ଆରମ୍ଭ ହେଲା ଏସ୍ଆଇଟି ବୈଠକ

କଟକ: କଟକରେ କଳାଟଙ୍କା ସମ୍ପର୍କିତ ଏସ୍ଆଇଟି ବୈଠକ ଆରମ୍ଭ ହୋଇଛି । ଜଷ୍ଟିସ୍ ଅରିଜିତ ପଶାୟତଙ୍କ କଟକ ବାସଭବନରେ ବସିଥିବା ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ବୈଠକରେ ନିଶା କାରବାର ଓ ଅନଲାଇନ୍ ଠକେଇ ପ୍ରସଙ୍ଗରେ ଆଲୋଚନା ହେଉଥିବା ସୂଚନା ମିଳିଛି ।
Powered by Froala Editor