Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ...

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ ...

  • ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ...

  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ ...

  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ...

  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ...

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ...

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ...

  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭାଇଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୱାୟନାଡରୁ ୪ ଲକ୍ଷ ଭୋଟ୍‌ରେ ଜିତିଲେ

ଭାଇଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୱାୟନାଡରୁ ୪ ଲକ୍ଷ ଭୋଟ୍‌ରେ ଜିତିଲେ

2024-11-23 20:05:23
15852
Share:
Facebook
Twitter
E-Mail
WhatsApp
Telegram
ଭାଇଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କା, ୱାୟନାଡରୁ ୪ ଲକ୍ଷ ଭୋଟ୍‌ରେ ଜିତିଲେ

ପ୍ରଥମଥର ପାଇଁ ନିର୍ବାଚନ ଲଢ଼ି ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରିୟଙ୍କା ଭାଇ ରାହୁଲ ଗାନ୍ଧିଙ୍କ ୨୦୧୯ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କେରଳର ୱାୟନାଡ ଲୋକସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ ପ୍ରିୟଙ୍କା ଏକତରଫା ବିଜୟ ହାସଲ କରିଛନ୍ତି।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୨୦୨୪ ସାଧାରଣ ନିର୍ବାଚନରେ ଓ୍ବାୟନାଡ଼ ଏବଂ ରାଏବରେଲି ଆସନରେ ଜିତି ଥିଲେ। ହେଲେ ପରେ ସେ ରାଏବରେଲି ଆସନକୁ ରଖି ଓ୍ବାୟନାଡ଼ରୁ ଇସ୍ତଫା ଦେଇଥିଲେ। ଏହାପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି। ଓ୍ବାୟନାଡ଼ରୁ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ୪ ଲକ୍ଷରୁ ଅଧିକ ଭୋଟ୍‌ରେ ନିର୍ବାଚନରେ ବିଜେତା ହୋଇଛନ୍ତି। ତାଙ୍କୁ ୬୨୨୩୩୮ ଭୋଟ ମିଳିଛି। ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ସତ୍ୟନ ମୋକରୀ ୨୧୧୪୦୭ ଭୋଟ ମିଳିଛି। ପ୍ରିୟଙ୍କା ଏହି ଆସନରେ ରେକର୍ଡ ସଂଖ୍ୟକ ୪୧୦୯୩୧ ଭୋଟରେ ବିଜୟ ହାସଲ କରିଛନ୍ତି। ଏପରିକି ସେ ନିଜ ଭାଇ ରାହୁଲଙ୍କୁ ପଛରେ ପକାଇଛନ୍ତି।

ପ୍ରିୟଙ୍କା ବିଜୟ ହୋଇଥିବାରୁ ଏବେ ସଂସଦରେ ଗାନ୍ଧି ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ରାହୁଲ ଓ ପ୍ରିୟଙ୍କା ଲୋକସଭାରେ ରହିବ। ସେହିପରି ମା’ ସୋନିଆ ଗାନ୍ଧି ରାଜ୍ୟସଭାର ସଦସ୍ୟ ରହିଛନ୍ତି।

Powered by Froala Editor

Tags priyanka

Related articles Odisha News Lens 4.1

  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?

    13774
    Mar 21, 2026
  • ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ
    ଦେଶ-ଦେଶାନ୍ତର

    ଗ୍ରୀସର ବନ୍ଦର ଆଡକୁ ଅଗ୍ରସର ହେଉଛି ଆମେରିକାର ବିମାନବାହୀ ଜାହାଜ

    15364
    Mar 20, 2026
  • ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ
    ଦେଶ-ଦେଶାନ୍ତର

    ଆକ୍ରମଣ ଦ୍ବାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍‌କାଉଛି: ସାଉଦି ଆରବ

    14666
    Mar 20, 2026
  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    15202
    Mar 20, 2026
  • ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ
    ଦେଶ-ଦେଶାନ୍ତର

    ସମୁଦ୍ର ଶଯ୍ୟାରେ ବିଛାଯାଇଥିବା ଇଣ୍ଟରନେଟ କେବୁଲକୁ କାଟିବାକୁ ଚିନ୍ତା କରୁଛି ଇରାନ

    14265
    Mar 20, 2026
  •  ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା
    ବିଶେଷ

    ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14656
    Mar 20, 2026
  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ
    ଦେଶ-ଦେଶାନ୍ତର

    ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    13925
    Mar 21, 2026
  • ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ଈଦ ଶୁଭେଚ୍ଛା
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ଈଦ ଶୁଭେଚ୍ଛା

    14218
    Mar 21, 2026
  • ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା
    ଦେଶ-ଦେଶାନ୍ତର

    ଅନିଲ ଅମ୍ବାନୀଙ୍କୁ ଦୁଇ ଦିନ ଜେରା

    15421
    Mar 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    15202
    Mar 20, 2026
  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?

    13774
    Mar 21, 2026
  • ଦେଶ-ଦେଶାନ୍ତର

    କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    14040
    Mar 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17380
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17444
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17791
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16264
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14656
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15368
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15428
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14160
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14059
    Mar 15, 2026

ବାଣିଜ୍ୟ

୨୭୮୦ ଟଙ୍କା ଶସ୍ତା ହେଲା ସୁନା

ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟାରେ ଶସ୍ତା ହୋଇଛି ସୁନା-ରୂପା । ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୨୭୮୦ ଟଙ୍କା କିମି ୧ ଲକ୍ଷ ୫୪ ହଜାର ୬୪୦ ଟଙ୍କା ହୋଇଛି । ଅନ୍ୟପଟେ ରୂପା ଦର ମଧ୍ୟ କମିଛି । ଭୁବନେଶ୍ୱରରେ ରୁପା ମୂଲ୍ୟ କିଲୋ ପ୍ରତି ୧୦ ହଜାର ଟଙ୍କା କମି ୨ ଲକ୍ଷ ୬୫ ହଜାର ଟଙ୍କା ରହିଛି । ବୁଧବ ...

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14259
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15694
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15155
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    15005
    Feb 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସଚିବ ନିଯୁକ୍ତ ହେଲେ ରବି ମିତ୍ତଲ

    15202
    Mar 20, 2026
  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    13925
    Mar 21, 2026
  • କଞ୍ଚାମାଲ ଅଭାବ ଯୋଗୁଁ ଔଷଧ ଉପରେ ପ୍ରଭାବ

    14040
    Mar 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In