Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, October 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ପ୍ରଶାନ୍ତ ...

  • ୨୧ ନଭେମ୍ବରରେ ରିଲିଜ ହେବ ‘ଦ ଫ୍ୟାମିଲି ...

  • ଦିଲ୍ଲୀ ଆକାଶରେ କ୍ଲାଉଡ୍ ସିଡିଂ

  • ପୁଣି ପରଦାରେ ଧମାଲ କରିବେ ‘ପାର୍ଟନର’ ...

  • ୮ମ ବେତନ କମିଶନକୁ ମଞ୍ଜୁରୀ

  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ...

  • ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ...

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ...

  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ...

ରାଜ୍ୟ
Home ›› ରାଜ୍ୟ ›› ପାରମ୍ପରିକ ପାଳିତ ହେଉଛି ବିଦ୍ୟାଦାତ୍ରୀଙ୍କ ପୂଜା

ପାରମ୍ପରିକ ପାଳିତ ହେଉଛି ବିଦ୍ୟାଦାତ୍ରୀଙ୍କ ପୂଜା

2025-02-02 05:57:42
13905
Share:
Facebook
Twitter
E-Mail
WhatsApp
Telegram
 ପାରମ୍ପରିକ ପାଳିତ ହେଉଛି ବିଦ୍ୟାଦାତ୍ରୀଙ୍କ ପୂଜା

ଭୁବନେଶ୍ୱର :ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ଆବାହନ ତଥା ପୂଜା ବନ୍ଦନା କରାଯାଇଥାଏ। ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ। ଓଡ଼ିଶାରେ ଘରେଘରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସଂଘ, କ୍ଲବ୍‌ରେ ମୂର୍ତ୍ତି ପୂଜା ହୁଏ, ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ବତୀ ମୂର୍ତ୍ତି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି। ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ। ଆଜି ସମଗ୍ର ରାଜ୍ୟରେ ବିଦ୍ୟାଦାତ୍ରୀ ସରସ୍ବତୀଙ୍କ ପାରମ୍ପରିକ ରୀତିନୀତିରେ ପାଳିତ ହେଉଛି।

ବସନ୍ତ ପଞ୍ଚମୀର ପୌରାଣିକ କଥା ଅନୁଯାୟୀ, ସୃଷ୍ଟିକର୍ତ୍ତା ବ୍ରହ୍ମା ପୃଥିବୀରେ ଜୀବଜନ୍ତୁ ଓ ମନୁଷ୍ୟର ସୃଷ୍ଟି କରିଥିଲେ ମଧ୍ୟ ଏହାକୁ ନେଇ ସନ୍ତୁଷ୍ଟ ନଥିଲେ। ସେହି ସମୟରେ ଭଗବାନ ବିଷ୍ଣୁଙ୍କ ଅନୁମତି କ୍ରମେ ବ୍ରହ୍ମା ନିଜ କମଣ୍ଡଳରୁ ଜଳ ନେଇ ପୃଥିବୀ ପୃଷ୍ଠରେ ଛିଞ୍ଚି ଥିଲେ। ସେଥିରୁ ବୀଣାଧାରୀ ମା’ ସରସ୍ବତୀ ପ୍ରକଟ ହୋଇଥିଲେ।

ମା’ଙ୍କର ଗୋଟିଏ ହାତରେ ବୀଣା ରହିଥିବା ବେଳେ ଅନ୍ୟ ହାତଟି ମୁଦ୍ରା ଢଙ୍ଗରେ ରହିଥିଲା। ସେହିପରି ଅନ୍ୟ ଦୁଇ ହାତରେ ପୁସ୍ତକ ଓ ମାଳା ଥିଲା। ମା’ ସରସ୍ବତୀ ବୀଣା ବାଦନରେ ସମଗ୍ର ବିଶ୍ବର ଜୀବଙ୍କ ବାଣୀ ପ୍ରାପ୍ତ ହୋଇଥିଲା।

