Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, May 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ...

  • ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ...

  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ...

  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ...

  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ ...

  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ...

  • ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ...

  • ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ...

  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଜଣେ ଟେକ୍ନିସିଆନ, ୬ ଜିଲ୍ଲାରେ ଚାକିରି

ଜଣେ ଟେକ୍ନିସିଆନ, ୬ ଜିଲ୍ଲାରେ ଚାକିରି

2025-09-06 20:11:38
15551
Share:
Facebook
Twitter
E-Mail
WhatsApp
Telegram
ଜଣେ ଟେକ୍ନିସିଆନ, ୬ ଜିଲ୍ଲାରେ ଚାକିରି

ଗୋଟିଏ ପରିଚୟପତ୍ର ସାହାଯ୍ୟରେ ଚାକିରି ଜାଲିଆତି କେମିତି ଚାଲିଛି, ତା’ର ବାସ୍ତବ ଚିତ୍ର ଆସିଛି ୟୁପିରୁ । ଜଣେ ବ୍ୟକ୍ତିଙ୍କ ନାଁ, ଜନ୍ମ ତାରିଖ, ଠିକଣା ସବୁ ସମାନ ଥାଇ ୬ ଜିଲ୍ଲାରେ ସରକାରୀ ଚାକିରି କରୁଥିବା ଜଣାପଡିଛି । ଘଟଣାଟି ମାମଲା ଫର୍ରୁଖାବାଦ ଜନପଦର ସ୍ୱାସ୍ଥ୍ୟ ବିଭାଗର । ୯ ବର୍ଷ ହେଲା ଏକ୍ସ-ରେ ଟେକ୍ନିସିଆନ୍ ପଦରେ ଅର୍ପିତ ସିଂହଙ୍କ ନାଁ ଥିଲା । ସେ ପ୍ରତି ମାସରେ ୬ଟି ଜିଲ୍ଲାରୁ ଳକ୍ଷାଧିକ ଟଙ୍କାର ବେତନ ମଧ୍ୟ ପାଉଥିଲେ । କିନ୍ତୁ ମାନବ ସଂସାଧନ ପୋର୍ଟାଲରେ ତାଙ୍କ ନାଁ ପଞ୍ଜୀକୃତ ହେବାରୁ ରହସ୍ୟ ଉପରୁ ପରଦା ଉଠିଛି ।

ଅର୍ପିତ ସିଂହ ପ୍ରତି ମାସ ୬୯,୫୯୫ ଟଙ୍କା ଦରମା ନେଉଥିଲେ । ଗୋଟିଏ ବର୍ଷରେ ସେ ୮,୩୫,୧୪୦ ଟଙ୍କା ଦରମା ନେଇଛନ୍ତି । ସେହି ହିସାବରେ ୯ ବର୍ଷରେ କେବଳ ଗୋଟିଏ ଜିଲ୍ଲାରୁ ତାଙ୍କ ନାଁରେ ସରକାରଙ୍କୁ ୭୫,୧୬,୨୬୦ ଟଙ୍କା ଚୂନ ଲଗାଯାଇଛି । ଯଦି ୬ ଜିଲ୍ଲାରେ ଅର୍ପିତ ସିଂହଙ୍କ ଦରମାକୁ ଯୋଡ଼ାଯାଏ ତେବେ ହାରାହାରି ୪.୫ କୋଟି ଟଙ୍କା ବିଭାଗରୁ ଦରମା ଆକାରରେ ନେଇଛନ୍ତି ।

