Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତରଭୂଜରେ ଦିଆଯାଇଥିଲା କି ବିଷ !

  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ...

  • ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ...

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ...

  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ...

  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ...

  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ...

  • ଏପରି ନିଅନ୍ତୁ ନିଜର ଯତ୍ନ

  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼

ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼

2021-07-13 08:18:27
15576
Share:
Facebook
Twitter
E-Mail
WhatsApp
Telegram
ପୃଥିବୀ ଆଡ଼କୁ ମାଡ଼ିଆସୁଛି ସୌର ଝଡ଼


ୱାସିଂଟନ : ପୃଥିବୀ ଆଡ଼କୁ ସୌର ଝଡ଼ ମାଡ଼ିଆସୁଛି  । ଘଂଟା ପ୍ରତି ୧୬୦୯୩୪୪ କିମି ବେଗରେ ସୌରଝଡ଼ ପୃଥିବୀ ଆଡ଼କୁ ଆସୁଛି  । ୨୪ ଘଂଟା ମଧ୍ୟରେ ଏହା ପୃଥିବୀ ସହ ମାଡ଼ ହେବବୋଲି ଆମେରିକାର ବୈଜ୍ଞାନିକମାନେ ଆକଳନ କରିଛନ୍ତି  ।

ଏହି ସୌର ଝଡ଼ କାରଣରୁ ସାଟେଲାଇଟ ସିଗନାଲ ବାଧାପ୍ରାପ୍ତ ହେବ  । ଯାହାର ପ୍ରଭାବ ବିମାନ ଉଡାଣ, ରେଡ଼ିଓ, କମୁ୍ୟନିକେସନ ଓ ଜଳବାୟୂ ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି  । ସ୍ପେଶୱେଦର ଡଟ କମ ୱେବସାଇଟରେ ପ୍ରଦତ ସୂଚନା ଅନୁଯାୟୀ, ସୌରମଣ୍ଡଳରୁ ଜାତ ଏହି ଝଡ଼ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉପରେ ପ୍ରଭାବ ପକାଇବ  । ସେହିପରି ଉତର ଓ ଦକ୍ଷିଣ ଅକ୍ଷାଂଶରେ ରହୁଥିବା ଲୋକମାନେ ରାତିରେ ସୌରମଣ୍ଡଳର ଏକ ସୁନ୍ଦର ଦୃଶ୍ୟ ଅବଲୋକନ କରିପାରିବେ  । ବିଶେଶକରି ଧ୍ରୁବତାରା ଆହୁରି ଉଜ୍ଜ୍ୱଳମୟ ହେବବୋଲି ବୈଜ୍ଞାନିକମାନେ କହିଛନ୍ତି  । 

ବର୍ତମାନ ଏହା ଘଂଟା ପ୍ରତି ୧୬ ଲକ୍ଷ କିମି ବେଗରେ ଆସୁଥିବାବେଳେ ଏହାର ବେଗ ଆହୁରି ବି ବୃଦ୍ଧି ପାଇବ  । କିନ୍ତୁ ପରେପରେ ଯଦି ଆଉ କେଉଁ ସୌର ଝଡ଼ ମାଡ଼ିଆସେ ତେବେ ବିଜୁଳି ଯୋଗାଣ ବ୍ୟାହତ ହେବାର ଆଶଙ୍କା ରହିଛି  । ଏହାଛଡ଼ା ସୌର ଝଡ଼ ପ୍ରଭାବରେ ବାହାର ବାୟୂମଣ୍ଡଳ ପ୍ରବଳ ଉଷ୍ମ ହୋଇପଡ଼ିବ । ଯାହାକି ସାଟେଲାଇଟକୁ ହିଁ ପ୍ରଭାବିତ କରିବ  । ମୋବାଇଲ ଫୋନ ସିଗନାଲ, ଜିପିଏସ ନାଭିଗେସନ, ସାଟେଲାଇଟ ଟିଭି ପ୍ରଭାବିତ ହେବ  । ପାୱାର ଲାଇନ୍ସରେ ବିଜୁଳି ତୀବ୍ର ବେଗରେ ପ୍ରଭାବିତ ହେବାର ଥିବାରୁ ଟ୍ରାନ୍ସଫର୍ମର କ୍ଷତିଗ୍ରସ୍ତ ହେବ ବୋଲି ଆଶଙ୍କା କରାଯାଉଛି  । 

