ସୁରକ୍ଷାବାହିନୀଙ୍କୁ ବଡ ସଫଳତା, ୧୮ହଜାର ଡେଟୋନେଟର ଜବତ

ଭୁବନେଶ୍ବର: ସୁନ୍ଦରଗଡ କୋଇଡା ଟଣ୍ଟୋ ଥାନା ହୁସିପି ଗାଁ ନିକଟରେ ୧୮ହଜାର ଡେଟୋନେଟର ଜବତ କରିଛନ୍ତି ସୁରକ୍ଷାବାହିନୀ । ଝାଡଖଣ୍ଡ ଜାଗୁଆର୍ ଓ ସିଆରପିଏଫ୍ ୬୦ବାଟାଲିୟନର ମିଳିତ ଅପରେସନ ବେଳେ ସୁରକ୍ଷାବାହିନୀଙ୍କୁ ଏହି ବଡ ସଫଳତା ମିଳିଛି ।
Powered by Froala Editor