Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

  • ୪ ଲକ୍ଷ ଟଙ୍କାର ଗହଣା ନେଇଗଲା କୁକୁର

  • ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ

  • ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ...

  • ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ...

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ...

  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ...

  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର ...

ବିଶେଷ
Home ›› ବିଶେଷ ››ପ୍ରତିଦିନ କ୍ଷୀର ପିଇଲେ ଶରୀରକୁ କେଉଁ ପ୍ରକାର ପୋଷକ ତତ୍ୱ ମିଳିଥାଏ, ଜାଣନ୍ତୁ

ପ୍ରତିଦିନ କ୍ଷୀର ପିଇଲେ ଶରୀରକୁ କେଉଁ ପ୍ରକାର ପୋଷକ ତତ୍ୱ ମିଳିଥାଏ, ଜାଣନ୍ତୁ

2024-10-03 12:00:51
16264
Share:
Facebook
Twitter
E-Mail
WhatsApp
Telegram
ପ୍ରତିଦିନ କ୍ଷୀର ପିଇଲେ ଶରୀରକୁ କେଉଁ ପ୍ରକାର ପୋଷକ ତତ୍ୱ ମିଳିଥାଏ, ଜାଣନ୍ତୁ

ଆମେ ପ୍ରାୟତଃ ସବୁବେଳେ ଶୁଣିଥାଉ ଯେ କ୍ଷୀର ପିଇବା ସ୍ୱାସ୍ଥ୍ୟପ୍ରତି ଲାଭଦାୟକ ହୋଇଥାଏ। ଅଧିକାଂଶ ଲୋକଙ୍କର ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌‌ କ୍ଷୀର ପିଇବାର ଅଭ୍ୟାସ ରହିଛି। ଏହାଦ୍ୱାରା ସେମାନଙ୍କୁ ସଠିକ୍‌‌ ଭାବରେ ନିଦ୍ରା ହୋଇଥାଏ ବୋଲି କୁହାଯାଏ। ଦୁନିଆର ସବୁଠାରୁ ଅଧିକ କ୍ଷୀର ଉତ୍ପାଦନ ହେଉଥିବା ଦେଶ ମଧ୍ୟରେ ଭାରତ ଅନ୍ୟତମ। ସରକାରୀ ତଥ୍ୟ ଅନୁସାରେ ୨୦୨୨-୨୩ ବର୍ଷରେ ୨୩କୋଟି ଟନ୍‌‌ ରୁ ଅଧିକ କ୍ଷୀର ଉତ୍ପାଦନ ହୋଇଥିଲା। ତେବେ ପ୍ରତ୍ୟେକ ଦିନ କ୍ଷୀର ପିଇବା ଉଚିତ କି, କ୍ଷୀରରୁ କେଉଁ ପ୍ରକାର ପୋଷତ ତତ୍ୱ ମିଳିଥାଏ, ପ୍ରତିଦିନ କ୍ଷୀର ପିଇବା ଶରୀରର ପାଇଁ କେତେ ଲାଭଦାୟକ ଓ କେଉଁମାନେ କ୍ଷୀର ପିଇବା ଉଚିତ ନୁହେଁ ଚାଲନ୍ତୁ ଜାଣିବା।
ବିଶେଷଜ୍ଞ ମତରେ ଯେଉଁ ଲୋକମାନେ କେବଳ ଶାକାହାରୀ ଖାଦ୍ୟ ଖାଇଥାନ୍ତି, ସେମାନେ ପ୍ରତିଦିନ କ୍ଷୀର ପିଇବା ଉଚିତ। କ୍ଷୀର ସମସ୍ତଙ୍କ ପାଇଁ ଉପଯୋଗୀ ନୁହେଁ। କାରଣ ଏଥିରେ ସର୍କରା ରହିଥାଏ। ଯାହାକୁ ଲାକ୍ଟୋସ କୁହାଯାଏ। ଏହା ଶରୀରକୁ ଯିବା ଫଳରେ କିଛି ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ଆମ ଦେଶରେ ସବୁଠାରୁ ଗାଈ କ୍ଷୀର ଅଧିକ ବ୍ୟବହାର ହୋଇଥାଏ। ଏହା ପରେ ମଇଁଷି କ୍ଷୀର। କ୍ୟାଲୋରୀ ହିସାବରେ ଦେଖିଲେ ୧୦୦ ଗ୍ରାମ ଗାଈ କ୍ଷୀରରେ ୬୮ ପ୍ରତିଶତ କ୍ୟାଲୋରୀ ରହିଥିବା ବେଳେ ୧୦୦ ଗ୍ରାମ ମଇଁଷି କ୍ଷୀରରେ ୧୧୭ କ୍ୟାଲୋରୀ ରହିଥାଏ। ଏଥିପାଇଁ ଲୋକମାନେ ଗାଈ କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି।

