କଲକାତାରେ ପ୍ରବଳ ବର୍ଷା, ୫ ମୃତ

କଲକାତା : କଲକାତାରେ ସୋମବାର ବିଳମ୍ବିତ ରାତିରୁ ପ୍ରବଳରୁ ଅତି ପ୍ରବଳରୁ ବର୍ଷା ହୋଇଛି। ପାଣିରେ ବିଦ୍ୟୁତ୍ ଲାଗି ୫ ଜଣଙ୍କ ମୃତ୍ୟୁ ହୋଇଛି । ବର୍ଷାର ରେକର୍ଡ ୨୫୦ ମିଲିମିଟର ହୋଇଛି ।
୧୩୧୧୧ ୟୁପି ଇଜାରଦ୍ୱାରୀ ଏକ୍ସପ୍ରେସ ଓ ୧୩୧୭୭ ସିୟାଲଦହ ଜଙ୍ଗୀପୁର ଏକ୍ସପ୍ରେସକୁ ବାତିଲ କରାଯାଇଛି । ଦକ୍ଷିଣ ସିୟାଲଦହ ଖଣ୍ଡରେ ଟ୍ରେନର ପରିଚାଳନା ଧିମା ହୋଇଯାଇଛି । ରେଳ ଧାରଣା ଜଳମଗ୍ନ ହୋଇଛି ।
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
Powered by Froala Editor