Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ...

  • ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ...

  • ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ...

  • ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ...

  • "ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍

  • ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

  • ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ...

  • ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ...

  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ...

Home ›› ››ଆଇଫୋନରେ ଚାଲିବ ନାହିଁ YouTube

ଆଇଫୋନରେ ଚାଲିବ ନାହିଁ YouTube

2025-06-05 20:03:47
15957
Share:
Facebook
Twitter
E-Mail
WhatsApp
Telegram
ଆଇଫୋନରେ ଚାଲିବ ନାହିଁ YouTube

iPhone ରେ ଆଉ ଚଲାଇପାରିବେ ନାହିଁ ୟୁଟ୍ୟୁବ୍ । ଯଦି ଆପଣଙ୍କର iPhone କିମ୍ବା iPad ଅଛି ଏବଂ ଆପଣ YouTube ରେ ଭିଡିଓ ଷ୍ଟ୍ରିମ୍ କରନ୍ତି, ତେବେ ଆପଣଙ୍କ ପାଇଁ କିଛି ଉପଯୋଗୀ ଖବର ଅଛି । YouTube ଏକ ନୂତନ ଅପଡେଟ୍ ଆଣିଛି,  ଯାହା ଦ୍ୱାରା କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି। 

YouTube ଆପ୍‌ ଏକ ନୂତନ ସଂସ୍କରଣ ଆରମ୍ଭ କରିଛି। ଏହି ନୂତନ ସଂସ୍କରଣ ଯୋଗୁଁ, ପୁରୁଣା iPhone ଏବଂ iPad ଚଲାଉଥିବା ୟୁଜର୍ସ YouTube ଆପର ସମର୍ଥନ ବନ୍ଦ କରିଦିଆଯାଇଛି ।  ଯାହାଫଳରେ  iOS 16 ଏବଂ ତା’ପର ମଡେଲଗୁଡ଼ିକରେ ଏହା ଚାଲିବ କିନ୍ତୁ  iOS 15 ଥିବା ଆଇଫୋନରେ ଏହା ଚାଲିବ ନାହିଁ ।

YouTubeର ନୂତନ ଅପଡେଟ୍ ପରେ, ଆଇଫୋନ୍ 6s, ଆଇଫୋନ୍ ୭ ପ୍ଲସ୍, ଆଇଫୋନ୍ ୭, ଆଇପଡ୍ ଟଚ୍ , iPhone SE , ଆଇପ୍ୟାଡ୍ ମିନି ୪, ଆଇପ୍ୟାଡ୍ ଏୟାର୍ ୨ ଆଦିରେ ମଡେଲଗୁଡ଼ିକରେ YouTube ସମର୍ଥନ କରିବ ନାହିଁ। କିନ୍ତୁ ବ୍ୟବହାରକାରୀମାନେ ବ୍ରାଉଜର ମାଧ୍ୟମରେ YouTube ଆକ୍ସେସ୍ କରିପାରିବେ। ଯଦି ବ୍ରାଉଜର ମାଧ୍ୟମରେ YouTube ବ୍ୟବହାର କରାଯାଏ, ତେବେ ଆପଣ ଆପ୍‌ରେ ଉପଲବ୍ଧ ସୁବିଧା ଯେପରିକି  ନେଭିଗେସନ୍, ଅଫଲାଇନ୍ ସପୋର୍ଟ ଏବଂ ଭିଡିଓ ଷ୍ଟ୍ରିମିଂ ଟୁଲ୍ସ ଇତ୍ୟାଦିର ଲାଭ ଉଠାଇପାରିବେ ନାହିଁ।

Powered by Froala Editor

Tags youtube

Related articles Odisha News Lens 4.1

  •  ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ
    ବିଶେଷ

    ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15094
    Mar 18, 2026
  • କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...
    ଦେଶ-ଦେଶାନ୍ତର

    କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ‘ୱାର୍କସ ପାର୍ଟି ଅଫ୍‌ କୋରିଆ’କୁ ମିଳିଲା ୯୯.୯୩ ପ୍ରତିଶତ ...

    15505
    Mar 19, 2026
  • ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ
    ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ

    13672
    Mar 19, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ
    ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14996
    Mar 19, 2026
  •  ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ଫେସବୁକ୍ ଆଣିଲା ଖୁସି ଖବର, ଜାଣନ୍ତୁ କ’ଣ?

    13478
    Mar 19, 2026
  • ମନୋରଞ୍ଜନ

    "ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍

    14980
    Mar 19, 2026
  • ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ଏସିଡ୍ ମାଡ
    ଦେଶ-ଦେଶାନ୍ତର

    ସ୍କୁଲ୍‌ରୁ ଫେରିବା ବେଳେ ଛୋଟ ଝିଅକୁ ଏସିଡ୍ ମାଡ

    14674
    Mar 19, 2026
  • ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି
    ଦେଶ-ଦେଶାନ୍ତର

    ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

    13573
    Mar 19, 2026
  • ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ଏମିତି ଠକେଇ
    ଦେଶ-ଦେଶାନ୍ତର

    ଏଲପିଜି ଗ୍ୟାସ୍ ବୁକିଂ ନାଁରେ ହେଉଛି ଏମିତି ଠକେଇ

    13773
    Mar 19, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14996
    Mar 19, 2026
  • ଦେଶ-ଦେଶାନ୍ତର

    ଯୁଦ୍ଧ ଯୋଗୁ ଇଲାଷ୍ଟିକ ଗାର୍ମେଣ୍ଟ ଉତ୍ପାଦନ କମିବ

    13672
    Mar 19, 2026
  • ଦେଶ-ଦେଶାନ୍ତର

    ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

    13573
    Mar 19, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17377
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17440
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17789
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16258
    Apr 03, 2021

ବିଶେଷ

  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    14996
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15094
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14111
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14007
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14276
    Mar 14, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15687
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15150
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14997
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14510
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଅ-ବୋହୂ ଭୁଲିଗଲେ ମାନବିକତା, ବାପାଙ୍କୁ ପାର୍ସଲ

    13641
    Mar 19, 2026
  • ଗୁଜରାଟରେ ସୁରକ୍ଷିତ ପହଞ୍ଚିଲା ଜଗ ଲଡ୍‌କି

    13573
    Mar 19, 2026
  • "ସର୍କେ ଚୁନର୍ ତେରୀ ସର୍କେ' ଗୀତ ବ୍ୟାନ୍

    14980
    Mar 19, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In