ବିଜେପି ଦଳରେ ଅକର୍ମଣ୍ୟ ଲୋକ ଅଛନ୍ତି: ଭକ୍ତ ଦାସ
ନୂଆପଡା: ନୂଆପଡାରେ ବିଜେପିକୁ ତେରେଚ୍ଛା ବାଣ ମାରିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି ବିଜେପି ପ୍ରମାଣିତ କରିଛି ତାଙ୍କ ଦଳରେ ବିଧାୟକ ଯୋଗ୍ୟ ପ୍ରାର୍ଥୀ ନାହାଁନ୍ତି । ତାଙ୍କ ଦଳରେ ଅକର୍ମଣ୍ୟ ଲୋକ ଅଛନ୍ତି ନା ଏତେ ଦିନ ମଧ୍ୟରେ ସେମାନେ କୌଣସି ବିକଳ୍ପ ମଧ୍ୟ ତିଆରି କରିନାହାଁନ୍ତି ।
Powered by Froala Editor