Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ...

  • ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ...

  • ମାଓ ଦମନ ଅପରେସନ୍‌ରେ ବେଳେ ଆଇଇଡି ...

  • ତରଭୂଜରେ ଦିଆଯାଇଥିଲା କି ବିଷ !

  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ...

  • ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ...

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ...

  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

Home ›› ››୨୦୧୪-୧୯ ମଧ୍ୟରେ ୩୨୬ ଦେଶଦ୍ରୋହ ମାମଲା ରୁଜୁ, ଓଡ଼ିଶାରୁ ଗୋଟିଏ ବି ନାହିିଁ

୨୦୧୪-୧୯ ମଧ୍ୟରେ ୩୨୬ ଦେଶଦ୍ରୋହ ମାମଲା ରୁଜୁ, ଓଡ଼ିଶାରୁ ଗୋଟିଏ ବି ନାହିିଁ

2021-07-18 19:34:04
13910
Share:
Facebook
Twitter
E-Mail
WhatsApp
Telegram
୨୦୧୪-୧୯ ମଧ୍ୟରେ ୩୨୬ ଦେଶଦ୍ରୋହ ମାମଲା ରୁଜୁ,  ଓଡ଼ିଶାରୁ ଗୋଟିଏ ବି ନାହିିଁ

୨୦୧୪-୧୯ ଭିତରେ ଦେଶରେ ମୋଟ୍ ୩୨୬ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ରୁଜୁ ହୋଇଥିବା ମାମଲା ମଧ୍ୟରୁ ୫୪ଟି ମାମଲା ଆସାମରୁ ରହିଛି। ୧୪୧ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୬ ବର୍ଷରେ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଆସାମରେ ୫୪ଟି ମାମଲା ମଧ୍ୟରୁ ୨୬ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଥିବା ବେଳେ ୨୫ଟି ମାମଲାରେ ଶୁଣାଣି ଶେଷ ହୋଇଛି। ହେଲେ ଏହି ଅବଧି ମଧ୍ୟରେ କେହି ଜଣେ ବି ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି।

ସେହିପରି ଝାଡ଼ଖଣ୍ଡରେ ୧୨୪ (ଏ) ଅନୁଯାୟୀ ୪୦ଟି ମାମଲା ଦାୟର ହୋଇଛି। ଯେଉଁଥିରୁ ୨୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୧୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଯେଉଁଥିରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। 

ହରିଆଣାରେ ମୋଟ୍ ୩୧ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଯେଉଁଥିରୁ ୧୯ଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି ଏବଂ ୬ଟି ମାମଲାରେ ଶୁଣାଣି ଶେଷ ହୋଇଛି। ଏଥିମଧ୍ୟରୁ ଜଣେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସେହିପରି ବିହାର, ଜମ୍ମୁ କଶ୍ମୀର ଏବଂ କେରଳରେ ୨୫ଟି ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ବିହାର ଏବଂ କେରଳରେ ଚାର୍ଜଶିଟ୍ ଦାଖଲ ହୋଇନଥିବା ବେଳେ ଜମ୍ମୁ କଶ୍ମୀରରେ ତିନୋଟି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି। ତେବେ ୨୦୧୪ ରୁ ୨୦୧୯ ମଧ୍ୟରେ ଏହି ତିନି ରାଜ୍ୟରୁ କୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।  କର୍ଣ୍ଣାଟକରେ ୨୨ଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୧୭ଟି ମାମଲାରେ ଚାର୍ଜଶିଟ ଦାଖଲ କରାଯାଇଥିଲା କିନ୍ତୁ କେବଳ ଗୋଟିଏ ମାମଲାରେ ଶୁଣାଣି ଶେଷ ହୋଇଛି। ତେବେ ଏହି ଅବଧି ମଧ୍ୟରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇ ନାହିଁ।

୨୦୧୪ ରୁ ୨୦୧୯ ମଧ୍ୟରେ ୟୁପିରେ ୧୭ଟି ଏବଂ ପଶ୍ଚିମବଙ୍ଗରେ ଆଠଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ୟୁପିରେ ଆଠଟି ଏବଂ ପଶ୍ଚିମବଙ୍ଗରେ ପାଞ୍ଚଟି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। କିନ୍ତୁ ଉଭୟ ରାଜ୍ୟରେ କେହି ଦୋଷୀ ସାବ୍ୟସ୍ତ ହୋଇନଥିଲେ। ୨୦୧୪ ରୁ ୨୦୧୯ ମଧ୍ୟରେ ଦିଲ୍ଲୀରେ ଚାରୋଟି ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା କିନ୍ତୁ କୌଣସି ମାମଲାରେ ଚାର୍ଜଶିଟ୍ ଦାଖଲ କରାଯାଇ ନାହିଁ।