ବିଶେଷଜ୍ଞଙ୍କ ମତରେ କ୍ଷୀରର ସମ୍ପର୍କ ପାଚନ ପ୍ରକ୍ରିୟା ସହିତ ରହିଥାଏ। କେହି କେହି ଲୋକ ଦିନରେ ଗୋଟେ ଲିଟର କ୍ଷୀର ପିଇଥାନ୍ତି। ଆଉ କିଛି ଲୋକ ଅଧା ଗ୍ଲାସ କ୍ଷୀର ପିଇବା ପରେ ସେମାନଙ୍କର ଗ୍ୟାସଷ୍ଟ୍ରିକ୍‌‌, ଡାଇରିଆ ଭଳି ସମସ୍ୟା ଦେଖାଯାଇଥାଏ। ଏହି ଲୋକମାନେ କ୍ଷୀର ବିଲକୁଲ ପିଇବା ଉଚିତ ନୁହେଁ। କ୍ଷୀରରେ ଅନେକ ପ୍ରକାର ପୋଷକ ତତ୍ୱ ଥିବାରୁ ଛୋଟ ପିଲାମାନେ ପ୍ରତିଦିନ କ୍ଷୀର ପିଇବା ଜରୁରୀ। ହେଲେ ଖାଲି କ୍ଷୀର ପିଇବା ଦ୍ୱାରା ପିଲାମାନଙ୍କର ଓଜନ ବୃଦ୍ଧି ହୋଇଥାଏ। ପିଲାଙ୍କୁ କ୍ଷୀରରେ କିଛି ପ୍ରୋଟିନ୍‌‌ ଜାତୀୟ ଖାଦ୍ୟ ମିଶ୍ରଣ କରି ଦେବା ଉଚିତ। ଏହାଦ୍ୱାରା ସେମାନେ କ୍ଷୀର ପିଇବାକୁ ପସନ୍ଦ କରିବେ ଏବଂ ସେମାନଙ୍କର ଓଜନ ବୃଦ୍ଧି ହେବ ନାହିଁ।

Powered by Froala Editor

Tags Milk

Related articles Odisha News Lens 4.1

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....
    ବିଶେଷ

    ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14156
    Aug 27, 2026
  • ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ
    ଦେଶ-ଦେଶାନ୍ତର

    ହସପିଟାଲରେ ନିଆଁ ଲାଗି ଚାଲିଗଲା ୧୫ ନବଜାତ ଶିଶୁଙ୍କ ଜୀବନ

    13569
    Aug 26, 2026
  • କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
    ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13885
    Aug 26, 2026
  • ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି
    ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15551
    Aug 26, 2026
  • ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଇଲା ଭାରତ
    ଦେଶ-ଦେଶାନ୍ତର

    ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଇଲା ଭାରତ

    15389
    Aug 27, 2026
  • ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ
    ଦେଶ-ଦେଶାନ୍ତର

    ମଡେଲଙ୍କୁ ମାରିଦେଲା ଜିମ୍ ପ୍ରଶିକ୍ଷକ

    14969
    Aug 27, 2026
  • ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ
    ଦେଶ-ଦେଶାନ୍ତର

    ବିନାଶକାରୀ ବନ୍ୟା : ୧୬୫ ଜଣଙ୍କ ମୃତ୍ୟୁ, ହଜାରେରୁ ଅଧିକ ନିଖୋଜ

    13920
    Aug 27, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ
    ଦେଶ-ଦେଶାନ୍ତର

    ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14735
    Aug 26, 2026
  • ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook
    ଦେଶ-ଦେଶାନ୍ତର

    ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

    14041
    Aug 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୨୦ ସାଂସଦଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ ଜାରି

    15551
    Aug 26, 2026
  • ମନୋରଞ୍ଜନ

    କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA

    13885
    Aug 26, 2026
  • ଦେଶ-ଦେଶାନ୍ତର

    ରାତି ୧୨ରୁ ସକାଳ ୬ଟା ଯାଏଁ ଚାଲିବନି Insta-Facebook

    14041
    Aug 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17054
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17689
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17727
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18123
    Sep 06, 2023

ବିଶେଷ

  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14156
    Aug 27, 2026
  • ମୂଷାମାନେ କିପରି ଘରୁ ବାହାରିବେ ଜାଣନ୍ତୁ ଟିପ୍ସ

    13729
    Aug 26, 2026
  • ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ

    15247
    Aug 24, 2026
  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15606
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16137
    Aug 17, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ଜ୍ୟୋତି ଅଧୀନରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ ଜିଲ୍ଲାର ୨୨,୦୦୦ ପରିବାରକୁ ସୌର ଶକ୍ତି ଚାଳିତ ଆଲୋକ ପ୍ରଦାନ କରୁଛି

ସମସ୍ତଙ୍କ ପାଇଁ ସୁରକ୍ଷା, ଗତିଶୀଳତା ଏବଂ ଯୋଗାଯୋଗରେ ଉନ୍ନତି ଆଣିବା ଲାଗି ଏକ ସ୍ୱଚ୍ଛ-ଶକ୍ତି ପଦକ୍ଷେପ

ଭୁବନେଶ୍ୱର, ୨୫/୦୮/୨୦୨୬: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ କୋ ...

  • ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

    14449
    Aug 21, 2026
  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15978
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14013
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14277
    Aug 12, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେପାଳ ପାଇଁ ୧୦ ଟନ୍‌ ରିଲିଫ୍ ସାମଗ୍ରୀ ଓ ଜରୁରୀ ଔଷଧ ପଠାଇଲା ଭାରତ

    15389
    Aug 27, 2026
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ

    14735
    Aug 26, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14156
    Aug 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In