ବଢିବାରେ ଲାଗିଛି ସୁନା ଦର, ଜାଣନ୍ତୁ କେତେ?

ଭୁବନେଶ୍ୱର : କିଛି ଦିନ ତଳେ ସୁନା ଦର ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଢିବାରେ ଲାଗିଛି ଦାମ୍ । ମେ’ ୨୨ ଅର୍ଥାତ୍ ଗୁରୁବାର ପୁଣି ବଢିଛି ସୁନା ଦାମ୍ ।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୭,୯୧୦ ଟଙ୍କା ରହିଛି । ଗତକାଲି ଏହା ୯୭,୪୨୦ ଟଙ୍କା ଥିଲା । ଏଥିରେ ୪୯୦ ଟଙ୍କା ବୃଦ୍ଧି ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୯,୭୫୦ ଟଙ୍କା ରହିଛି । ଗତକାଲି ଏହା ୮୯,୩୦୦ ଥିଲା । ଏଥିରେ ୪୫୦ ଟଙ୍କା ବୃଦ୍ଧି ହୋଇଛି ।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୪୪୦ ଟଙ୍କା ରହିଛି । ଗତକାଲି ଏହା ୭୩,୦୭୦ ଟଙ୍କା ଥିଲା । ଏଥିରେ ୩୭୦ ଟଙ୍କା ବୃଦ୍ଧି ହୋଇଛି ।
ସେହିପରି ରୁପା ଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୨୦୦ ରହିଛି । ଗତକାଲି ୧୧,୧୦୦ ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି ।
Powered by Froala Editor