Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 24, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ...

  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ...

  • ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ...

  • NICU ରେ ନିଆଁ, ୩ ନବଜାତ ଶିଶୁଙ୍କ ମୃତ୍ୟୁ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ...

  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ...

  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ...

  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ...

  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

ବିଶେଷ
Home ›› ବିଶେଷ ››ଏପରି ନିଅନ୍ତୁ ନିଜର ଯତ୍ନ

ଏପରି ନିଅନ୍ତୁ ନିଜର ଯତ୍ନ

2026-05-01 05:44:39
15166
Share:
Facebook
Twitter
E-Mail
WhatsApp
Telegram
ଏପରି ନିଅନ୍ତୁ ନିଜର ଯତ୍ନ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ, ଚିଡ଼ଚିଡ଼ ହେବା ଏବଂ ଟେନସନ ଆଦି ଆମର ଜୀବନର ଅଂଶ ହୋଇଯାଏ। ରୋଜଗାରର ଭାଗଦୌଡ଼ରେ ଯଦି ଆମେ ନିଜ ମନ ଓ ଶରୀରକୁ ବିଶ୍ରାମ ନ ଦେବା, ତେବେ କାମ ଠିକରେ କରିପାରିବା ନାହିଁ। ସେଲ୍ଫ କେୟାର ଆମକୁ ଭିତରୁ ମଜବୁତ କରେ। କଠିନ ପରିସ୍ଥିତିରେ ମଧ୍ୟ ଆମକୁ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରେ। ଯେତେବେଳେ ଆମେ ନିଜକୁ ସମୟ ଦେବା, ତେବେ ହିଁ ଜୀବନକୁ ଭଲ ଭାବରେ ଜିଇଁପାରିବା। 

ଦିନର ଆରମ୍ଭ:
ସକାଳେ ଉଠିବା ମାତ୍ରେ ଫୋନ ଦେଖିବା ବଦଳରେ ୧୦ରୁ ୧୫ ମିନିଟ ନିଜ ପାଇଁ ବାହାର କରନ୍ତୁ। ହାଲୁକା ଷ୍ଟ୍ରେଚିଙ୍ଗ, ବୁଲିବା କିମ୍ବା ଚୁପ ବସି ଗଭୀର ନିଃଶ୍ୱାସ ନେବା ଭଳି କିଛି ବି ଚଳିବ। ଏହାଦ୍ୱାରା ଦିନର ଆରମ୍ଭ ଶାନ୍ତ ମନରେ ହୁଏ ଏବଂ ପୁରା ଦିନ ଭଲରେ ଯାଏ।

ଡିଜିଟାଲ ବାଲାନ୍ସ ବଜାୟ ରଖନ୍ତୁ:  ଦିନରେ କିଛି ସମୟ ଏପରି ରଖନ୍ତୁ ଯେତେବେଳେ ଆପଣ ମୋବାଇଲ, ଲ୍ୟାପଟପ କିମ୍ବା ସୋସିଆଲ ମିଡିଆରୁ ଦୂରେଇ ରହିବେ। ଖାଦ୍ୟ ଖାଉଥିବା ସମୟରେ ଫୋନ ଦେଖନ୍ତୁ ନାହିଁ ଏବଂ ଶୋଇବା ପୂର୍ବରୁ ସ୍କ୍ରିନ ଟାଇମ କମ କରନ୍ତୁ। 

ନିଜ ଶରୀରର କଥା ଶୁଣନ୍ତୁ:
ସେଲ୍ଫ କେୟାରର ଏକ ବଡ଼ ଅଂଶ ହେଉଛି ଶରୀରର ଆବଶ୍ୟକତାଗୁଡ଼ିକ ବୁଝିବା। ସମୟରେ ଖାଦ୍ୟ ଖାଇବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ପୂରା ନିଦ ନେବା ବହୁତ ଜରୁରୀ। ରୋଜ ୨୦ରୁ ୩୦ ମିନିଟ ବୁଲିବା କିମ୍ବା ହାଲୁକା ବ୍ୟାୟାମ କରନ୍ତୁ।

