ରାଉଣ୍ଡ ୧୫: ୫୦ ହଜାର ୬୫୬ଟି ଭୋଟରେ ଆଗୁଆ ବିଜେପି
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ରାଉଣ୍ଡ-୧୫ ସୁଦ୍ଧା ବିଜେପି ୫୦ ହଜାର ୬୫୬ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୫ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୭୩୭୪୫ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୩୦୮୯ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୨୬୧୮ଟି ଭୋଟ ମିଳିଛି ।
Powered by Froala Editor