ମେଘାଳୟ, ମିଜୋରାମ, ତ୍ରିପୁରା, ସିକ୍କିମ୍, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ୱୀପ, ପୁଡୁଚେରୀ, ଚଣ୍ଡିଗଡ଼, ଡାମନ ଏବଂ ଡିୟୁ, ଦାଦ୍ରା ନଗର ହାଭେଳିରେ ୬ ବର୍ଷ ମଧ୍ୟରେ ଦେଶଦ୍ରୋହ ମାମଲା ରୁଜୁ ହୋଇ ନାହିଁ। ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରା ଖଣ୍ଡ  ତିନୋଟି ରାଜ୍ୟରେ ଗୋଟିଏ ଲେଖାଏଁ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ହେଲେ ଓଡ଼ିଶାରୁ ଗୋଟିଏ ବି ଦେଶଦ୍ରୋହ ମାମଲା ଏହି ଅବଧି ମଧ୍ୟରେ ରୁଜୁ ହୋଇନଥିବା ସୂଚନା ରହିଛି।

ସୁପ୍ରିମକୋର୍ଟ ଗତ ସପ୍ତାହରେ କହିଥିଲେ ଯେ, ଆଇପିସିର ଧାରା ୧୨୪(ଏ) ଦେଶଦ୍ରୋହ ଆଇନର ସବୁଠୁ ବଡ ଧରଣର ଦୁରୁପଯୋଗ  ହୋଇଛି। ଇଂରେଜ ଅମଳର ଏହି ଆଇନ କଣ ଆଜିକା ସମୟରେ ପ୍ରାସଙ୍ଗିକତା ରଖୁଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି। ସେହି ସମୟରେ ଇଂରେଜ ମହାତ୍ମାଗାନ୍ଧୀଙ୍କ ପରି ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏହି ଆଇନର ଦୁରୁପଯୋଗ କରୁଥିଲେ। କାହିଁକି ଏହି ଆଇନ ସମାପ୍ତ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ ମଧ୍ୟ କରିଛନ୍ତି।

Powered by Froala Editor

Tags supreme court

Related articles Odisha News Lens 4.1

  • ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’
    ଦେଶ-ଦେଶାନ୍ତର

    ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’

    15454
    May 02, 2026
  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15344
    May 01, 2026
  • ବଢ଼ିବ ପେଟ୍ରୋଲ-ଡିଜେଲ ଦର
    ଦେଶ-ଦେଶାନ୍ତର

    ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13900
    May 02, 2026
  •  ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....
    ବିଶେଷ

    ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13412
    May 02, 2026
  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା
    ଦେଶ-ଦେଶାନ୍ତର

    ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା

    14945
    May 02, 2026
  • ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି
    ଦେଶ-ଦେଶାନ୍ତର

    ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି

    15186
    May 02, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13668
    May 01, 2026
  • ତରଭୂଜରେ ଦିଆଯାଇଥିଲା କି ବିଷ !
    ଅପରାଧ

    ତରଭୂଜରେ ଦିଆଯାଇଥିଲା କି ବିଷ !

    14199
    May 02, 2026
  • ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପିଏମକେ ନେତା
    ଦେଶ-ଦେଶାନ୍ତର

    ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପିଏମକେ ନେତା

    13457
    May 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି

    15186
    May 02, 2026
  • ଦେଶ-ଦେଶାନ୍ତର

    ମାଓ ଦମନ ଅପରେସନ୍‌ରେ ବେଳେ ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର

    14407
    May 02, 2026
  • ଅପରାଧ

    ତରଭୂଜରେ ଦିଆଯାଇଥିଲା କି ବିଷ !

    14199
    May 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17450
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17502
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17858
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16330
    Apr 03, 2021

ବିଶେଷ

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13412
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    13810
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14009
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16037
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15983
    Apr 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15370
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15104
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15600
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13911
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13412
    May 02, 2026
  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13900
    May 02, 2026
  • ତରଭୂଜରେ ଦିଆଯାଇଥିଲା କି ବିଷ !

    14199
    May 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In