ମନର ଭାବନାଗୁଡ଼ିକୁ ଦବାନ୍ତୁ ନାହିଁ:
ଆମେ ପ୍ରାୟତଃ ସବୁ ଠିକ ଅଛି କହି ନିଜ ଭାବନାଗୁଡ଼ିକୁ ଅବହେଳା କରିଦେଉ। କିନ୍ତୁ ସେଲ୍ଫ କେୟାରର ଅର୍ଥ ହେଉଛି ନିଜର ଖୁସି, ଦୁଃଖ, ରାଗ, ସବୁକୁ ଗ୍ରହଣ କରିବା। ଯଦି ମନ ଭାରି ଲାଗେ ତେବେ କୌଣସି ବିଶ୍ୱସ୍ତ ବ୍ୟକ୍ତି ସହିତ କଥା କହନ୍ତୁ କିମ୍ବା ନିଜ କଥାଗୁଡ଼ିକ ଲେଖି ରଖନ୍ତୁ। ଏହା ମନକୁ ହାଲୁକା କରିଥାଏ।

ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ବନ୍ଦ କରନ୍ତୁ:
ସୋସିଆଲ ମିଡିଆରେ ଅନ୍ୟମାନଙ୍କର ଜୀବନ ପରଫେକ୍ଟ ଲାଗିପାରେ, କିନ୍ତୁ ବାସ୍ତବତା ଭିନ୍ନ ହୋଇଥାଏ। ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରନ୍ତୁ ନାହିଁ।

Powered by Froala Editor

Tags Self care

Related articles Odisha News Lens 4.1

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ
    ବିଶେଷ

    ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14758
    Aug 24, 2026
  • ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି
    ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    14030
    Aug 23, 2026
  • ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା
    ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15383
    Aug 23, 2026
  • H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ
    ଦେଶ-ଦେଶାନ୍ତର

    H1N1 ମାମଲା ବଢ଼ିଲା, ଦିଲ୍ଲୀରେ ସ୍ୱାଇନ୍ ଫ୍ଲୁ ଆଲର୍ଟ

    13704
    Aug 24, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା
    ଦେଶ-ଦେଶାନ୍ତର

    ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15138
    Aug 23, 2026
  • ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା
    ଦେଶ-ଦେଶାନ୍ତର

    ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା

    13567
    Aug 24, 2026
  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ
    ମନୋରଞ୍ଜନ

    ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14012
    Aug 24, 2026
  • ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ
    ଦେଶ-ଦେଶାନ୍ତର

    ଜାପାନର ହୋକ୍କାଇଡୋରେ ଜୋରଦାର ଭୂକମ୍ପ

    13872
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14201
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା

    13567
    Aug 24, 2026
  • ଦେଶ-ଦେଶାନ୍ତର

    ବିବାହ ପାଇଁ ଭାରତ ଆସିଲେଣି ୧୫୦ ପାକିସ୍ତାନୀ କନ୍ୟା

    15383
    Aug 23, 2026
  • ଦେଶ-ଦେଶାନ୍ତର

    ଦେଶରେ ୮ ଲକ୍ଷ ୨୩ ହଜାର ୬୫୬ଟି ଅନୁମୋଦିତ ପଦ ଖାଲି

    14030
    Aug 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17049
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17678
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17720
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18117
    Sep 06, 2023

ବିଶେଷ

  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14758
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15520
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16052
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13972
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14997
    Aug 13, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15970
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14006
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14270
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14395
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମିସ ଇଣ୍ଡିଆ ୟୁନିଭର୍ସ ହେଲେ କୈଜିଆ ଲିଜ ମାଜ୍ଜୋ

    14012
    Aug 24, 2026
  • ସ୍ୱାମୀଙ୍କ ଠାରୁ ଲୁଚାଇ ରଖିଥିଲେ ୧୨ ଲକ୍ଷ ଟଙ୍କା, ମୂଷା କାଟିଦେଲା

    15138
    Aug 23, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    14758
    Aug 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In