୩ ରୁ ୫ ତାରିଖ ଯାଏଁ ହାଇକୋର୍ଟ ଛୁଟି
କଟକ: ଓଡ଼ିଶା ହାଇକୋର୍ଟ ସୋମବାର କାର୍ତ୍ତିକ ବ୍ରତ ଉପଲକ୍ଷେ ଛୁଟି ରହିବ। ୩ ରୁ ୫ ତାରିଖ ଯାଏଁ ତିନି ଦିନ ଛୁଟି ରହିବ ହାଇକୋର୍ଟ। ନଭେମ୍ବର ୨୯ (ଶନିବାର)କୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି। ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନ୍ୟପକ୍ଷରେ ହାଇକୋର୍ଟ କ୍ୟାଲେଣ୍ଡରରେ ନଭେମ୍ବର ୪ ଧବଳେଶ୍ବର ପୂଜା ବା ବଡ଼ଓଷା ଏବଂ ୫ରେ ରାସ ପୂର୍ଣ୍ଣିମା ହେତୁ ପୂର୍ବରୁ ଛୁଟି ରହିଛି।
Powered by Froala Editor