ଖୁସି ଖବର: ଆଜି ଓଡିଶାକୁ ଆସୁଛି ଟିକା, କେତେ ଟିକା ଜାଣନ୍ତୁ?

ଭୁବନେଶ୍ୱର: ଆଜି ଓଡିଶାକୁ ଆସୁଛି ଅଢେ଼ଇ ଲକ୍ଷ କୋଭିସିଲ୍ଡ ଟିକା । ଏନେଇ ପରିବାର କଲ୍ୟାଣ ନିଦେ୍ର୍ଧଶ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କିଛି ସମୟ ଭିତରେ ଭୁବନେଶ୍ୱରରେ ପହଁଞ୍ଚିବ ଏବଂ ସବୁ ଜିଲ୍ଲା ବଣ୍ଟାଯିବ । ଆସନ୍ତା କାଲି ଟିକା ଉତ୍ସବ ପାଳନ ହେବ, ସବୁ କେନ୍ଦ୍ରରେ ଟିକା ଦିଆଯିବ ବୋଲି ସେ କହିଛନ୍ତି ।