Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ...

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ...

  • ପତ୍ନୀଙ୍କୁ ତିନ୍ ତଲାକ୍ ଦେବା ପରେ ବଡ଼ ଭାଇ ...

  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ...

  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ...

  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ...

  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ...

  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ...

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ...

Home ›› ››ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’, ମଙ୍ଗଳବାର ସାଢ଼େ ୪ରୁ ରାତି ୧୧ ମଧ୍ୟରେ ଛୁଇଁବ ସ୍ଥଳଭାଗ

ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’, ମଙ୍ଗଳବାର ସାଢ଼େ ୪ରୁ ରାତି ୧୧ ମଧ୍ୟରେ ଛୁଇଁବ ସ୍ଥଳଭାଗ

2025-10-27 07:00:47
15129
Share:
Facebook
Twitter
E-Mail
WhatsApp
Telegram
ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’, ମଙ୍ଗଳବାର ସାଢ଼େ ୪ରୁ ରାତି ୧୧ ମଧ୍ୟରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଗଭୀର ଅବପାତ କେନ୍ଦ୍ରୀଭୂତ ହେଉଛି। ସମୁଦ୍ରରୁ ବଳ ଗୋଟାଇବା ସହିତ ସୋମବାର ସକାଳ ସୁଦ୍ଧା ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ। ପରେ ସମୁଦ୍ର ଭିତ‌େ‌ର ଅଧିକ ବଳ ଗୋଟାଇ ଭୀଷଣ ବାତ୍ୟା ରୂପନେଇ ସ୍ଥଳଭାଗ ମୁହାଁଇବ ‘ମନ୍ଥା’। ଆନ୍ଧ୍ରପ୍ରଦେଶର ମଛଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଝି କାକିନାଡ଼ା ନିକଟବର୍ତ୍ତୀ କୌଣସିଠାରେ ୨୮ତାରିଖ (ମଙ୍ଗଳବାର) ଅପରାହ୍ଣ ସାଢ଼େ ୪ରୁ ରାତି ୧୧ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଆନ୍ଧ୍ରପ୍ରଦେଶ ଉପକୂଳରେ ‘ମନ୍ଥା’ ସ୍ଥଳଭାଗ ଅତିକ୍ରମ କଲେ ମଧ୍ୟ ଓଡ଼ିଶାର ୮ଟି ଜିଲା ଝଡ଼ବର୍ଷା ଦ୍ବାରା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି।

ଆଜିଠାରୁ ଦକ୍ଷିଣ ଓଡ଼ିଶାର ଜିଲାଗୁଡ଼ିକରେ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ରହିଛି। ୨୮ତାରିଖ ସନ୍ଧ୍ୟାରୁ ବାତ୍ୟାର ପ୍ରକୋପ ଅଧିକ ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ସମୁଦ୍ର କୂଳ‌େ‌ର ଡାକବାଜି ଯନ୍ତ୍ର ସାହାଯ୍ୟରେ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଉଛି।

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ୮କି.ମି. ବେଗରେ ଗତି କରୁଥିଲା। ପୂର୍ବ ପୋର୍ଟ ବ୍ଲେୟାର (ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ)ରୁ ପ୍ରାୟ ୬୭୦ କି.ମି ପଶ୍ଚିମରେ ଥିବାବେଳେ ଚେନ୍ନଇ (ତାମିଲନାଡୁ)ରୁ ୭୨୦କି.ମି. ପୂର୍ବ-ଦକ୍ଷିଣ-ପୂର୍ବରେ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ରୁ ୭୮୦ କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ, କାକିନାଡ଼ା (ଆନ୍ଧ୍ରପ୍ରଦେଶ)ରୁ ୭୯୦କି.ମି. ଦକ୍ଷିଣ-ପୂର୍ବରେ ଏବଂ ଗୋପାଳପୁର(ଓଡ଼ିଶା)ରୁ ୯୦୦କି.ମି. ଦକ୍ଷିଣ-ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହେଉଛି। ଏହା ପ୍ରାୟ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୭ତାରିଖ ସକାଳେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ତାରିଖ ସକାଳ ସୁଦ୍ଧା ଏକ ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହେବାର ସମ୍ଭାବନା ରହିଛି। 