୧୯୮୯ରେ ବି ସୌର ଝଡ଼ ଆସିଥିଲା  । ଯାହାର ପ୍ରଭାବରେ କାନାଡ଼ାର କୁ୍ୟବକ ସହରରେ ୧୨ ଘଂଟା ପର୍ଯ୍ୟନ୍ତ ବିଜୁଳି ଚାଲିଯାଇଥିଲା  । ସେହିପରି ୧୮୫୯ରେ ଆସିଥିବା ଚର୍ଚ୍ଚିତ ସୌର ଝଡ଼ ଯୋଗୁଁ ୟୂରୋପ ଓ ଆମେରିକାରେ ଟେଲିଗ୍ରାଫ ନେଟୱାର୍କ ଧ୍ୱଂସ ପାଇଥିଲା  । 

Powered by Froala Editor

Tags Solar wind

Related articles Odisha News Lens 4.1

  •  ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!
    ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15335
    May 01, 2026
  • ବଢ଼ିବ ପେଟ୍ରୋଲ-ଡିଜେଲ ଦର
    ଦେଶ-ଦେଶାନ୍ତର

    ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13888
    May 02, 2026
  • ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି

    14488
    May 01, 2026
  • ତରଭୂଜରେ ଦିଆଯାଇଥିଲା କି ବିଷ !
    ଅପରାଧ

    ତରଭୂଜରେ ଦିଆଯାଇଥିଲା କି ବିଷ !

    14188
    May 02, 2026
  • ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ
    ଦେଶ-ଦେଶାନ୍ତର

    ପବନ ଖେଡାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି, ମିଳିଲା ଆଗୁଆ ଜାମିନ

    13659
    May 01, 2026
  • କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ
    ଦେଶ-ଦେଶାନ୍ତର

    କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପ୍ରସଙ୍ଗରେ ଏହା କହିଲେ ଖଡ୍‌ଗେ

    15789
    Apr 30, 2026
  • ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା
    ଦେଶ-ଦେଶାନ୍ତର

    ଆଶ୍ଵସ୍ତି ଦେବ କାଳବୈଶାଖୀ : ମେ’ରେ ଅଧିକ ବର୍ଷା

    14934
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ
    ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13801
    May 01, 2026
  •  ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....
    ବିଶେଷ

    ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13401
    May 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15335
    May 01, 2026
  • ବିଶେଷ

    ଏପରି ନିଅନ୍ତୁ ନିଜର ଯତ୍ନ

    13801
    May 01, 2026
  • ଦେଶ-ଦେଶାନ୍ତର

    ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’

    15443
    May 02, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17450
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17502
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17858
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16330
    Apr 03, 2021

ବିଶେଷ

  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13401
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    13801
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14000
    Apr 30, 2026
  • ଶରୀରରେ ଇନ୍‌ସୁଲିନ୍‌କୁ ନିୟନ୍ତ୍ରଣରେ ରଖେ ହଳଦୀ

    16036
    Apr 28, 2026
  • ଅତ୍ୟଧିକ ପାଣି ପିଇଲେ ହୋଇଥାଏ ଏହି ଅସୁବିଧା

    15982
    Apr 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15370
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15104
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15600
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13911
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଢ଼ିବ ପେଟ୍ରୋଲ-ଡିଜେଲ ଦର

    13888
    May 02, 2026
  • ଜବଲପୁର ଡଙ୍ଗା ବୁଡ଼ି ଘଟଣା: ଶେଷ ନିଶ୍ୱାସ ଯାଏ ପୁଅକୁ ଛାତିରେ ଜାବୁଡ଼ି ଧରିଲା ମା’

    15443
    May 02, 2026
  • ଡୋନାଲ୍ଡ ଟ୍ରମ୍ପ ପାଇବେ ନୋବେଲ ଶାନ୍ତି ପୁରସ୍କାର!

    15335
    May 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In