୍କ ସିନ୍ଥିରେ ସିନ୍ଦୂର ଦେଲା ପରେ ଟଳି ପଡ଼ିଲେ ସ୍ୱାମୀ

    15378
    Jul 22, 2026
  • ଦେଶ-ଦେଶାନ୍ତର

    ସଂସଦରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ବିରୋଧୀ, କହିଲେ ଏମିତି....

    13488
    Jul 22, 2026
  • ଦେଶ-ଦେଶାନ୍ତର

    ଛାତ୍ରଙ୍କୁ ଅସ୍ତ୍ର କରୁଛନ୍ତି ରାହୁଲ'; ଧର୍ମେନ୍ଦ୍ର

    14724
    Jul 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16991
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17598
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18053
    Sep 06, 2023

ବିଶେଷ

  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    14736
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    15827
    Jul 21, 2026
  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    14154
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14434
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14775
    Jul 12, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ପ୍ରକଳ୍ପ ସହଯୋଗ ମାଧ୍ୟମରେ ଅନ୍ତର୍ଭୁତ ଗୋଷ୍ଠୀ ବିକାଶକୁ ଆଗେଇ ନେଉଛି, ଯାହା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟର ପ ...

  • ସନ୍‌ଫିଷ୍ଟ ମାରୀ ଲାଇଟ୍‌ ପୁରୀ ରଥ ଯାତ୍ରାରେ ‘ସୂର୍ଯ୍ୟ ବରଦାନ’ ପ୍ରୟାସ ସହିତ ଭିଟାମିନ ଡି’ ସଚେତନତାକୁ ଆଗେଇ ନେଲା

    13805
    Jul 20, 2026
  • ‘ଆଶୀର୍ବାଦ’ ବିଶ୍ୱକର୍ମା ମହାରଣାମାନଙ୍କୁ ଗୁଣାତ୍ମକ ପରମ୍ପରା ଅଭିଯାନ ଜରିଆରେ ଅଭିବାଦନ ଜଣାଇଲା

    14100
    Jul 19, 2026
  • ଆଶୀର୍ବାଦର “ଆୟୋଡିନ ର ତିଳକ” ଅଭିଯାନ ପୁରୀ ରଥ ଯାତ୍ରାରେ ଦର୍ଶନ, ଅନ୍ନ, ସେବାକୁ ପୁନଃ ଚିତ୍ରିତ କରୁଛି

    13921
    Jul 18, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

    14179
    Jul 16, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ ପ୍ରଦର୍ଶନ

    14587
    Jul 22, 2026
  • ସିକ୍କିମରରେ ଟନେଲ ୨୦ ଜଣ ଶ୍ରମିକଙ୍କ ମୃତ୍ୟୁ

    14273
    Jul 22, 2026
  • ଆସାମରେ ବର୍ଷା ବିତ୍ପାତ, ୨୧ ଜଣଙ୍କର ମୃତ୍ୟୁ

    15608
    Jul 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In