Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ...

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା

  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ...

  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ...

  • ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ...

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ...

  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ...

  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ...

  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ...

Home ›› ››ସମ୍ପର୍କରେ ସର୍ବଦା ମଧୁରତା ପାଇଁ ଏହା କରନ୍ତୁ

ସମ୍ପର୍କରେ ସର୍ବଦା ମଧୁରତା ପାଇଁ ଏହା କରନ୍ତୁ

2021-07-09 04:36:48
14445
Share:
Facebook
Twitter
E-Mail
WhatsApp
Telegram
ସମ୍ପର୍କରେ ସର୍ବଦା ମଧୁରତା ପାଇଁ ଏହା କରନ୍ତୁ

ବିବାହ ଏକ ପବିତ୍ର ବନ୍ଧନ। ଏହାକୁ ଜନ୍ମ ଜନ୍ମର ବନ୍ଧନ ମଧ୍ୟ କୁହାଯାଏ। ଏହି କାରଣରୁ ନବ ଦମ୍ପତି ନିଜ ସମ୍ପର୍କରେ ସର୍ବଦା ମଧୁରତା ରହିବା ପାଇଁ ଓ ସୁଦୃଢ ରହିବା ପାଇଁ କିଛି ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ

– ନବଦମ୍ପତି ନିଜ କକ୍ଷରେ କାଚର ପାତ୍ରରେ ଛୋଟ ଛୋଟ ଲାଲ ରଙ୍ଗର ମହମବତୀ ଲଗାନ୍ତୁ। ଏହାଦ୍ୱାରା ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
– ଶୟନ କକ୍ଷରେ ଏପରି ସ୍ଥାନରେ ଦର୍ପଣ ରଖନ୍ତୁ। ଯେପରି ଖଟର ପ୍ରତିବିମ୍ବ ଏଥିରେ ଦେଖାଯିବ ନାହିଁ।
– ପ୍ରତ୍ୟେକ ଶୁକ୍ରବାର ଅଥବା ପୂର୍ଣ୍ଣମା ଦିନ କକ୍ଷକୁ ନିଶ୍ଚୟ ଲୁଣ ପାଣିରେ ପୋଛନ୍ତୁ।
– ଖଟରେ ଯେଉଁପଟରୁ ମୁଣ୍ଡ କରି ଶୋଉଥିବେ , ସେହି ପଟ କାନ୍ଥରେ ଦମ୍ପତିଙ୍କ ନିଜର ଫଟୋ ଲଗାନ୍ତୁ।
– ସନ୍ତାନ ସୁଖ ପ୍ରାପ୍ତି ପାଇଁ ପ୍ରଭୁ କୃଷ୍ଣଙ୍କ ଫଟୋ ଲଗାଇ ପାରିବେ।
– ନବଦମ୍ପତି ନିଜ କକ୍ଷରେ କାଠରେ ନିର୍ମିତ ଫର୍ଣ୍ଣିଚର ହିଁ ରଖିବେ।
– ନିଜ କକ୍ଷକୁ ହାଲକା ରଙ୍ଗର ଜିନିଷରେ ସଜାଇବା ଉଚିତ।
– ମୁଖ୍ୟ ଦ୍ୱାର ଆଡକୁ ଗୋଡ଼ କରି ଶୋଇବା ଉଚିତ ନୁହେଁ।
– କକ୍ଷରେ ଭଙ୍ଗାତୁଟା ଅଥବା ଖରାପ ବୈଦ୍ୟୁତିକ ଉପକରଣ, ବନ୍ଦ ଘଣ୍ଟା ରଖିବା ଉଚିତ ନୁହେଁ।
– କକ୍ଷକୁ ସର୍ବଦା ସଫାସୁତୁରା ରଖନ୍ତୁ। ନଚେତ ଏହାର କୁପ୍ରଭାବ ସମ୍ପର୍କ ଉପରେ ମଧ୍ୟ ପଡିଥାଏ।
– ଶୟନ କକ୍ଷରେ ଜଳର ଚିତ୍ର ଲଗାନ୍ତୁ ନାହିଁ।
– ଶନିବାର ଦିନ ହିଁ ଅଟା କିଣନ୍ତୁ କିମ୍ବା ପେଷାନ୍ତୁ।

Powered by Froala Editor

Tags Marriage life

Related articles Odisha News Lens 4.1

  • ୫୨ ବର୍ଷରେ ପାଦ ଥାପିଲେ ବିଜୟ
    ଦେଶ-ଦେଶାନ୍ତର

    ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15337
    Jun 22, 2026
  • ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
    ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    14792
    Jun 22, 2026
  • ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ
    ଦେଶ-ଦେଶାନ୍ତର

    ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14851
    Jun 22, 2026
  • ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...
    ଦେଶ-ଦେଶାନ୍ତର

    ଅପରାଧୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କଡ଼ା ଚେତାବନୀ: ଝିଅମାନଙ୍କୁ ଦୁର୍ବ୍ୟବହାର ...

    14599
    Jun 22, 2026
  • ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା
    ଦେଶ-ଦେଶାନ୍ତର

    ଦେଶର ୫୫୧ ସହର ଓ ବିଦେଶର ୧୪ଟି ସହରରେ ଚାଲିଛି ନିଟ୍‌-ୟୁଜି ପୁନଃପରୀକ୍ଷା

    15858
    Jun 21, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ
    ବିଶେଷ

    ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14718
    Jun 22, 2026
  • ଟ୍ରେନରେ ଧୁମ୍ରପାନ କଲେ ଜରିମାନା
    ଦେଶ-ଦେଶାନ୍ତର

    ଟ୍ରେନରେ ଧୁମ୍ରପାନ କଲେ ଜରିମାନା

    14602
    Jun 22, 2026
  • ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମାଲୋଚନା କଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ

    13859
    Jun 21, 2026
  • ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ଭଗବାନଙ୍କୁ ଗୁହାରି
    ଦେଶ-ଦେଶାନ୍ତର

    ନୋଟ୍‌ରେ ମାଉସୀର ମୃତ୍ୟୁ ଲେଖି ଭଗବାନଙ୍କୁ ଗୁହାରି

    14506
    Jun 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ

    14792
    Jun 22, 2026
  • ଦେଶ-ଦେଶାନ୍ତର

    ଇନଷ୍ଟାମାର୍ଟରେ ଚା’ ଅର୍ଡର କରିବାରେ ଭୁବନେଶ୍ୱର ଆଗରେ

    14851
    Jun 22, 2026
  • ବିଶେଷ

    ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14718
    Jun 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16937
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17556
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18002
    Sep 06, 2023

ବିଶେଷ

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14718
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    14596
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15581
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14439
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15766
    Jun 18, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13769
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14870
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15484
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15234
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    14718
    Jun 22, 2026
  • ୫୨ ବର୍ଷରେ ପାଦ ଥାପିଲେ ବିଜୟ

    15337
    Jun 22, 2026
  • ବାହାରିନ୍ ଓଡିଆ ସମାଜ ଦ୍ୱାରା ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ

    14255
    Jun 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In