ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବିଭୀଷିକା ମଧ୍ୟରେ କେତେବେଳେ ସୁନା ଏବଂ ରୂପା ଦର ବୃଦ୍ଧି ଘଟୁଛି। ତ କେତେବେଳେ ହ୍ରାସ ଘଟୁଛି। ଗତକାଲି ଉଭୟ ଦର କମିଥିବାବେଳେ ଆଜି ଅପରିବର୍ତ୍ତିତ ରହିଛି। ଆଜି ରାଜଧାନୀ ଭୁବନେଶ୍ଵରରେ ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧ ଲକ୍ଷ ୫୯ ହଜାର ୬୬୦ ଟଙ୍କା ରହିଛି। ଗତକାଲି ମଧ୍ୟଦର ସମାନ ରହିଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ମୂଲ୍ୟ ମଧ୍ୟ ସମାନ ରହିଛି।
ଅନ୍ୟପଟେ ରୂପା ଦର ମଧ୍ୟ ସ୍ଥିର ରହିଛି। ଆଜି ଭୁବନେଶ୍ବରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୮୦ ହଜାର ଟଙ୍କା ହୋଇଛି।
Powered by Froala Editor