Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 18, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି ...

  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ...

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ...

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ...

  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ...

  • ଜାରି ରହିଛି ଆମେରିକା ଓ ଇରାନ ସାମରିକ ...

  • ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ...

  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

ରାଜ୍ୟ
Home ›› ରାଜ୍ୟ ››ସୋଆରେ ବିଶ୍ୱ ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବହାର ସଚେତନତା ଦିବସ

ସୋଆରେ ବିଶ୍ୱ ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବହାର ସଚେତନତା ଦିବସ

2021-07-02 12:53:29
14168
Share:
Facebook
Twitter
E-Mail
WhatsApp
Telegram
ସୋଆରେ ବିଶ୍ୱ ନିଷିଦ୍ଧ ନିଶାଦ୍ରବ୍ୟ ବ୍ୟବହାର ସଚେତନତା ଦିବସ

ଭୁବନେଶ୍ୱର: ସୋଆ ଏନ୍ଏସ୍ଏସ୍ ଓ ୱେଲ୍ନସ୍ ସେଂଟରର ମିଳିତ ଉଦ୍ୟମରେ ନିଷିଦ୍ଧ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚାଲାଣ ଉପରେ ନିକଟରେ ଏକ ୱେବିନାର ଅନୁଷ୍ଠିତ ହୋଇଥିଲା । ନିଶା ବ୍ୟବହାର ଓ ତା'ର ଅପବ୍ୟବହାରର ତର୍ଜମା କରିବା ସହ ଏକ ସନ୍ତୁଳିତ ଶରୀର ଓ ମନ ନେଇ ଆଧ୍ୟାତ୍ମିକତାରେ ଜଡିତ ନ ହେବା ଯାଏଁ ଭଲ-ମନ୍ଦର ତଫାତ ବାରିବା ସହଜ ନୁହେଁ ବୋଲି ଏହି ୱେବିନାର୍ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ପୋ÷ରହିତ କରି କହିଥିଲେ । "ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା’ ପ୍ରସଙ୍ଗରେ ପ୍ରଫେସର ମହାପାତ୍ର ନିଜର ମତରଖି ଏହା କହିଥିଲେ । ଏହି ୱେବିନାରରେ ମୁଖ୍ୟ ବକ୍ତା ଭାବେ  ଯୋଗ ଦେଇ  ମହମ୍ମଦ ଇମ୍ରାନ୍ ଅଲ୍ଲୀ ମାଦକ ଦ୍ରବ୍ୟର ପ୍ରଭାବ, ଅଜାଣତରେ କିପରି ପିଲାମାନେ ଏହି ବଦାଭ୍ୟାସର ଶିକାର ହେଉଛନ୍ତି ଓ ବାସ୍ତବ ଜୀବନର ଉଦାହରଣ ଦେଇ ବୁଝାଇଥିଲେ । 
ଦିନ ଥିଲା ପୁରୁଷଙ୍କ ଭିତରେ ନିଶାର ପ୍ରଚଳନ ସର୍ବାଧିକ ଥିଲା କିନ୍ତୁ ବର୍ତମାନ ଉଚ୍ଚ ଶିକ୍ଷିତା ନାରୀମାନଙ୍କ ଭିତରେ ମାଦକ ଦ୍ରବ୍ୟ ସେବନ ଅଭ୍ୟାସ ବଢ଼ିବାରେ ଲାଗିଛି । ଏହା ଉଦ୍ବେଗଜନକ କାରଣ ମ୍ୟାଲେରିଆ ଓ ଏଡ୍ସ ପରି ଅନ୍ୟ ବ୍ୟାଧିରେ ଯେତିକି ଲୋକ ମରୁଛନ୍ତ ତା'ଠୁ ବେଶୀ ମନୁଷ୍ୟ ପ୍ରତିବର୍ଷ ନିଶା ଜନିତ କର୍କଟ ରୋଗରେ ମୃତୁ୍ୟ ବରଣ କରୁଛନ୍ତି ବୋଲି ସେ କହିଥିଲେ । ଭାରତ ବିଶ୍ୱର ମୁଖ ଗହ୍ୱର କର୍କଟ ରୋଗର ରାଜଧାନୀ ପାଲଟିବ ବୋଲି ଆଶଙ୍କା ପ୍ରକାଶ କରି ନିଶା ନିବାରଣ କେନ୍ଦ୍ରର ସହାୟତାରେ ନିଶାମୁକ୍ତ ସ୍ୱାଭାବିକ ଜୀବନ ଯାପନ ସମ୍ଭବ ବୋଲି ସେ ଏହି ୱେବିନାରରେ କହିଥିଲେ । ଏହି ୱେବିନାରରେ ଡିନ୍ (ଛାତ୍ରମଙ୍ଗଳ) ପ୍ରଫେସର ଜ୍ୟୋତିରନ ଦାସ ଅତିଥି ପରିଚୟ ଦେଇଥିବା ବେଳେ ୟୁନିଭର୍ସିଟି ଆଉଟରିଚ୍ ପ୍ରୋଗ୍ରାମ ନିଦେ୍ର୍ଧଶକ ତଥା ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ନଚିକେତା କେ. ଶର୍ମା ବିଶ୍ୱବିଦ୍ୟାଳୟ ଓ ଏନ୍ଏସ୍ଏସ୍ ଦ୍ୱାରା ଆୟୋଜିତ ୱେବିନାର ବିଷୟରେ କହିଥିଲେ । ଅତିରିକ୍ତ ପ୍ରୋଗ୍ରାମ୍ କୋର୍ଡିନେଟର ଡ. ଶୋଭନ୍ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଗୁଗୁଲମିଟ୍ ଓ ୟୁଟୁ୍ୟବ୍ରେ ପ୍ରସାରିତ ଏହି କାର୍ଯ୍ୟକ୍ରମରେ ୨୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ, ଡିନ୍, ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, ପ୍ରୋଗ୍ରାମ ଅଫିସର ଓ ଅନ୍ୟାନ୍ୟ କର୍ମକର୍ତା ଯୋଗ ଦେଇଥିଲେ ।

