Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

  • ଶଶି ଥରୁରଙ୍କ ବନ୍ଧୁକଧାରୀ ଏବଂ ...

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ...

  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ...

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

  • ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ...

  • ଭାରତ ମୁହାଁ ହୋଇଛି ଏଲ୍‌ପିଜି ...

  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

Home ›› ››ଏହି ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଏହି ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

2024-10-10 10:18:50
14829
Share:
Facebook
Twitter
E-Mail
WhatsApp
Telegram
ଏହି ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ:  ରସାୟନ ବିଜ୍ଞାନରେ ୨୦୨୪ ପାଇଁ ୩ ବିଶିଷ୍ଟ ବୈଜ୍ଞାନିକଙ୍କୁ ମିଳିଛି ନୋବେଲ ପୁରସ୍କାର। ଏହି ୩ ବୈଜ୍ଞାନିକ ହେଲେ ଡେଭିଡ ବେକର, ଡେମିସ ହାସାବିସ ଏବଂ ଜନ ଏମ. ଜମ୍ପର। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ବେକରଙ୍କୁ ପୁରସ୍କାର ମିଳିଥିବାବେଳେ ହାସାବିସ ଏବଂ ଜମ୍ପରଙ୍କୁ ପ୍ରୋଟିନ ଗଠନ ପ୍ରାଣାଳୀର ପୂର୍ବାନୁମାନ(ପ୍ରୋଟିନ ଷ୍ଟ୍ରକ୍ଚର ପ୍ରେଡିକ୍ସନ) କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଛି। ବୁଧବାର ରୟାଲ ସ୍ଵିଡିଶ ଏକାଡେମୀ ଅଫ ସାଇନ୍‌ସେସ୍‌ର ନୋବେଲ କମିଟି ପକ୍ଷରୁ ଏହି ୩ ବୈଜ୍ଞାନିକଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ପଦାର୍ଥ ବିଜ୍ଞାନରେ ୨ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ସେମାନେ ହେଲେ ଜନ୍‌ ହୋପଫିଲ୍ଡ ଏବଂ ଜିଓଫ୍ରେ  ହିଣ୍ଟନ।

Powered by Froala Editor

Tags Novel prize

Related articles Odisha News Lens 4.1

  • ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ
    ଦେଶ-ଦେଶାନ୍ତର

    ଗର୍ଭବତୀ ପତ୍ନୀ ଏବଂ ଦୁଇ ଝିଅଙ୍କୁ ସୁଇମିଂ ପୁଲରେ ବୁଡ଼ାଇ ଦେଲା ସ୍ୱାମୀ

    13848
    Apr 04, 2026
  • ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ
    ଦେଶ-ଦେଶାନ୍ତର

    ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    14103
    Apr 03, 2026
  • ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ
    ରାଜନୀତି

    ''ଧୁରନ୍ଧର''ର ସଂଳାପ ଦେଇ ଏମିତି କହିଲେ ରାଘବ

    13813
    Apr 04, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା
    ବିଶେଷ

    ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13625
    Apr 04, 2026
  • ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ
    ଦେଶ-ଦେଶାନ୍ତର

    ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

    13521
    Apr 04, 2026
  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା
    ଦେଶ-ଦେଶାନ୍ତର

    ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14525
    Apr 04, 2026
  • ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ନିଖୋଜ ମହିଳା ଫେରିଲେ

    13807
    Apr 04, 2026
  • ଭାରତ ମୁହାଁ ହୋଇଛି ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି
    ଦେଶ-ଦେଶାନ୍ତର

    ଭାରତ ମୁହାଁ ହୋଇଛି ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି

    15055
    Apr 04, 2026
  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ
    ଦେଶ-ଦେଶାନ୍ତର

    ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13680
    Apr 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ

    14103
    Apr 03, 2026
  • ଦେଶ-ଦେଶାନ୍ତର

    ପୁଅର ଜୀବନ ବଞ୍ଚାଇବାକୁ କୁମ୍ଭୀର ସହ ବାପାର ଲଢେଇ

    13521
    Apr 04, 2026
  • ବିଶେଷ

    ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13625
    Apr 04, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17399
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17459
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17809
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16286
    Apr 03, 2021

ବିଶେଷ

  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    13625
    Apr 04, 2026
  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    15397
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14604
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    16003
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15491
    Mar 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15312
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15042
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15546
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13842
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତୀୟ ନୌସେନାରେ ଆଇଏନ୍‌ଏସ୍‌ ଅରିଦମନ

    13680
    Apr 04, 2026
  • ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ ସେନା

    14525
    Apr 04, 2026
  • ଭାରତ ମୁହାଁ ହୋଇଛି ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି

    15055
    Apr 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In