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୁଲେଟିନ୍ ସୂଚନାନୁଯାୟୀ, ସାମୁଦ୍ରିକ ଝଡ଼ ଦ୍ବାରା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି ଜିଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହିସବୁ ଜିଲାରେ ଅଧିକ ପ୍ରଭାବ ପକାଇବ ‘ମନ୍ଥା’। ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଏବଂ ଗଞ୍ଜାମ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଜୁଳି ଘଡ଼ଘଡ଼ି ସହିତ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ତେଣୁ ଉପରୋକ୍ତ ଜିଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲାରେ ପ୍ରବଳ ବର୍ଷା ହେବ। ଉପରୋକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ବିଶେଷକରି ସୋମବାର ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୪୫ରୁ ୫୫କି.ମି. ଏବଂ ସ୍ଥଳବିଶେଷରେ ଘଣ୍ଟାପ୍ରତି ଝଟକା ପବନର ୬୫କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା କାରଣରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ବାରଣ କରିଛି ପାଣିପାଗ ବିଭାଗ। ସମସ୍ତ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି।

Powered by Froala Editor

Tags Cyclone

Related articles Odisha News Lens 4.1

  • ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା
    ଦେଶ-ଦେଶାନ୍ତର

    ବାଙ୍କିପୁର ବିଧାନସଭା ଉପନିର୍ବାଚନ: ପ୍ରଶାନ୍ତ କିଶୋରଙ୍କୁ ପ୍ରାର୍ଥୀ ଘୋଷଣା

    13804
    Jul 06, 2026
  • ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର
    ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14746
    Jul 06, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା
    ବିଶେଷ

    ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15264
    Jul 06, 2026
  • ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ

    14110
    Jul 06, 2026
  • ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା
    ଅପରାଧ

    ବିବାହକୁ ନେଇ ଖୁସି ନଥିଲେ, ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

    15482
    Jul 06, 2026
  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

    13916
    Jul 06, 2026
  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...
    ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ...

    14051
    Jul 06, 2026
  • ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ନେବେ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ଗର୍ଭରେ ସନ୍ତାନ ରଖିବେ କି ନାହିଁ, ସ୍ତ୍ରୀ ନେବେ ନିଷ୍ପତ୍ତି

    15141
    Jul 06, 2026
  • ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ
    ଦେଶ-ଦେଶାନ୍ତର

    ଘନ ଅନ୍ଧକାର : ବିନା ହେଡଲାଇଟରେ ଚାଲିଲା ବସ

    15468
    Jul 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    14051
    Jul 06, 2026
  • ଦେଶ-ଦେଶାନ୍ତର

    ଗ୍ଲୋବାଲ୍ ପାସପୋର୍ଟ ଇଣ୍ଡେକ୍ସ-୨୦୨୬: ଭାରତ କେତେ ସ୍ଥାନରେ ଅଛି ଜାଣନ୍ତୁ

    14110
    Jul 06, 2026
  • ଦେଶ-ଦେଶାନ୍ତର

    ନାଟୋ ସମ୍ମିଳନୀ ପୂର୍ବରୁ ବିବାଦୀୟ ମିମ୍ ସେୟାର

    14746
    Jul 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16966
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17577
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17631
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18029
    Sep 06, 2023

ବିଶେଷ

  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15264
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15273
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15179
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14604
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14368
    Jun 28, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15832
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15701
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13805
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14916
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଶିଶୁ ଯୌନ ଶୋଷଣ ସହିତ ଜଡିତ ବିଜ୍ଞାପନ ହଟାଇବାକୁ ନିର୍ଦ୍ଦେଶ

    13916
    Jul 06, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15264
    Jul 06, 2026
  • ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା: ଦିଲ୍ଲୀରେ ବିମାନ ସେବା ବ୍ୟାହତ, ମୁମ୍ବାଇରେ ୬ ଜଣଙ୍କ ମୃତ୍ୟୁ

    14051
    Jul 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In