ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆଜି ବସିବ ଗୋଲ୍ ଟେବୁଲ ବୈଠକ

ଭୁବନେଶ୍ୱର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାୟପୁରଠାରେ ଆଜି ଗୋଲ୍ ଟେବୁଲ ବୈଠକ ଅନୁଷ୍ଠିତ ହେବ। ବୈଠକ ପରେ ୨୯ ତାରିଖରେ ଛତିଶଗଡ଼ ସରକାରଙ୍କ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ। ଜଳ ମାନବ ଡ. ରାଜେନ୍ଦ୍ର ସିଂହ ବୈଠକରେ ଅଧ୍ୟକ୍ଷତା କରିବେ। ବାସୁଦେବ ଭଟ୍ଟ, ବିଜୟ ପ୍ରଧାନ, ସଚ୍ଚି ପ୍ରଧାନ, ଅଶୋକ ପ୍ରଧାନ, ଅର୍ଜୁନ ଚରଣ ସାମନ୍ତରାୟ ପ୍ରମୁଖ ଏହି ବୈଠକରେ ଯୋଗଦେବେ।
Powered by Froala Editor