ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଡେପୁଟି କଲେକ୍ଟର
ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଜଣେ ବଡ଼ ସରକାରୀ ବାବୁ । କେନ୍ଦୁଝର ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଡେପୁଟି କଲେକ୍ଟର ଶରତ ଗିରିଙ୍କୁ ଭିଜିଲାନ୍ସ ଟିମ ଧରିଥିବା ଜଣାଯାଇଛି । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ିବସିଥିଲା ।
Powered by Froala Editor