ମା’ ସରସ୍ବତୀ ଜୀବଙ୍କୁ ବାଣୀ ଦେବା ସହ ବୁଦ୍ଧି ଓ ବିଦ୍ୟା ମଧ୍ୟ ଦେଇଥିଲେ । ତେଣୁ ମା’ ସରସ୍ବତୀଙ୍କୁ ବୁଦ୍ଧି ଓ ବିଦ୍ୟାର ଦେବୀ କୁହାଯାଏ। ମାଘ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ମା’ ସରସ୍ବତୀଙ୍କ ଜନ୍ମ ଦିବସ କୁହାଯାଏ। ତେଣୁ ଏହି ଦିନ ତାଙ୍କର ପୂଜା ଆରାଧନା କରାଯାଏ।

ସରସ୍ବତୀଙ୍କୁ ବଗୀଶ୍ବରୀ, ଭଗବତୀ, ଶାରଦା, ବୀଣାବାଦନୀ ଏବଂ ବାଗ୍ଦେବୀ ବ୍ୟତୀତ ଅନ୍ୟ ନାମରେ ମଧ୍ୟ ପୂଜା କରାଯାଏ। ସଙ୍ଗୀତର ଉତ୍ପତ୍ତି କରିବା କାରଣରୁ ତାଙ୍କୁ ସଙ୍ଗୀତର ଦେବୀ କୁହାଯାଏ।

Powered by Froala Editor

Tags Saraswati puja

Related articles Odisha News Lens 4.1

  • ପୁଣି ପରଦାରେ ଧମାଲ କରିବେ ‘ପାର୍ଟନର’ ଯୋଡି
    ମନୋରଞ୍ଜନ

    ପୁଣି ପରଦାରେ ଧମାଲ କରିବେ ‘ପାର୍ଟନର’ ଯୋଡି

    14049
    Oct 28, 2025
  • ଦିଲ୍ଲୀ ଆକାଶରେ କ୍ଲାଉଡ୍ ସିଡିଂ
    ଦେଶ-ଦେଶାନ୍ତର

    ଦିଲ୍ଲୀ ଆକାଶରେ କ୍ଲାଉଡ୍ ସିଡିଂ

    14759
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି
    ବିଶେଷ

    ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    14058
    Oct 28, 2025
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ
    ଦେଶ-ଦେଶାନ୍ତର

    କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ

    15027
    Oct 28, 2025
  • କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା
    ଅପରାଧ

    କ୍ରାଇମ ସିରିଜ୍ ଦେଖି ଲିଭ୍‌-ଇନ ପାର୍ଟନରକୁ ହତ୍ୟା

    13909
    Oct 27, 2025
  • ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ପ୍ରଶାନ୍ତ କିଶୋରଙ୍କ ନାଁ, ନୋଟିସ୍‌ ପଠାଇଲେ ନିର୍ବାଚନ ...
    ଦେଶ-ଦେଶାନ୍ତର

    ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ପ୍ରଶାନ୍ତ କିଶୋରଙ୍କ ନାଁ, ନୋଟିସ୍‌ ପଠାଇଲେ ନିର୍ବାଚନ ...

    14927
    Oct 28, 2025
  • ୨୧ ନଭେମ୍ବରରେ ରିଲିଜ ହେବ ‘ଦ ଫ୍ୟାମିଲି ମ୍ୟାନ୍ ୩’
    ମନୋରଞ୍ଜନ

    ୨୧ ନଭେମ୍ବରରେ ରିଲିଜ ହେବ ‘ଦ ଫ୍ୟାମିଲି ମ୍ୟାନ୍ ୩’

