Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ...

  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

  • ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ...

  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ...

  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ...

  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ...

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

2025-05-31 19:38:37
15034
Share:
Facebook
Twitter
E-Mail
WhatsApp
Telegram
ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

ଥାଇଲାଣ୍ଡର ଓପଲ ସୁଚତା ଚୁଆଙ୍ଗଶ୍ରୀ ପ୍ରାୟ ୧୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ୨୦୧୫ର ବିଶ୍ଵ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ହାଇଦ୍ରାବାଦର ହିଟେକ୍ସ କନଭେନସନ ସେଣ୍ଟରରେ ଆୟୋଜିତ ଗ୍ରାଣ୍ଡ ଫିନାଲେ ପର୍ଯ୍ୟାୟରେ ଓପଲ ମିସ୍‌ ଓ୍ବାର୍ଲ୍ଡ ୨୦୨୫ ଟାଇଟଲ ହାତେଇବାରେ ସଫଳ ହୋଇଛନ୍ତି। ଭାରତର ନନ୍ଦିନୀ ଗୁପ୍ତା ଟାଇଟଲ ଆଶାୟୀ ରହିଥିଲେ। ହେଲେ ଚୂଡ଼ାନ୍ତ ୮ରୁ ସେ ବାହାର ହୋଇଯାଇଥିଲେ।

୨୦୨୪ ମସିହାର ମିସ୍ ୱାର୍ଲ୍ଡ ବିଜେତା କ୍ରିଷ୍ଟିନା ପିସ୍କୋଭା ଓପଲ ସୁଚତାଙ୍କୁ ମୁକୁଟ ପିନ୍ଧାଇଥିଲେ। କ୍ରିଷ୍ଟିନା ପିସ୍କୋଭା ଚେକ୍ ଗଣରାଜ୍ୟର। ସେ ଗତ ବର୍ଷ ଏହି ମୁକୁଟ ଜିତିଥିଲେ, ଯାହାକୁ ଏବର୍ଷ ଓପଲ ସୁଚତା ଜିତିଛନ୍ତି। ସୁନ୍ଦର ମୁକୁଟ ସହିତ, ଓପଲ ମଧ୍ୟ ୧ ମିଲିୟନ ଡଲାର ଅର୍ଥାତ୍ ପ୍ରାୟ ୮.୫ କୋଟି ଟଙ୍କା ଭାରତୀୟ ଟଙ୍କା ଜିତିଛନ୍ତି। ଏହି ରାଶି ବିଜେତାଙ୍କୁ ମିସ୍ ୱାର୍ଲ୍ଡ ସଂଗଠନ ଏବଂ ଏହାର ଅଂଶୀଦାରମାନେ ପୁରସ୍କାର ରାଶି ଭାବରେ ପ୍ରଦାନ କରନ୍ତି।

ସୁଚାତା ଚୁଆଙ୍ଗ୍ ୨୦୦୩ ସେପ୍ଟେମ୍ବର ୨୦ରେ ଥାଇଲାଣ୍ଡରେ ଜନ୍ମଗ୍ରହଣ କରିଛନ୍ତି। ସେ ଥାଇଲାଣ୍ଡର ଜଣେ ପ୍ରସିଦ୍ଧ ମଡେଲ ସାଙ୍ଗକୁ ଥାଇ ବ୍ୟୁଟି ପିଜାଣ୍ଟ ଟାଇଟଲ ହାସଲ କରିଛନ୍ତି। ମିସ୍‌ ଓ୍ବାର୍ଲ୍ଡ ଟାଇଟଲ ହାସଲ କରିବାରେ ସୁଚାତା ହେଉଛନ୍ତି ଥାଇଲାଣ୍ଡର ପ୍ରଥମ ମହିଳା। ଏହା ପୂର୍ବରୁ‌ ସେ ମିସ୍ ୟୁନିଭର୍ସ ଥାଇଲାଣ୍ଡ ୨୦୨୪ ଟାଇଟଲ ଜିତିଥିଲେ। ଏହାବ୍ୟତୀତ ସେ ୨୦୨୪ ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୩ୟ ରନର୍ସଅପ ରହିଥିଲେ। ସୁଚାତା ଜଣେ ବ୍ୟବସାୟୀ ପରିବାରରୁ ଆସିଛନ୍ତି। ରାଜନୀତି(ପଲିଟିକ୍ସ) ଏବଂ ଇଣ୍ଟରନ୍ୟାସନାଲ ରିଲେସନ୍ସରେ ସେ ଡିଗ୍ରୀ ହାସଲ କରିଛନ୍ତି।