Powered by Froala Editor

Tags soa

Related articles Odisha News Lens 4.1

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......
    ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13642
    Jul 18, 2026
  • ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ
    ଦେଶ-ଦେଶାନ୍ତର

    ସ୍କୁଲ ଭ୍ୟାନ- ପାସେଞ୍ଜର ଟ୍ରେନ ଧକ୍କା, ୩ ମୃତ

    15464
    Jul 17, 2026
  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ
    ଦେଶ-ଦେଶାନ୍ତର

    ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15083
    Jul 18, 2026
  • ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧
    ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14667
    Jul 18, 2026
  • ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଇରାନକୁ ଧମକ ଦେଇ ଏହା କହିଲେ ଟ୍ରମ୍ପ

    15596
    Jul 16, 2026
  • NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....
    ଦେଶ-ଦେଶାନ୍ତର

    NEET-UG ପେପର୍ ଲିକ୍ ମାମଲାରେ ସିବିଆଇର ଆଶ୍ଚର୍ଯ୍ୟଜନକ ଖୁଲାସା, ଜାଣନ୍ତୁ.....

    15243
    Jul 16, 2026
  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13723
    Jul 17, 2026
  •  ଜାରି  ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ
    ଦେଶ-ଦେଶାନ୍ତର

    ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15542
    Jul 17, 2026
  • ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍
    ଦେଶ-ଦେଶାନ୍ତର

    ଆରମ୍ଭ ହେଲା ହାଇଡ୍ରୋଜେନ୍ ଟ୍ରେନ୍

    14429
    Jul 18, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜାରି ରହିଛି ଆମେରିକା ଓ ଇରାନ ସାମରିକ ସଂଘର୍ଷ

    15542
    Jul 17, 2026
  • ବିଶେଷ

    ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13642
    Jul 18, 2026
  • ଦେଶ-ଦେଶାନ୍ତର

    ନୂଆ ଯୁଗର ଆରମ୍ଭ : ମହାକାଶକୁ ଗଲା ପ୍ରଥମ ଘରୋଇ ରକେଟ୍ ବିକ୍ରମ-୧

    14667
    Jul 18, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16982
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17591
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17644
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18045
    Sep 06, 2023

ବିଶେଷ

  • ଭଜାବୁଟ ଚୋପାର ରହିଛି ବହୁ ଚମତ୍କାରୀ ଗୁଣ......

    13642
    Jul 18, 2026
  • ଜୋତା ଚପଲ ଆପଣଙ୍କୁ କରିଦେଇପାରେ କାଙ୍ଗାଳ, ଜାଣନ୍ତୁ ପିନ୍ଧିବାର ନିୟମ

    14288
    Jul 15, 2026
  • ଗୃହିଣୀମାନେ ମାନନ୍ତୁ ଏହି ଜରୁରୀ ଟିପ୍ସ

    14662
    Jul 12, 2026
  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14959
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15695
    Jul 07, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛି

ମହିଳା ଏବଂ କିଶୋରୀମାନଙ୍କୁ ଋତୁସ୍ରାବ ଏବଂ ସ୍ୱଚ୍ଛତା ବିଷୟରେ ନିଜ ପସନ୍ଦ ଅନୁଯାୟୀ ପଦକ୍ଷେପ ନେବାକୁ ସକ୍ଷମ କରିଛି

ଭୁବନେଶ୍ୱର, ୧୪/୦୭/୨୦୨୬ : ସାରା ଭାରତରେ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଋତୁସ ...

  • ଆମୱେ ଇଣ୍ଡିଆ ନିଜର ପ୍ରିମିୟମ ସ୍କିନକେୟାର ବର୍ଗମାଳାକୁ ସୁଦୃଢ କଲା, ନୁ୍ୟଟ୍ରିଲାଇଟ-ପାୱାର୍ଡ ଉଦ୍ଦିଦଜାତ ଉପାଦାନ ସହିତ ପ୍ରଚଳନ କଲା ଆର୍ଟିଷ୍ଟ୍ରି ସ୍କିନ୍‌ ନୁ୍ୟଟ୍ରିସନ ମଲ୍‌ଟି- ଡିଫେନ୍ସ ୟୁଭି ପ୍ରୋଟେକ୍ଟ

    15835
    Jul 14, 2026
  • ଫେଡେରାଲ ବ୍ୟାଙ୍କ ଭୁବନେଶ୍ୱରରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ‘ୱେଲ୍‌ଥ ଆଣ୍ଡ ୱିଜଡମ୍‌’ କାର୍ଯ୍ୟକ୍ରମ ଆୟୋଜନ କଲା

    13785
    Jul 14, 2026
  • ମାସକରେ ୧୫ ହଜାର ଖସିଲାଣି ସୁନା

    14665
    Jul 01, 2026
  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15855
    Jun 30, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​ଜାଲିଆତି ହୋଇଥିବା ଦାବି କଲେ ଟ୍ରମ୍ପ

    13723
    Jul 17, 2026
  • ଟିଏମସିରୁ କୋଏଲ ମଲ୍ଲିକଙ୍କ ଇସ୍ତଫା

    14034
    Jul 16, 2026
  • ସୋନମଙ୍କୁ ଉଠାଇ ହସ୍ପିଟାଲରେ ଭର୍ତ୍ତି କଲା ପୋଲିସ

    15083
    Jul 18, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In