Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 17, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ...

  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ...

  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ...

  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ...

  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ...

  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

  • ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ...

ବିଶେଷ
Home ›› ବିଶେଷ ››ସୌନ୍ଦର୍ୟ୍ୟକୁ ଦୁଇ ଗୁଣା କରିବ ଅଣ୍ଡା ଖୋଳପା

ସୌନ୍ଦର୍ୟ୍ୟକୁ ଦୁଇ ଗୁଣା କରିବ ଅଣ୍ଡା ଖୋଳପା

2024-09-24 11:28:58
15854
Share:
Facebook
Twitter
E-Mail
WhatsApp
Telegram
ସୌନ୍ଦର୍ୟ୍ୟକୁ ଦୁଇ ଗୁଣା କରିବ ଅଣ୍ଡା ଖୋଳପା

ଅଣ୍ଡା ଖୋଳକୁ ଆମେ ଫୋପାଡ଼ି ଦିଅନ୍ତି। ଏହା ଏକ ସାଧାରଣ କଥା। କିନ୍ତୁ ଆଜିର ଏହି ଲେଖାଟି ପଢ଼ିଲା ପରେ ଆପଣ ଆଉ ଅଣ୍ଡା ଖୋଳପାକୁ ଡଷ୍ଟବିନ୍‌ରେ ଫୋପାଡ଼ିବେ ନାହିଁ। ଅଣ୍ଡା ଖୋଳପା ଆପଣଙ୍କ ସୌନ୍ଦର୍ୟ୍ୟକୁ ଦୁଇ ଗୁଣା କରିପାରିବ। ଆଶ୍ଚର୍ୟ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ତା’ହେଲେ ଆସନ୍ତୁ ଜାଣିବା ଅଣ୍ଡା ଖୋଳପା ସହ ଜଡ଼ିତ କିଛି ବିୟୁଟି ଟିପ୍ସ ବିଷୟରେ।

- ଅଣ୍ଡା ଖୋଳପାକୁ ଧୋଇ ତାର ପାଉଡ଼ର ପ୍ରସ୍ତୁତ କରନ୍ତୁ। ଏହି ପାଉଡ଼ରକୁ ଅଣ୍ଡା କେଶର ସହ ମିଶାଇ ଫେସ୍‌ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହି ପ୍ୟାକ୍‌କୁ ମୁଁହରେ ଲଗାଇବା ଦ୍ୱାରା ତ୍ୱଚାର କୋମଳତା ବଢ଼ିଥାଏ। ତ୍ୱଚାରେ ଚମକ ଆସେ। ଏହି ପ୍ୟାକକୁ ସପ୍ତାହରେ ଦୁଇ ତିନି ଥର ନିଶ୍ଚିତ ଭାବେ ଲଗାନ୍ତୁ।

- ଅନେକଙ୍କ ଦାନ୍ତ ହଳଦିଆ ଦେଖାଯାଏ। ଆପଣ ବି ଏମିତି ସମସ୍ୟାର ସମ୍ମୁଖୀନ ହେଉଥିଲେ ଅଣ୍ଡା ଖୋଳପାକୁ ଭଲ ଭାବେ ଗୁଣ୍ଡ କରି ଏହି ପାଉଡରକୁ ପ୍ରତିଦିନ ଦାନ୍ତରେ ଘସିଲେ ଦାନ୍ତରେ ଚମକ ଆସିବ।

- ଆପଣଙ୍କ ତ୍ୱଚା ଅଧିକ କୋମଳ ହୋଇଥିଲେ ଓ ଏଥିରେ ଜ୍ୱଳନ ସମସ୍ୟା ଲାଗି ରହିଥିଲେ ଅଣ୍ଡା ଖୋଳପାରେ ପ୍ରସ୍ତୁତ ଫେସ୍‌ପ୍ୟାକ୍‌ ଲଗାନ୍ତୁ। ଅଣ୍ଡା ଖୋଳପାରେ ଆଣ୍ଟି ଇନ୍‌ଫ୍ଲାମାଟୋରୀ ଗୁଣ ରହିଥାଏ ଯାହା ସଂକ୍ରମଣ ଓ ତ୍ୱଚା ସମ୍ୱନ୍ଧୀୟ ସମସ୍ୟାକୁ କମ୍ କରିଥାଏ। ଏହି ଫେସ୍‌ପ୍ୟାକକୁ ପ୍ରସ୍ତୁତ କରିବା ପାଇଁ ଅଣ୍ଡା ଖୋଳପାକୁ ଗୁଣ୍ଡ କରି ସେଥିରେ ଆପେଲ ସାଇଡର ଭିନେଗାରକୁ ମିଶାନ୍ତୁ। ଏହି ମିଶ୍ରଣକୁ ୫ରୁ ୬ଦିନ ପର୍ୟ୍ୟନ୍ତ ଶୁଖାଇ ଦିଅନ୍ତୁ। ତୁଳା ସାହାଯ୍ୟରେ ଏହି ମିଶ୍ରଣକୁ ଚେହେରାରେ ଲଗାନ୍ତୁ। ଏହାର ପ୍ରଭାବ ଆପଣ ନିଜେ ଅନୁଭବ କରିପାରିବେ।

