ରାଜ୍ୟରେ ୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୨୬୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୧୫୧୭ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୧୨୩ ଜଣ ସଂକ୍ରମିତ ହୋଇଛନ୍ତି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୯, ବାଲେଶ୍ୱରରେ ୩୯୭, ବରଗଡ଼ରେ ୨୧, ଭଦ୍ରକରେ ୧୨୮, ବଲାଙ୍ଗୀରରେ ୧୧, ବୌଦ୍ଧରେ ୧୯, କଟକରେ ୨୬୬, ଦେବଗଡ଼ରେ ୪, ଢେଙ୍କାନାଳରେ ୬୭, ଗଜପତିରେ ୧୮, ଗଞ୍ଜାମରେ ୧୭, ଜଗତସିଂହପୁରରେ ୧୩୨, ଯାଜପୁରରେ ୧୬୨, ଝାରସୁଗୁଡ଼ାରେ ୮, କଳାହାଣ୍ଡିରେ ୨୦, କନ୍ଧମାଳରେ ୧୫, କେନ୍ଦ୍ରାପଡ଼ାରେ ୫୫, କେନ୍ଦୁଝରରେ ୭୦, ଖୋର୍ଦ୍ଧାରେ ୩୬୫, କୋରାପୁଟରେ ୬୧, ମାଲକାନାଗିରିରେ ୬୪, ମୟୂରଭଞ୍ଜରେ ୧୫୫, ନବରଙ୍ଗପୁରରେ ୨୦, ନୟାଗଡ଼ରେ ୯୨, ନୂଆପଡ଼ାରେ ୮, ପୁରୀରେ ୧୭୮, ରାୟଗଡ଼ାରେ ୪୯, ସମ୍ବଲପୁରରେ ୨୩, ସୋନପୁରରେ ୨୫, ସୁନ୍ଦରଗଡ଼ରେ ୨୮ ଓ ରାଜ୍ୟ ପୁଲରେ ୭୩ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor