Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ...

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ...

  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ...

  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ ...

  • ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

  • LPG ସଙ୍କଟ : ୮୮ ଲକ୍ଷ ବୁକିଂ

  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

  • ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ...

  • ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...

Home ›› ››ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଦାୟିତ୍ବ

ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଦାୟିତ୍ବ

2025-06-02 10:55:15
13371
Share:
Facebook
Twitter
E-Mail
WhatsApp
Telegram
ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ ଦାୟିତ୍ବ

ଭୁବନେଶ୍ବର: କୌଣସି ସ୍ଥାନରେ ବାଲ୍ୟ ବିବାହ ହେଲେ ସମ୍ପୃକ୍ତ ଅଞ୍ଚଳରେ ଥିବା ବିଦ୍ୟାଳୟର ପ୍ରଧାନଶିକ୍ଷକ କିମ୍ବା ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ପ୍ରଦାନ କରିବେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ବାଲ୍ୟବିବାହ ସୂଚନା ଅଧିକାରୀ (ସିଏମ୍‌ଆଇଓ) ଭାବେ ଦାୟିତ୍ବ ମିଳିଛି। ଯେକୌଣସି ବାଲ୍ୟବିବାହ ହେଲେ ସେମାନେ ସମ୍ପୃକ୍ତ ଅଞ୍ଚଳର ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କୁ ଏ ସମ୍ପର୍କରେ ଅବଗତ କରିବେ। ସିଡିପିଓମାନେ ବାଲ୍ୟ ବିବାହ ନିବାରଣ ଅଧିକାରୀ (ସିଏମ୍‌ପିଓ) ଭାବେ ପୂର୍ବରୁ ଦାୟିତ୍ବ ତୁଲାଇ ଆସୁଛନ୍ତି। ବିଦ୍ୟାଳୟ ପ୍ରଧାନଶିକ୍ଷକ ଓ ଅଧ୍ୟକ୍ଷଙ୍କୁ ସିଏମ୍‌ଆଇଓ ଭାବେ ଡେଜିଗ୍‌ନେଟ୍‌ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦେଶକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶକ, ମାଧ୍ୟମିକ ଶିକ୍ଷା ନିର୍ଦେଶକ ଏବଂ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି।
ସୂଚନା ଅନୁସାରେ, ରାଜ୍ୟରେ ମହିଳା ସୁରକ୍ଷା ସୁଦୃଢ଼ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ବାଲ୍ୟ ବିବାହ ରୋକିବାକୁ ଗୁରୁତ୍ବ ଦିଆଯାଇଛି। ବିଶେଷକରି ଛାତ୍ରୀମାନେ ଅଧାରୁ ପାଠ ଛାଡ଼ି ବିବାହ କରୁଥିବା ନଜିର ରହିଛି। ଆର୍ଥିକ ସ୍ଥିତି ହେଉ କିମ୍ବା ଅନ୍ୟ କୌଣସି କାରଣରୁ ପରିବାର ଲୋକେ କମ୍‌ ବୟସରେ ବିବାହ କରାଇ ଦେଉଛନ୍ତି। ଏହାଦ୍ବାରା ବିଦ୍ୟାଳୟରେ ଡ୍ରପ୍‌ ଆଉଟ୍‌ ସଂଖ୍ୟା ବଢ଼ୁଛି। ଦେଶରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବିଲୋପ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଥିଲେ। ପୂର୍ବରୁ ବାଲ୍ୟ ବିବାହ ପାଇଁ କେହି ଉତ୍ତରଦାୟୀ ହେଉନଥିବାବେଳେ ପଞ୍ଚାୟତ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ, ପୁଲିସ ଏବଂ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟାଳୟରେ ବାଲ୍ୟ ବିବାହ ବିରୋଧରେ ସଚେତନତାକୁ ଗୁରୁତ୍ବ ଦେଇଛି ଗଣଶିକ୍ଷା ବିଭାଗ। ବିଦ୍ୟାଳୟକୁ ଆସୁଥିବା ଅଭିଭାବକ ଏବଂ ପରିଦର୍ଶକଙ୍କ ମଧ୍ୟରେ ସଚେତନତା ଲାଗି ବିଭିନ୍ନ ହେଲ୍ପଲାଇନ୍‌ ନମ୍ବର କାନ୍ଥରେ ପେଣ୍ଟିଂ କରାଯିବ। ମହିଳା ହେଲ୍ପଲାଇନ-୧୮୧, ଶିଶୁ ହେଲ୍ପଲାଇନ-୧୦୯୮, ପୁଲିସ ହେଲ୍ପଲାଇନ (ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ)-୧୧୨ ଏବଂ ସୁଭଦ୍ରା ହେଲ୍ପଲାଇନ-୧୪୬୭୮ ଆଦି ବିଦ୍ୟାଳୟ ପ୍ରମୁଖ ସ୍ଥାନରେ ପ୍ରଦର୍ଶିତ ହେବ।

Powered by Froala Editor

Tags Child marriage

Related articles Odisha News Lens 4.1

  • ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ
    ଦେଶ-ଦେଶାନ୍ତର

    ବନ୍ଧୁତାର ହାତ : ଦୁଇ ଏଲ୍‌ପିଜି ଟ୍ୟାଙ୍କରକୁ ସୁରକ୍ଷିତ ଛାଡ଼ିଲା ଇରାନ

    14729
    Mar 14, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର
    ବିଶେଷ

    ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13603
    Mar 15, 2026
  • ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

    14978
    Mar 15, 2026
  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା
    ଦେଶ-ଦେଶାନ୍ତର

    ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13665
    Mar 15, 2026
  • ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...
    ମନୋରଞ୍ଜନ

    ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...

    13967
    Mar 14, 2026
  • LPG ସଙ୍କଟ : ୮୮ ଲକ୍ଷ ବୁକିଂ
    ଦେଶ-ଦେଶାନ୍ତର

    LPG ସଙ୍କଟ : ୮୮ ଲକ୍ଷ ବୁକିଂ

    14301
    Mar 15, 2026
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ
    ଦେଶ-ଦେଶାନ୍ତର

    ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14539
    Mar 16, 2026
  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ
    ମନୋରଞ୍ଜନ

    ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14623
    Mar 15, 2026
  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...
    ଦେଶ-ଦେଶାନ୍ତର

    ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...

    13633
    Mar 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

    14978
    Mar 15, 2026
  • ଦେଶ-ଦେଶାନ୍ତର

    ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13665
    Mar 15, 2026
  • ଦେଶ-ଦେଶାନ୍ତର

    LPG ସଙ୍କଟ : ୮୮ ଲକ୍ଷ ବୁକିଂ

    14301
    Mar 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17372
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17436
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17782
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16254
    Apr 03, 2021

ବିଶେଷ

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13603
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14128
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13934
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14504
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15119
    Mar 08, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15681
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15143
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14992
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14503
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14623
    Mar 15, 2026
  • ଗର୍ଭବତୀ ଖବର ପରେ ଏମିତି କହିଲେ ନୀନା...

    13967
    Mar 14, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13603
    Mar 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In