ସେଲ୍ କାଟି ଦୁଇ କଏଦୀ ଫେରାର

କଟକ: କଟକ ଚୌଦ୍ୱାର ଜେଲରୁ ୨ଜଣ ହାର୍ଡକୋର କଏଦୀ ଚମ୍ପଟ୍ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜେଲର ସେଲ୍ କାଟି ଦୁଇ ଜଣ ଫେରାର ହୋଇଯାଇଛନ୍ତି । ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍ ଘଟଣାରେ ଏହି ଦୁଇ ଜଣ ଧରାପଡିଥିଲେ । ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ କରି ଲୁଟି ନେଇ ପଳାଇବାକୁ ପ୍ରୟାସ କରିଥିଲେ ।
Powered by Froala Editor