Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

Home ›› ››ଜିଓ ୨୦୨୧ କ୍ରିକେଟ ସିଜନ ପାଳନ କରୁଛି ଏବଂ ସମସ୍ତ ଜିଓ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ଅତୁଲ୍ୟ ଫାଇଦା

ଜିଓ ୨୦୨୧ କ୍ରିକେଟ ସିଜନ ପାଳନ କରୁଛି ଏବଂ ସମସ୍ତ ଜିଓ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ଅତୁଲ୍ୟ ଫାଇଦା

2021-04-09 11:01:39
15973
Share:
Facebook
Twitter
E-Mail
WhatsApp
Telegram
ଜିଓ ୨୦୨୧ କ୍ରିକେଟ ସିଜନ ପାଳନ କରୁଛି ଏବଂ ସମସ୍ତ ଜିଓ ବ୍ୟବହାରକାରୀଙ୍କ ପାଇଁ ନେଇଆସିଛି ଅତୁଲ୍ୟ ଫାଇଦା
ଭୁବନେଶ୍ୱର / ମୁମ୍ବାଇ: ବର୍ଷର ପୁଣି ସେହି ସମୟ ଉପନୀତ ହୋଇଛି । ବିଶ୍ୱର ସବୁଠାରୁ ଲୋକପ୍ରିୟ ଟ୍ୱେଣ୍ଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ରେ ସେମାନଙ୍କର ପ୍ରିୟ ଦଳ ଓ ଖେଳାଳି ଆକ୍ସନକୁ ଓହ୍ଲାଇବା ପରେ ବିଶ୍ୱବ୍ୟାପୀ କ୍ରିକେଟ ପ୍ରଶଂସକମାନେ ଗଗନ ପବନରେ ଏକ ରୋମାଂଚ ଅନୁଭବ କରିବେ । ଟୁର୍ଣ୍ଣାମେଣ୍ଟର ଚଳିତ ସଂସ୍କରଣ ଆଜି (ଏପ୍ରିଲ ୯ ତାରିଖ, ଶୁକ୍ରବାର) ଠାରୁ ଚେନ୍ନଇସ୍ଥିତ ଏମଏ ଚିଦମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେଉଛି । କର୍ମଚଂଚଳ ସମୁଦାୟ, ବିଶେଷକରି ଏହିଭଳି ଆହ୍ୱାନମୂଳକ ସମୟରେ ଆନନ୍ଦ, ଆଶ୍ୱସ୍ତି ଏବଂ ଏକତ୍ର ହେବାର ସୁଯୋଗ ଆଣିଦେବା କ୍ଷେତ୍ରରେ କ୍ରିକେଟର ଅତୁଳନୀୟ ସ୍ପର୍ଦ୍ଧା ନିଶ୍ଚିତରେ ପାଳନ କରିବାଭଳି । ଏହି ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ଟେଲିକମ୍ ଅପରେଟର ଏବଂ ଡିଜିଟାଲାଇଜେସନ ଚମ୍ପିଆନ, ଜିଓ, ଏକ ସ୍ଥାୟୀ ସ୍ମୃତି ଜାଗ୍ରତ କରିବା ଏବଂ ଦେଶର ପ୍ରତ୍ୟେକ ନାଗରିକ ଏହି ଉତ୍ସବ ପାଳନର ଯେଭଳି ଅଂଶବିଶେଷ ହେବେ ତାହା ସୁନିଶ୍ଚିତ କରିବାକୁ ଚାହୁଁଛି । କ୍ରୀଡା ପ୍ରତି ଜିଓର ପ୍ରତିବଦ୍ଧତାର ଅଂଶବିଶେଷ ଭାବରେ ଜିଓ କ୍ରିକେଟ ପ୍ରଶଂସକ ଏବଂ ଜିଓ ବ୍ୟବହାରକାରୀଙ୍କ ପାଇଁ ବହୁବିଧ ପ୍ରୟାସ ଶୁଭାରମ୍ଭ କରୁଛି । ଜିଓ ଏକମାତ୍ର ବ୍ରାଣ୍ଡ୍ ଭାବରେ ଚଳିତ ଆଇପିଏଲ୍‌ର ସମସ୍ତ ୮ଟି ଦଳର ସହିତ ସହଭାଗୀ ହେବା ବଜାୟ ରଖିଛି ଆଇପିଏଲ୍ ୨୦୨୧ର ସମସ୍ତ ଆଠଟି ଫ୍ରାଚାଇଜି ଦଳଙ୍କ ସହିତ ଜିଓ ପ୍ରାୟୋଜକ ହେବାର ଗର୍ବ ହାସଲ କରିଛି । ଜିଓ ଭାରତୀୟଙ୍କ ଦ୍ୱାରା ପ୍ରସ୍ତୁତ ଓ ଭାରତୀୟଙ୍କ ପାଇଁ ଏବଂ ସେଥିପାଇଁ ଜିଓର ବ୍ରାଣ୍ଡ୍ ରଣକୌଶଳ ଭାରତର କୋଣ ଅନୁକୋଣ, ପ୍ରତ୍ୟେକ ସହର ଓ ପ୍ରତ୍ୟକ ରାଜ୍ୟ ପାଇଁ ଉଦ୍ଦିଷ୍ଟ । ଜିଓ କ୍ରିକେଟ ପ୍ଲାନ୍ ସମୂହ ଡିଜ୍‌ନି+ହଟ୍‌ଷ୍ଟାର ସହିତ ସହଭାଗିତାରେ ବ୍ୟବହାରକାରୀଙ୍କୁ ୧୦୦% ଫାଇଦା ପହଂଚାଇବ ଜିଓ ଆଇପିଏଲ୍ ବିଷୟବସ୍ତୁ କ୍ଷେତ୍ରରେ ଭାରତରେ ସମସ୍ତ ଅପରେଟରଙ୍କ ମଧ୍ୟରେ ସର୍ବୋତ୍ତମ ସୁବିଧା ଓ ଲାଭ ପ୍ରଦାନ ଅବ୍ୟାହତ ରଖିଛି । ସମସ୍ତ ଜିଓପୋଷ୍ଟପେଡ ପ୍ଲସ୍ ପ୍ଲାନ୍‌ରେ ଆଇପିଏଲ୍ ଉପଭୋଗ କରିବାର ସୁବିଧା ସନ୍ନିବେଶିତ ହୋଇଛି । ସେହିଭଳି ଜିଓ ପ୍ରିପେଡ ପ୍ଲାନଗୁଡିକରେ ଆଇପିଏଲ୍ ଉପଭୋଗ କରିବା ପ୍ଲାନ୍‌ସହିତ ଏହି ଶ୍ରେଣୀରେ ସବୁଠାରୁ ସୁଲଭ ସେବା ପ୍ରଦାନ କରୁଛି । ଏହି ପ୍ରି-ପେଡ୍ ପ୍ଲାନ୍ ଗୁଡିକ ମଧ୍ୟରେ ରହିଛି ୪୦୧ ଟଙ୍କା ପ୍ଲାନ୍‌ରେ ୨୮ ଦିନ ବୈଧତା ସହ ପ୍ରତିଦିନ ୩ ଜିବି ଡାଟା ସହିତ ମାସିକ ଅତିରିକ୍ତ ୬ ଜିବି ଡାଟା, ଦେଶରେ ଯେକୌଣସି ନେଟ୍‌ୱର୍କକୁ ଅସୀମିତ ଭଏସ କଲ ଏବଂ ଏବଂ ଲାଇଭ୍ ମ୍ୟାଚ୍ ଦେଖିବା ପାଇଁ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପିର ଏକ ବର୍ଷ ସବ୍‌ସ୍କ୍ରିପ୍‌ସନ୍ ସୁବିଧା । ସେହିଭଳି ୫୯୮ ଟଙ୍କା ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା ସହିତ ଅସୀମିତ ଭଏସ୍ କଲ ସୁବିଧା ରହିଛି ଏବଂ ଏହା ୫୬ ଦିନ ପାଇଁ ବୈଧ ରହିବ । ୭୭୭ ଟଙ୍କା ପ୍ଲାନ୍‌ରେ ଦିନକୁ ୧.୫ ଜିବି ଡାଟା ସହିତ ଅତିରିକ୍ତ ୫ ଜିବି ଡାଟା ଓ ଅସୀମିତ ଭଏସ କଲ୍ ସୁବିଧା ୮୪ ଦିନ ପାଇଁ ଉପଲବ୍ଧ ହେଉଛି । ଏକ ବର୍ଷ ବା ୩୬୫ ଦିନ ବୈଧତା ରହିଥିବା ୨୫୯୯ ଟଙ୍କା ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା (ଏଥିସହିତ ଅତିରିକ୍ତ ୧୦ ଜିବି) ଓ ଅସୀମିତ ଭଏସ କଲ୍ ସୁବିଧା ରହିଛି । ଏହି ସମସ୍ତ ପ୍ଲାନ୍‌ରେ ଅତିରିକ୍ତ ଫାଇଦା ଭାବରେ ମ୍ୟାଚଗୁଡିକର ସିଧା ପ୍ରସାରଣ ଦେଖିବାକୁ ଏକବର୍ଷର ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ସୁବିଧା ଉପଲବ୍ଧ ହେଉଛି । ଚଳିତ ଆଇପିଏଲ ସିଜିନ୍‌ରେ ଜିଓ କ୍ରିକେଟ-ପ୍ଲେ-ଏଲଙ୍ଗ ଏକ ନୂଆ ଅବତାରରେ ଏବଂ ଆକର୍ଷଣୀୟ ପୁରସ୍କାର ସହିତ ଉପଲବ୍ଧ କ୍ରିକେଟର ମନମୋହକ ଅବସରକୁ ଅଧିକ ଭଲ ଭାବରେ ଉପଭୋଗ କରିବାକୁ ଜିଓର ଲାଇଭ୍ ଗେମିଂ ପ୍ରୟାସ ‘ଜିଓ କ୍ରିକେଟ ପ୍ଲେ ଏଲଙ୍ଗ’ ପ୍ରତିଯୋଗିତା ଏହାର ପ୍ରଶଂସକମାନଙ୍କୁ ମନୋରଂଜନର ଏକ ଭିନ୍ନ ସ୍ୱାଦ ପ୍ରଦାନ କରିବ । ଏହି ଆନ୍ତଃନିୟୋଜନକାରୀ ଖେଳ ସମସ୍ତ ବ୍ୟବହାରକାରୀଙ୍କ (ଜିଓ ଅଥବା ଅଣ ଜିଓ) ପାଇଁ ମାଗଣାରେ ଉପଲବ୍ଧ ହେବ ଏବଂ କିଛି ବୃହତ ଜିତିବାର ସୁଯୋଗ ପ୍ରଦାନ କରିବ । କ୍ରିକେଟପ୍ରେମୀମାନେ ସେମାନଙ୍କର ଭାବପ୍ରବଣତାକୁ ଖେଳର ଏକ ସ୍ୱତନ୍ତ୍ର ଚାଟ୍ ବାର୍‌ରେ ଇମୋଜି ଷ୍ଟିକର ଜରିଆରେ ପରିପ୍ରକାଶ କରିପାରିବେ । ସାଧାରଣ କ୍ରିକେଟ ପ୍ରଶଂସକମାନେ କ୍ରିକେଟ ଭିତ୍ତିକ କୁଇଜରେ ସେମାନଙ୍କ ଜ୍ଞାନର ପରିଚୟ ଦେଇପାରିବେ । ଜିଓ କ୍ରିକେଟ ପ୍ଲେ ଏଲଙ୍ଗ ଖେଳ ମାଇଁଜିଓ ଆପ୍ ଜରିଆରେ ବ୍ୟବହାର କରାଯାଇପାରିବ । ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ଜିଓ କ୍ରିକେଟ ଆପ୍ ପ୍ରଚଳନ ଜିଓଫୋନ ବ୍ୟବହାରକାରୀମାନେ ନୂଆ ଜିଓ କ୍ରିକେଟ ଆପ୍ ଦ୍ୱାରା କ୍ରିକେଟର ଏହି ମହାଉତ୍ସବ ପାଳନରେ ସାମିଲ ହୋଇପାରିବେ । ଏହି ଆପ୍ ସମସ୍ତ ଜିଓଫୋନ ବ୍ୟବହାରକାରୀଙ୍କ ପାଇଁ ମାଗଣାରେ ଉପଲବ୍ଧ ହେଉଛି । ବ୍ୟବହାରକାରୀମାନେ ସ୍କୋର ଅପ୍‌ଡେଟ ଦେଖିବା ସହିତ କୁଇଜରେ ଭାଗନେଇ ପୁରସ୍କାର ଜିତିପାରିବେ । ଉଲ୍ଲେଖଯୋଗ୍ୟ ଯେ ଅନ୍ୟ ଅପରେଟରମାନେ କେବଳ ସ୍କୋର ଜାଣିବା ପାଇଁ ସେମାନଙ୍କ ଫିଚର ଫୋନ୍ ଗ୍ରାହକମାନଙ୍କୁ ଦିନକୁ ୫ଟଙ୍କା ଚାର୍ଜ କରୁଛନ୍ତି । ପ୍ରତିଦିନ ଜିଓ ବ୍ୟବହାରକାରୀମାନେ ବିଭିନ୍ନ ପ୍ରତିଯୋଗିତା ଏବଂ ଆଇପିଏଲ କ୍ରୀଡା ସାମଗ୍ରୀ ଜିତିପାରିବେ ଜିଓ ବ୍ୟବହାରକାରୀମାନେ ଚମତ୍କାର ବିଷୟବସ୍ତୁରେ ଅଂଶଗ୍ରହଣ କରିପାରିବେ ଏବଂ ପ୍ରତିଦିନ କ୍ରୀଡା ସାମଗ୍ରୀ ଜିତିପାରିବେ । ଉକ୍ତ ସାମଗ୍ରୀଗୁଡିକ ମଧ୍ୟରେ ରହିଛି ସ୍ୱତନ୍ତ୍ର ଭାବରେ ସ୍ୱାକ୍ଷର କରାଯାଇଥିବା କ୍ରିକେଟ ବ୍ୟାଟ୍ ଓ ବଲ୍‌, ଦଳର ଜର୍ସି ଏବଂ ତାହାସହିତ ଜିଓ ବ୍ୟବହାରକାରୀଙ୍କ ପାଇଁ ଆହୁରି ଅନେକ କିଛି ଉପଲବ୍ଧ ହେଉଛି । ଜିଓ ବ୍ୟବହାରକାରୀଙ୍କ ପାଇଁ ସମସ୍ତ ଦଳକୁ ଭେଟିବା ଓ ଅଭିନନ୍ଦନ ଜଣାଇବା ସୁଯୋଗ ଜିଓ ବ୍ୟବହାରକାରୀମାନେ ସମସ୍ତ ୮ଟି ଦଳର ଖେଳାଳିମାନଙ୍କୁ ଏକ ମିଟ୍ ଓ ଗ୍ରିଟ୍ କଫି ସେସନ୍‌ରେ ଭେଟିବା ଏବଂ ସେମାନଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ନେଇପାରିବେ । ଏହିଭଳି ଅନନ୍ୟ ଫାଇଦା ବ୍ୟବହାରକାରୀଙ୍କୁ ଆଗକୁ ଆସି ସେମାନଙ୍କର ପ୍ରିୟ କ୍ରିକେଟ ଖେଳାଳିଙ୍କ ନିକଟତର ହେବାକୁ ସୁଯୋଗ ଦେବ ।
Tags reliance jio , jio news ,

Related articles Odisha News Lens 4.1

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14561
    Feb 22, 2026
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14478
    Feb 23, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    14992
    Feb 23, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13845
    Feb 22, 2026
  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14913
    Feb 23, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
    ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13619
    Feb 22, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍
    ଦେଶ-ଦେଶାନ୍ତର

    ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13558
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15217
    Feb 23, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14772
    Feb 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14772
    Feb 23, 2026
  • ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14913
    Feb 23, 2026
  • ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14746
    Feb 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17350
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17419
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17761
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16237
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15217
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15984
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14472
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15240
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15956
    Feb 17, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15112
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14963
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14476
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16087
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13558
    Feb 22, 2026
  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14746
    Feb 22, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13845
    Feb 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In