Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ...

  • ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ...

  • ମାଓ ଦମନ ଅପରେସନ୍‌ରେ ବେଳେ ଆଇଇଡି ...

  • ତରଭୂଜରେ ଦିଆଯାଇଥିଲା କି ବିଷ !

  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ...

  • ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ...

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ...

  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

Home ›› ››ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

2025-09-14 20:15:14
14607
Share:
Facebook
Twitter
E-Mail
WhatsApp
Telegram
ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍‌ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଭାରସାମ୍ୟ ହରାଇ ନାଳକୁ ଖସିଗଲା କାର୍‌। ଏଥିରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡ଼ିଛି । ରବିବାର ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଜସ୍ଥାନର ଜୟପୁରର ଭାଟିକା ରିଙ୍ଗ ରୋଡରେ । ମୃତକ ହେଉଛନ୍ତି ରାମରାଜ ବୈଷ୍ଣବ, ପତ୍ନୀ ମଧୁ ଏବଂ ପୁଅ ରୁଦ୍ର ଓ ସମ୍ପର୍କୀୟ କାଲୁରାମ, ତାଙ୍କ ସ୍ତ୍ରୀ ସୀମା ଏବଂ ପୁଅ ରୋହିତ ଓ ଗଜରାଜ । ମୃତକମାନେ ଜୟପୁରର ଫୁଲିଆବାସ କେକ୍ରି ଏବଂ ଭାଟିକାର ବାସିନ୍ଦା ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଶିବଦାସପୁର ଅଞ୍ଚଳରୁ ଏକ ପରିବାର ଓ କିଛି ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ। ସେଠାରେ ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ଦ୍ରୁତ ଗତି ଯୋଗୁ କାରଟି ଡିଭାଇଡର ସହ ମାଡ଼ ହୋଇ ଅଣ୍ଡରପାସ ତଳକୁ ଖସିପଡ଼ିଥିଲା। ତଳେ ପାଣି ଥିବାରୁ ପୀଡ଼ିତ ମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ନିକଟ ଡାକ୍ତରଖାନା ଶବଗୃହରେ ରଖିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସ୍ଥାନୀୟ ଲୋକମାନେ ଦୁର୍ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି। 

Powered by Froala Editor

Tags car

Related articles Odisha News Lens 4.1

  • ବଢ଼ିବ ପେଟ୍ରୋଲ-ଡିଜେଲ ଦର
    ଦେଶ-ଦେଶାନ୍ତର

    ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13958
    May 02, 2026
  • ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି
    ଦେଶ-ଦେଶାନ୍ତର

    ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି

    15265
    May 02, 2026
  •  ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....
    ବିଶେଷ

    ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13470
    May 02, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13727
    May 01, 2026
  • ମାଓ ଦମନ ଅପରେସନ୍‌ରେ ବେଳେ ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର
    ଦେଶ-ଦେଶାନ୍ତର

    ମାଓ ଦମନ ଅପରେସନ୍‌ରେ ବେଳେ ଆଇଇଡି ବିସ୍ଫୋରଣ, ୩ ଯବାନ ଗୁରୁତର

    14472
    May 02, 2026
  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15403
    May 01, 2026
  • ତରଭୂଜରେ ଦିଆଯାଇଥିଲା କି ବିଷ !
    ଅପରାଧ

    ତରଭୂଜରେ ଦିଆଯାଇଥିଲା କି ବିଷ !

    14259
    May 02, 2026
  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା
    ଦେଶ-ଦେଶାନ୍ତର

    ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା

    15003
    May 02, 2026
  • ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପିଏମକେ ନେତା
    ଦେଶ-ଦେଶାନ୍ତର

    ଧୂମପାନମୁକ୍ତ ପିଢ଼ି ସୃଷ୍ଟି କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଲେ ପିଏମକେ ନେତା

    13526
    May 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’

    15512
    May 02, 2026
  • ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15403
    May 01, 2026
  • ଦେଶ-ଦେଶାନ୍ତର

    ପୁନଃ ମତଦାନବେଳେ ତୃଣମୂଳ କଂଗ୍ରେସ ଲୋକଙ୍କୁ ଭୟଭୀତ କରାଉଛି

    15265
    May 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17450
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17502
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17858
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16330
    Apr 03, 2021

ବିଶେଷ

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13470
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    13869
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14067
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16043
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15990
    Apr 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15370
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15104
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15600
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13911
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା

    15003
    May 02, 2026
  • ତରଭୂଜରେ ଦିଆଯାଇଥିଲା କି ବିଷ !

    14259
    May 02, 2026
  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13958
    May 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In