Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, April 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ...

  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ...

  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ...

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ...

  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

  • ମଟନ କଣ୍ଟା ଫସି ଚାଲିଗଲା ଜୀବନ

  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

  • ଆସାମ ମୁଖ୍ୟମନ୍ତ୍ରୀଙ୍କ ...

Home ›› ››ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବ୍ୟକ୍ତିଗତ କାରଣ ପାଇଁ ଅପବ୍ୟବହାର ହୋଇପାରିବନି ମହିଳା ସୁରକ୍ଷା ଆଇନ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବ୍ୟକ୍ତିଗତ କାରଣ ପାଇଁ ଅପବ୍ୟବହାର ହୋଇପାରିବନି ମହିଳା ସୁରକ୍ଷା ଆଇନ

2024-12-11 10:27:32
14372
Share:
Facebook
Twitter
E-Mail
WhatsApp
Telegram
ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ବ୍ୟକ୍ତିଗତ କାରଣ ପାଇଁ ଅପବ୍ୟବହାର ହୋଇପାରିବନି ମହିଳା ସୁରକ୍ଷା ଆଇନ

ନୂଆଦିଲ୍ଲୀ:ମହିଳା ସୁରକ୍ଷା ଆଇନର ଅପବ୍ୟବହାର ନେଇ ବୁଧବାର ସୁପ୍ରିମକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଏସମ୍ପର୍କିତ ତେଲେଙ୍ଗାନା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ନାମରେ  କରିଥିବା ମାମଲାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି । ଜଣେ ସ୍ତ୍ରୀ ଏହାର ଅପବ୍ୟବହାର କରିପାରିବେନି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବେଙ୍ଗାଲୁରୁର ଅତୁଲ ସୁବାସଙ୍କ ଆତ୍ମହତ୍ୟା ଚର୍ଚ୍ଚା ଭିତରେ ସୁମ୍ରିମକୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ବିଏନଏସ ୮୬ ମହିଳାଙ୍କ ସୁରକ୍ଷା ପାଇଁ ରହିଛି । ଏହାର ଅପବ୍ୟବହାର କରିବା ମନା । ବ୍ୟକ୍ତିଗତ କାରଣ ପାଇଁ ଏହାର ଅପବ୍ୟବହାର କରିପାରିବେନି । ଏହି ଆଇନ ବଳରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜୋରିମାନାର ବ୍ୟବସ୍ଥା ରହିଛି ।

Powered by Froala Editor

Tags Supreme court

Related articles Odisha News Lens 4.1

  • ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ
    ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15374
    Apr 10, 2026
  • ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...

    15255
    Apr 09, 2026
  • ମଟନ କଣ୍ଟା ଫସି ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15587
    Apr 10, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....
    ବିଶେଷ

    ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14065
    Apr 11, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ
    ଦେଶ-ଦେଶାନ୍ତର

    ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15527
    Apr 09, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14769
    Apr 10, 2026
  • ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଇସ୍ତଫା

    15287
    Apr 10, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15188
    Apr 10, 2026
  • ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ
    ଦେଶ-ଦେଶାନ୍ତର

    ସଂସଦ ସଦସ୍ୟ ଭାବେ ନୀତିଶ କୁମାରଙ୍କ ଶପଥ ଗ୍ରହଣ

    14400
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15188
    Apr 10, 2026
  • ଦେଶ-ଦେଶାନ୍ତର

    ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15587
    Apr 10, 2026
  • ଦେଶ-ଦେଶାନ୍ତର

    ବିଜେପିର ସଙ୍କଳ୍ପପତ୍ର ପ୍ରକାଶ କରିବା ସମୟରେ ଏପରି କହିଲେ ଅମିତ ଶାହ

    15374
    Apr 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17411
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17468
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17821
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16296
    Apr 03, 2021

ବିଶେଷ

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14065
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15323
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14179
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14573
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15734
    Apr 06, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15322
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15052
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15556
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13853
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14065
    Apr 11, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15527
    Apr 09, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15188
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In