Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 09, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ...

  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ...

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ...

  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ...

  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ...

  • Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ...

  • ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

  • ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

2025-10-09 10:28:53
14195
Share:
Facebook
Twitter
E-Mail
WhatsApp
Telegram
ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

ମୁମ୍ବଇ: ମହାରାଷ୍ଟ୍ରର ରାଜଧାନୀ ମୁମ୍ବଇକୁ ମିଳିଛି ଆଉ ଏକ ଆନ୍ତର୍ଜାତିକ ବିମାନବନ୍ଦର। ନୂଅା ବିମାନବନ୍ଦର ନାମ ରହିଛି ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିମାନବନ୍ଦରକୁ ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ମୁମ୍ବଇରେ ଛତ୍ରପତି ଶିବାଜି ଆନ୍ତର୍ଜାତିକ ବିମାନବନ୍ଦର ଥିବାବେଳେ ଏହା ଦ୍ବିତୀୟ ଆନ୍ତର୍ଜାତିକ ବିମାନବନ୍ଦର। ନୂତନ ବିମାନବନ୍ଦରକୁ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ମଡେଲରେ ଆଦାନି ଗ୍ରୁପ୍ ଓ ସିଆଇଡିସିଓ ଦ୍ବାରା ନିର୍ମାଣ କରାଯାଇଛି। ଏହାର ନିର୍ମାଣରେ ୧୯,୬୫୦ କୋଟି ଟଙ୍କା ବ୍ୟୟ ହୋଇଛି। ବିମାନବନ୍ଦରଟି ମୋଟ ୧୧୬୦ ହେକ୍ଟର ଅଞ୍ଚଳରେ ନିର୍ମିତ ହେବାକୁ ଥିବାବେଳେ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ମାଣକୁ ଉଦ୍‌ଘାଟନ କରାଯାଇଛି। ଏହାର ସମ୍ପୂର୍ଣ୍ଣ ନିର୍ମାଣ ଶେଷ ପରେ ଏଠାରୁ ବାର୍ଷିକ ୯କୋଟି ଯାତ୍ରୀ ପରିବହନ ହେବାର ସୁବିଧା ମିଳିପାରିବ। ଏହା ସହିତ ବାର୍ଷିକ ୩.୨୫ ନିୟୁତ ମେଟ୍ରିକ୍ ଟନ ମାଲ ପରିବହନ କରାଯାଇପାରିବ। ଏହା ବିଶ୍ବର ଅନ୍ୟତମ ପ୍ରମୁଖ ବିମାନବନ୍ଦରରର ମାନ୍ୟତା ଲାଭ କରିବ। ପ୍ରଥମ ପର୍ଯ୍ୟାୟରେ ଏହି ବିମାନବନ୍ଦରରେ ଗୋଟିଏ ରନୱେ ଓ ଗୋଟିଏ ଟର୍ମିନାଲ ନିର୍ମାଣ ହୋଇଛି। ଯାହା ବାର୍ଷିକ ୨କୋଟି ଯାତ୍ରୀ ପରିବହନର ସୁବିଧା ଯୋଗାଇ ଦେବ। ଏହା ଘଣ୍ଟାକୁ ୨୦ରୁ ୨୨ଟି ବିମାନ ଉଡାଣ ଓ ଅବତରଣକୁ ପରିଚାଳନା କରିପାରିବ। ଆସନ୍ତା ଡିସେମ୍ବରରୁ ଏହା କାର୍ଯ୍ୟକ୍ଷମ ହେବ। ଏଠାରୁ ଉଭୟ ଘରୋଇ ଓ ଆନ୍ତର୍ଜାତିକ ବିମାନ ଚଳାଚଳକୁ ପରିଚାଳନା କରାଯିବ।

Powered by Froala Editor

Tags Modi

Related articles Odisha News Lens 4.1

  • Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ଜାଣନ୍ତୁ  ପ୍ରତିଷ୍ଠାତାଙ୍କ ବିଷୟରେ...
    ଦେଶ-ଦେଶାନ୍ତର

    Zoho Mail ବ୍ୟବହାର କରୁଛନ୍ତି ଗୃହମନ୍ତ୍ରୀ, ଜାଣନ୍ତୁ ପ୍ରତିଷ୍ଠାତାଙ୍କ ବିଷୟରେ...

    14976
    Oct 08, 2025
  • ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ
    ଦେଶ-ଦେଶାନ୍ତର

    ଗିରଫ ହେଲେ କଫ୍‍ ସିରଫ୍‍ କମ୍ପାନୀ ମାଲିକ

    14958
    Oct 09, 2025
  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ
    ବିଶେଷ

    ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15428
    Oct 09, 2025
  • ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ
    ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14789
    Oct 09, 2025
  • ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍
    ଦେଶ-ଦେଶାନ୍ତର

    ନବି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ଭବ୍ୟ ଝଲକ୍

    14414
    Oct 08, 2025
  • ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ
    ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13733
    Oct 09, 2025
  • ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌
    ଦେଶ-ଦେଶାନ୍ତର

    ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

    13910
    Oct 08, 2025
  • ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ
    ଦେଶ-ଦେଶାନ୍ତର

    ନଭି ମୁମ୍ବଇ ଆନ୍ତର୍ଜାତିକ ବିମାନ ବନ୍ଦରର ଉଦଘାଟନ କଲେ ମୋଦୀ

    14195
    Oct 09, 2025
  •  ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....
    ବିଶେଷ

    ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

    13733
    Oct 09, 2025
  • ଦେଶ-ଦେଶାନ୍ତର

    ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

    13910
    Oct 08, 2025
  • ଦେଶ-ଦେଶାନ୍ତର

    ଏହି ଦୁଇଟି ଆସନରୁ ଲଢିବେ ତେଜସ୍ବୀ ଯାଦବ

    14789
    Oct 09, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16868
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17229
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15683
    Apr 03, 2021

ବିଶେଷ

  • ଏହି ବୟସରେ ମିହଳାମାନେ ହୋଇଥାନ୍ତି ଶକ୍ତିଶାଳୀ

    15428
    Oct 09, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14049
    Oct 08, 2025
  • ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ

    14229
    Oct 06, 2025
  • ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ହୋଇଥାଏ ଶୁଭ

    15267
    Oct 06, 2025

ବାଣିଜ୍ୟ

ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

ଭୁବନେଶ୍ୱର : ଭାରତୀୟମାନେ ସମୟ ପୂର୍ବରୁ ତ୍ୱଚାର ବୟସ ବୃଦ୍ଧି ଏବଂ ପରିବେଶଗତ ଚାପ ଠାରୁ ନେଇ ତ୍ୱଚାର ଅସମାନ ରଙ୍ଗ ଏବଂ ଗଠନ ବିଷୟ ଜନିତ ଚିନ୍ତାକୁ ନେଇ ଘାରି ହେଉଥିବାବେଳେ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ସମର୍ଥନ କରୁଥିବ ...

  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14260
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14058
    Sep 16, 2025
  • ଶସ୍ତା ହେଲା ସୁନା

    14388
    Sep 04, 2025
  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14957
    Sep 03, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଫାଟିଲା ୨୦୦ ସିଲିଣ୍ଡର, ତରଳିଗଲା ଟ୍ରକ୍‌

    13910
    Oct 08, 2025
  • ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

    14994
    Oct 08, 2025
  • ସବୁବେଳେ ମୁଣ୍ଡବିନ୍ଧା ହେଉଥିଲେ କରନ୍ତୁ ଏହା....

    13418
    Oct 09, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In