ଅନ୍ୟପଟେ ୨୧ ବର୍ଷୀୟା ଭାରତୀୟ ଯୁବତୀ ନନ୍ଦିନୀ ଗୁପ୍ତା ଚଳିତ ମିସ୍ ଓ୍ବାର୍ଲ୍ହ ପ୍ରତିଯୋଗିତା ଟାଇଟଲ ପାଇଁ ଦାବିଦାର ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଚୂଡ଼ାନ୍ତ ୮ରୁ ବାଦ୍‌ ପଡ଼ିତିଲେ। ରାଜସ୍ଥାନର କୋଟା ସହର ନିବାସୀ ନନ୍ଦିନୀ ୨୦୨୩ରେ ଫେମିନା ମିସ୍‌ ଇଣ୍ଡିଆ ଓ୍ବାର୍ଲ୍ଡ ଟାଇଟଲ ହାତେଇଥିଲେ।

ଭାରତ ଏଥର ଏହି ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି କାର୍ଯ୍ୟକ୍ରମ ୭ ମଇରେ ହାଇଦ୍ରାବାଦର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଆରମ୍ଭ ହୋଇଥିଲା। ପ୍ରାୟ ୨୪ ଦିନ ପରେ, ଏହା ୩୧ ମଇରେ ସମାପ୍ତ ହୋଇଥିଲା ।


Powered by Froala Editor

Tags suchata

Related articles Odisha News Lens 4.1

  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ
    ଦେଶ-ଦେଶାନ୍ତର

    ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ

    15021
    Mar 22, 2026
  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?

    14012
    Mar 21, 2026
  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ
    ଦେଶ-ଦେଶାନ୍ତର

    ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14064
    Mar 22, 2026
  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ
    ଦେଶ-ଦେଶାନ୍ତର

    ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    14161
    Mar 21, 2026
  • ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ
    ଦେଶ-ଦେଶାନ୍ତର

    ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    15288
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି
    ବାଣିଜ୍ୟ

    ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15186
    Mar 22, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା
    ବାଣିଜ୍ୟ

    ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14671
    Mar 22, 2026
  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର
    ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13358
    Mar 22, 2026
  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    14996
    Mar 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    15288
    Mar 22, 2026
  • ଦେଶ-ଦେଶାନ୍ତର

    ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14064
    Mar 22, 2026
  • ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13358
    Mar 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17381
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17445
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17792
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16265
    Apr 03, 2021

ବିଶେଷ

  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13325
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14884
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15550
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15457
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14186
    Mar 17, 2026

ବାଣିଜ୍ୟ

ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ଶୁକ୍ରବାର ଦିନ ଶିଳ୍ପଭିତ୍ତିକ ଡିଜେଲ ଓ ପ୍ରିମିୟମ୍ ପେଟ୍ରୋଲ ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବିକ୍ରି ହେଉଥିବା ବଲ୍କ ଡିଜେଲ ଲିଟର ପିଛା ୨୧.୯୨ ଟଙ୍କା (ପ୍ରାୟ ୨୫% ...

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15186
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13786
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14260
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15696
    Feb 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14064
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15186
    Mar 22, 2026
  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?

    14012
    Mar 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In