୨୦୧୬, ମେ’ରେ ସ୍ୱାସ୍ଥ୍ୟ ବିଭାଗ ଏକ୍ସ-ରେ ଟେକ୍ନିସିଆନ୍ ପଦବି ପୂରଣ କରିଥିଲା । ଏଥିରେ ମୋଟ୍ ୪୦୩ ପଦବି ପୂରଣ ହୋଇଥିଲା । ସମସ୍ତଙ୍କୁ ଅଲଗା ଅଲଗା ଜିଲ୍ଲାରେ ନିଯୁକ୍ତ କରାଯାଇଥିଲା । ପ୍ରାର୍ଥୀଙ୍କ ମଧ୍ୟରେ ଅର୍ପିତ ସିଂହଙ୍କ ନାଁ ମଧ୍ୟ ଥିଲା । ତାଙ୍କ ସିରିଏଲ ନମ୍ବର- ୮୦ ଏବଂ ପଞ୍ଜୀକରଣ ସଂଖ୍ୟା ୫୦୯୦୦୦୪୧୨୯୯ । ତାଙ୍କୁ ହାଥରସରେ ନିଯୁକ୍ତି ମିଳିଲା ଏବଂ ସେ ମୁରସାନରେ କାର୍ଯ୍ୟ କଲେ । ସ୍ୱାସ୍ଥ୍ୟ ବିଭାଗର ମାନବ ସମ୍ପଦ ପୋର୍ଟାଲରେ ପଞ୍ଜୀକରଣ ହେବା ପରେ ଆଶ୍ଚର୍ଯ୍ୟଚକିତ ମାମଲାର ଖୁଲାସା ହୋଇଛି । ନାଁ, ଠିକଣା, ସବୁ ସମାନ ଥାଇ ଅର୍ପିତ ସିଂହ ୬ ଜିଲ୍ଲା ଯଥା, ଫର୍ରୁଖାବାଦ,  ବାନ୍ଦା, ବଲରାମପୁର, ବଦାୟୁଁ, ରାମପୁର ଓ ଶାମଲୀରେ ଏକ ସମୟରେ ସରକାରୀ ପଦରେ ନିଯୁକ୍ତ ଥିଲେ ।

ମୁଖ୍ୟ ଚିକିତ୍ସା ଅଧିକାରୀ ଏ ମାମଲାରେ ଏକ ଯାଞ୍ଚ୍ ଟିମ୍ ଗଠନ କରିଛନ୍ତି । ଯାଞ୍ଚ୍ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦୀର୍ଘ ବର୍ଷ ଧରି ଜଣେ ବ୍ୟକ୍ତି ସରକାରୀ ବେତନର ଲାଭ କେମିତି ଉଠାଉଥିଲେ ତାକୁ ନେଇ ଯାଞ୍ଚ ଜରୁରୀ ।


Powered by Froala Editor

Tags job

Related articles Odisha News Lens 4.1

  • ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ଶାଶୁ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମୃତ୍ୟୁ ଘଟଣା: ଗିରଫ ହେଲେ ଶାଶୁ

    15589
    May 28, 2026
  • ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌
    ଦେଶ-ଦେଶାନ୍ତର

    ହରିୟାଣାର ଜିନ୍ଦ-ସୋନିପତ ସେକ୍ସନରେ ଚାଲିବ ଦେଶର ପ୍ରଥମ ହାଇଡ୍ରୋଜେନ୍‌ ଟ୍ରେନ୍‌

    13617
    May 28, 2026
  • ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା
    ଦେଶ-ଦେଶାନ୍ତର

    ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

    14122
    May 28, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ
    ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15424
    May 27, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14981
    May 27, 2026
  • ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ
    ଦେଶ-ଦେଶାନ୍ତର

    ଆଗୁଆ ଜାମିନ ଖାରଜ : ଗିରଫ ହୋଇପାରନ୍ତି ଗିରିବାଳା ସିଂହ

    15653
    May 28, 2026
  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା
    ମନୋରଞ୍ଜନ

    ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା

    14060
    May 28, 2026
  • ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ
    ଦେଶ-ଦେଶାନ୍ତର

    ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

    14599
    May 28, 2026
  • ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ଯୋଶେଫ ବିଜୟ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ଯୋଶେଫ ବିଜୟ

    14613
    May 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଖର୍ଚ୍ଚ କମାଇବା ପାଇଁ ଘରୋଇ ଉଡ଼ାଣ ବନ୍ଦ କଲା ଏୟାର ଇଣ୍ଡିଆ

    14599
    May 28, 2026
  • ଦେଶ-ଦେଶାନ୍ତର

    ମୋଦୀଙ୍କୁ ଭେଟିଲେ ମୁଖ୍ଯମନ୍ତ୍ରୀ ସି. ଯୋଶେଫ ବିଜୟ

    14613
    May 28, 2026
  • ଦେଶ-ଦେଶାନ୍ତର

    ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15424
    May 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16889
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17512
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17559
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17943
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15022
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14861
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15786
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15080
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14482
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15433
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15175
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15662
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13999
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯାଆଁଳା ଶିଶୁ ପୁତ୍ରଙ୍କ ମାଆ ହେଲେ ଦିବ୍ୟଙ୍କା

    14060
    May 28, 2026
  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

    15424
    May 27, 2026
  • ୭୦ କିଲୋମିଟର ବେଗରେ ପ୍ରବଳ ଝଡ଼ବର୍ଷା ସମ୍ଭାବନା

    14122
    May 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In