    14352
    Oct 28, 2025
  • ୮ମ ବେତନ କମିଶନକୁ ମଞ୍ଜୁରୀ
    ଦେଶ-ଦେଶାନ୍ତର

    ୮ମ ବେତନ କମିଶନକୁ ମଞ୍ଜୁରୀ

    14663
    Oct 28, 2025
  • ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ
    ଦେଶ-ଦେଶାନ୍ତର

    ଅରୁଣାଚଳ ପ୍ରଦେଶ ସୀମାରେ ଆଉ ଏକ ବାୟୁସେନା ଘାଟି ନିର୍ମାଣ କରୁଛି ଚୀନ

    14654
    Oct 28, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮ମ ବେତନ କମିଶନକୁ ମଞ୍ଜୁରୀ

    14663
    Oct 28, 2025
  • ଦେଶ-ଦେଶାନ୍ତର

    ଦୁଇ ରାଜ୍ୟର ଭୋଟର ଲିଷ୍ଟରେ ପ୍ରଶାନ୍ତ କିଶୋରଙ୍କ ନାଁ, ନୋଟିସ୍‌ ପଠାଇଲେ ନିର୍ବାଚନ କମିଶନ

    14927
    Oct 28, 2025
  • ବିଶେଷ

    ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15370
    Oct 28, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16809
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16905
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17263
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15723
    Apr 03, 2021

ବିଶେଷ

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15370
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    14058
    Oct 28, 2025
  • ଏମାନେ କେବେ ବି ଖାଇବା ଉଚିତ ନୁହେଁ ଭେଣ୍ଡି

    14151
    Oct 27, 2025
  • ମହିଳାଙ୍କ ଏପରି ଗୁଣ କରିଦିଏ ବରବାଦ

    15363
    Oct 27, 2025
  • ଖାଇବା ପରେ କରନ୍ତୁନି ଏହିସବୁ କାମ

    13809
    Oct 26, 2025

ବାଣିଜ୍ୟ

ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

ପାଣ୍ଠିର ଅଭାବ ପାଇଁ ଚଳିତ ବର୍ଷ ଦେଶରେ ୧୧,୨୨୩ଟି ଷ୍ଟାର୍ଟଅପ୍ ବନ୍ଦ ହୋଇଯାଇଛି। ଲେଅଫ୍‌ ଡଟ୍‌ ଏଫ୍‌ୱାଇଆଇ ତଥ୍ୟ ଅନୁସାରେ ହାଇକ୍, ବିପ୍‌କାର୍ଟ, ଆଷ୍ଟ୍ରା, ଓହମ୍ ମୋବିଲିଟି, କୋଡ୍‌ ପ୍ୟାରୋଟ୍‌, ବ୍ଲିପ୍, ସବ୍‌ଟଲ୍‌ ଏଆଇ, ଓଟିପାଏ, ଲଗ୍‌ ୯ ମାଟେରିଆଲ୍&zwn ...

  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    14997
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15846
    Sep 26, 2025
  • ଗ୍ରାମୀଣ ଓଡ଼ିଶାରେ ଆଶାର ସଞ୍ଚାର କରୁଛି ଆଦିତ୍ୟ ଆଲୁମିନିୟମର ‘ପ୍ରୋଜେକ୍ଟ ଆରୋଗ୍ୟ’

    14306
    Sep 19, 2025
  • ଓଡ଼ିଶା ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଆଦିତ୍ୟ ବିର୍ଲା ଗ୍ରୁପର ଉଲ୍ଲେଖନୀୟ ଭୂମିକା

    14089
    Sep 16, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଳକା ତେଲରେ ରୋଷେଇ ସ୍ୱାସ୍ଥ୍ୟ ପାଇଁ ଭାରି ଖରାପ

    15370
    Oct 28, 2025
  • କେନିଆରେ ଦୁର୍ଘଟଣାଗ୍ରସ୍ତ ବିମାନରେ ଲଗିଲା ନିଆଁ

    15027
    Oct 28, 2025
  • ଏହି ଖାଦ୍ୟ ଖାଇସାରି ପିଅନ୍ତୁ ନାହିଁ ପାଣି

    14058
    Oct 28, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In