ଦୁଇଟି ଗାଡି ମୁହାଁମୁହିଁ ଧକ୍କା
କାମାକ୍ଷାନଗର: କାମାକ୍ଷାନଗର ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ମାଲପୁରା ଫ୍ଲାଏ ଓଭର ଉପରେ ବେପରୁଆ ଗାଡି ଚାଳନାରେ ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହୋଇଛି। ବାମରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ ସହିତ ବିପରୀତ ଦିଗରୁ ଏକ ହାଇୱା ଧକ୍କା ଦେବାରୁ ଗାଡି କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନାହାନ୍ତି।
Powered by Froala Editor