ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ, ୯ଏମ୍ଏମ୍ ଗୁଳି ବାହାରିଲା ପୀତବାସଙ୍କ ମେରୁଦଣ୍ଡରୁ

ବ୍ରହ୍ମପୁର: ବ୍ରହ୍ମପୁରରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡକୁ ନେଇ ଖୋଳତାଡ ଜାରି ରଖିଛି ପୁଲିସ । ହତ୍ୟାକାଣ୍ଡ ପଛରେ ସାର୍ପ ସୁଟର ଥିବା ସନ୍ଦେହ କରାଯାଉଛି । ପୀତବାସଙ୍କ ମେରୁଦଣ୍ଡରୁ ବାହାରିଥିଲା ୯ଏମ୍ଏମ୍ ଗୁଳି । ପୂର୍ବରୁ ଯୋଜନା ମୁତାବକ ସ୍ଥିତି ଉପରେ ନଜର ରଖି ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ଅନ୍ୟପଟେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ଆଜି ସାରା ରାଜ୍ୟରେ ଓକିଲମାନେ ପ୍ରତିବାଦ କରୁଛନ୍ତି ।
Powered by Froala Editor