Powered by Froala Editor

Tags Egg

Related articles Odisha News Lens 4.1

  • ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14537
    Jun 16, 2025
  • ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ
    ଦେଶ-ଦେଶାନ୍ତର

    ଷୋଡଶ ଜନଗଣନା ପାଇଁ ବିଜ୍ଞପ୍ତି ପ୍ରକାଶ

    13657
    Jun 16, 2025
  • ପେରୁରେ ଭୂକମ୍ପ ଝଟକା, ଜଣେ ମୃତ
    ଦେଶ-ଦେଶାନ୍ତର

    ପେରୁରେ ଭୂକମ୍ପ ଝଟକା, ଜଣେ ମୃତ

    14721
    Jun 16, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି
    ବିଶେଷ

    ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15358
    Jun 17, 2025
  •  ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ
    ଦେଶ-ଦେଶାନ୍ତର

    ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ

    14711
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ
    ବିଶେଷ

    ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14402
    Jun 16, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ
    ବିଶେଷ

    ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15731
    Jun 16, 2025
  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ
    ବିଶେଷ

    ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14175
    Jun 17, 2025
  • ବିମାନ ଅବତରଣ ବେଳେ ବାହାରିଲା ଧୂଆଁ,  ବର୍ତ୍ତିଗଲେ ୨୫୦ ଯାତ୍ରୀ
    ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14603
    Jun 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡାକ୍ତରଖାନାରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ

    14537
    Jun 16, 2025
  • ଦେଶ-ଦେଶାନ୍ତର

    ବିମାନ ଅବତରଣ ବେଳେ ବାହାରିଲା ଧୂଆଁ, ବର୍ତ୍ତିଗଲେ ୨୫୦ ଯାତ୍ରୀ

    14603
    Jun 16, 2025
  • ବିଶେଷ

    ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14175
    Jun 17, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16663
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16966
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15494
    Apr 03, 2021

ବିଶେଷ

  • ବିବାହ ପୂର୍ବରୁ ଏହି ୫ଟି ଭୁଲ ଏଡାଇବା ଗୁରୁତ୍ୱପୂର୍ଣ୍ଣ

    14175
    Jun 17, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15358
    Jun 17, 2025
  • ଅଧାଗ୍ଲାସ ମିଶ୍ରି ପାଣି ପିଇଲେ, ମିଳିଥାଏ ଏହି ଲାଭ

    15731
    Jun 16, 2025
  • ମାଠିଆ ପାଣି ପିଇବାର ମିଳିଥାଏ ଅନେକ ଲାଭ

    14402
    Jun 16, 2025
  • କେଶ ଝଡ଼ିବା କମାଇବ ଯୋଗ

    14724
    Jun 13, 2025

ବାଣିଜ୍ୟ

ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

ଭୁବନେଶ୍ୱର: ଅଜିମ ପ୍ରେମଜୀ ଫାଉଣ୍ଡେସନ ସ୍ନାତକୋତର ଡାକ୍ତର (ପିଜି) ମାନଙ୍କ ନିମନ୍ତେ  ୧୮ ମାସର ନିମଗ୍ନକାରୀ ଶିକ୍ଷଣ ଅଭିଜ୍ଞତା ହାସଲ କରିବାକୁ ‘ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ’ ପ୍ର ...

  • ହିମାଳୟ ବେବିକେୟାର ପ୍ରଚଳନ କଲା #GentleAsDad ପ୍ରଚାର ଅଭିଯାନ

    15372
    Jun 14, 2025
  • କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

    14482
    May 30, 2025
  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15703
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16333
    Feb 21, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ପିଜି ଡାକ୍ତରଙ୍କ ପାଇଁ ଅଜିମ ପ୍ରେମଜୀ ହେଲ୍ଥ ଇକ୍ୱିଟି ଫେଲୋସିପ୍ ଘୋଷଣା

    13369
    Jun 17, 2025
  • ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଭେଣ୍ଡି

    15358
    Jun 17, 2025
  • ଆଜି ରାଜକୋଟରେ ବିଜୟ ରୁପାଣୀଙ୍କ ଶେଷକୃତ୍ୟ

    14711
    Jun 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In