Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, April 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

  • ଏହି ଦୁଇ କଲେଜକୁ ବୋମା ଧମକ

  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ...

  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ...

  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ...

  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ...

  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ...

  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

  • ଭାରତର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି ...

Home ›› ››ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

2025-05-16 06:56:03
14803
Share:
Facebook
Twitter
E-Mail
WhatsApp
Telegram
ଅସ୍ତ୍ରବିରତି ସମୟ ଆଉ ୪ଦିନ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତିର ସମୟକୁ ଆଉ ୪ଦିନ ବୃଦ୍ଧି କରାଯାଇଛି। ବୁଧବାର ଦୁଇ ଦେଶର ସାମରିକ ଅଧିକାରୀ (ଡିଜିଏମଓ)ସ୍ତରରେ ହୋଇଥିବା କଥାବାର୍ତ୍ତା ଅନୁଯାୟୀ ମେ ୧୮ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରାଯିବ। ମେ ୧୮ରେ ପୁନର୍ବାର ସାମରିକ ଅଧିକାରୀସ୍ତରରେ କଥାବାର୍ତ୍ତା ହୋଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଅସ୍ତ୍ରବିରତି ସମୟ ବୃଦ୍ଧି ହୋଇଥିବା ସମ୍ପର୍କରେ ଗୁରୁବାର ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଦୁଇଦେଶ ସୀମାରେ ସେମାନଙ୍କ ସୈନ୍ୟସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୧୦ ତାରିଖରେ ଦୁଇଦେଶର ଡିଜିଏମଓ (ସାମରିକ ଅଭିଯାନ ମହାନିର୍ଦେଶକ) ସ୍ତରରେ ପ୍ରଥମେ କଥାବାର୍ତ୍ତା ହୋଇଥିଲା। କଥାବାର୍ତ୍ତା କାଳରେ ଅସ୍ତ୍ରବିରତି ପାଳନ ପାଇଁ ଉଭୟଙ୍କ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିଲା। ଏହା ପରେ ମେ ୧୨ରେ ପୁନର୍ବାର କଥାବାର୍ତ୍ତା ହୋଇଥିଲା। ମେ ୧୨ କଥାବାର୍ତ୍ତା କାଳରେ ମେ ୧୪ ତାରିଖ ପର୍ଯ୍ୟନ୍ତ ଅସ୍ତ୍ରବିରତି ପାଳନ କରିବାକୁ ସମ୍ମତି ପ୍ରକାଶ ପାଇଥିଲା। ମେ ୧୪ରେ ପୁଣି ଥରେ ଡିଜିଏମଓ ସ୍ତରରେ କଥାବାର୍ତ୍ତା ହୋଇ ଅସ୍ତ୍ରବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ୍‌ ଦାର ପାକିସ୍ତାନ ସିନେଟ୍‌ରେ କହିଛନ୍ତି ଯେ, ବୁଧବାର ଅପରାହ୍ଣରେ ଦୁଇଦେଶର ଡିଜିଏମଓ ହଟ୍ ଲାଇନ ଯୋଗେ କଥାବାର୍ତ୍ତା କରିଥିଲେ। ମେ ୬ ଓ ୭ ତାରିଖ ରାତିରେ ଭାରତ ସେନା ପାକିସ୍ତାନର ମାଟିରେ ଅପରେସନ ସିନ୍ଦୂର ନାମରେ ସାମରିକ ଅଭିଯାନ କରିବା ପରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ଉତ୍ତେଜନା ସୃଷ୍ଟି ହୋଇଥିଲା। ୪ଦିନର ଯୁଦ୍ଧ ଉତ୍ତେଜନା ପରେ ମେ ୧୦ରେ ପ୍ରଥମ ଅସ୍ତ୍ରବିରତି ପାଳନ କରାଯାଇଥିଲା।

Powered by Froala Editor

Tags War

Related articles Odisha News Lens 4.1

  • ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର
    ଦେଶ-ଦେଶାନ୍ତର

    ସୁରକ୍ଷା ପାଇଁ ସୀମାରେ ଛଡା ହେବେ ବିଷାକ୍ତ ସାପ, ବିଛା ଓ କୁମ୍ଭୀର

    13457
    Apr 06, 2026
  • ଏହି ଦୁଇ କଲେଜକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଏହି ଦୁଇ କଲେଜକୁ ବୋମା ଧମକ

    15308
    Apr 06, 2026
  • ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’
    ମନୋରଞ୍ଜନ

    ଅନ୍ୟାୟ ବିରୁଦ୍ଧରେ ଆଧ୍ୟାତ୍ମିକ ଶକ୍ତିର ଅନନ୍ୟ କାହାଣୀ ’ପୁୟୋଦକମ୍’

    14975
    Apr 06, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ
    ବିଶେଷ

    ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15239
    Apr 06, 2026
  • ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ
    ଦେଶ-ଦେଶାନ୍ତର

    ରାଜ୍ୟସଭାରେ ଓଡ଼ିଶାର ୩ ସାଂସଦ ନେଲେ ଶପଥ

    14425
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ
    ଦେଶ-ଦେଶାନ୍ତର

    ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14046
    Apr 06, 2026
  • ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”
    ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15652
    Apr 06, 2026
  • ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ
    ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13932
    Apr 06, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ
    ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15176
    Apr 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରଶ୍ମିକାଙ୍କ ପୋଷ୍ଟ ଭାଇରାଲ : “ଏବେ, ଆମେ ତିନି ଜଣ”

    15652
    Apr 06, 2026
  • ମନୋରଞ୍ଜନ

    ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15176
    Apr 06, 2026
  • ମନୋରଞ୍ଜନ

    ନବକୋଠି ଶାଢ଼ିର ପ୍ରଶଂସାରେ ଶତମୁଖ ମାଧୁରୀ

    13932
    Apr 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17403
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17462
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17813
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16290
    Apr 03, 2021

ବିଶେଷ

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15239
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14088
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15451
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14659
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16058
    Mar 31, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15316
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15045
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15550
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13846
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15239
    Apr 06, 2026
  • ନାଟ୍ୟ ମଣ୍ଡପକୁ ଆସିବେ ମହାଭାରତର ଦୁର୍ଯ୍ୟୋଧନ

    15176
    Apr 06, 2026
  • ନେପାଳରେ ଶନିବାର ଓ ରବିବାର ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ

    14046
    Apr 06, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In