ସୁନା ଦରରେ ସାମାନ୍ୟ ହ୍ରାସ, କେତେ ଜାଣନ୍ତୁ...

ଭୁବନେଶ୍ୱର : ଲକ୍ଷେ ଟଙ୍କା ପାର୍ ହୋଇ ସାରିଛି ସୁନା ଦର । ଜୁନ୍ ୧୬ ଅର୍ଥାତ୍ ସୋମବାର ସୁନା ଦରରେ ସାମାନ୍ୟ ହ୍ରାସ ହୋଇଛି ।
୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୧,୦୧,୫୧୦ଟଙ୍କାରେ ପହଞ୍ଚିଛି । ଗତକାଲି ଏହା ୧,୦୧,୬୮୦ ଟଙ୍କା ଥିଲା । ଏଥିରେ ୧୭୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୦୫୦ ଟଙ୍କା ରହିଛି । ଗତକାଲି ଏହା ୯୩,୨୦୦ ଟଙ୍କା ଥିଲା । ଏଥିରେ ୧୫୦ ଟଙ୍କା ହ୍ରାସ ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୬,୧୪୦ ଟଙ୍କା ରହିଛି । ଗତକାଲି ଏହା ୭୬,୨୬୦ ଟଙ୍କା ଥିଲା । ଏଥିରେ ୧୨୦ ଟଙ୍କା ହ୍ରାସ ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ହ୍ରାସ ପାଇଛି । ୧୦୦ ଗ୍ରାମ୍ ରୁପା ଦର ୧୧,୯୯୦ ଟଙ୍କା ରହିଛି । ଗତକାଲି ଏହା ୧୨,୦୦୦ ଟଙ୍କା ଥିଲା । ଏଥିରେ ୧୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor