Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, June 12, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ ...

ବିଶେଷ
Home ›› ବିଶେଷ ››ଏସିରୁ ବାହାରୁଥିବା ଏହି ଗନ୍ଧ ଶରୀରକୁ ପହଞ୍ଚାଇଥାଏ କ୍ଷତି

ଏସିରୁ ବାହାରୁଥିବା ଏହି ଗନ୍ଧ ଶରୀରକୁ ପହଞ୍ଚାଇଥାଏ କ୍ଷତି

2024-09-19 05:22:18
14578
Share:
Facebook
Twitter
E-Mail
WhatsApp
Telegram
ଏସିରୁ ବାହାରୁଥିବା ଏହି ଗନ୍ଧ ଶରୀରକୁ ପହଞ୍ଚାଇଥାଏ କ୍ଷତି


 ଏସି ସମୟେ ସମୟେ ପ୍ରାଣଘାତୀ ମଧ୍ୟ ହୋଇପାରେ। ଏଥିରୁ ବାହାରୁଥିବା ଭିନ୍ନ ଭିନ୍ନ ପ୍ରକାର ଗନ୍ଧ ଶରୀରକୁ କ୍ଷତି ପହଞ୍ଚାଇଥାଏ, ଯାହାକୁ ଚିହ୍ନିବା ନିହାତି ଜରୁରୀ।

ଏସି କୌଣସି ପ୍ରକାର ଗନ୍ଧ ବାହାରୁଥିଲେ ତାହା ସୂଚାଇଦିଏ ଯେ ଏସିରେ କିଛି ତ୍ରୁଟି ରହିଛି। କିନ୍ତୁ ଠିକ୍‌‌ ସମୟରେ ଏହାକୁ ଚିହ୍ନଟ କରି ମରାମତି ନ କଲେ ତାହା ମଣିଷ ଶରୀର ଉପରେ କୁପ୍ରଭାବ ପକାଇଥାଏ। ବିଶେଷକରି ଶ୍ୱାସକ୍ରିୟା ଜନିତ ସମସ୍ୟା ଦେଖାଦିଏ। ଶ୍ୱାସନଳୀରେ ସଂକ୍ରମଣ ହେବାର ମଧ୍ୟ ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଏସବୁ ଗନ୍ଧ ବିଷୟରେ।

ଯଦି ଏସିରୁ ଅପରିଷ୍କାର ମୋଜାର ଦୁର୍ଗନ୍ଧ ଆସୁଥାଏ, ତେବେ ଏହାର ଅର୍ଥ ହେଉଛି କଣ୍ଡେନସେଟ୍‌‌ ଟ୍ରେ, ଡ୍ରେନ ନୋଜନ ଏବଂ ଡ୍ରେନ ପାଇନ୍‌‌ରେ ଫିମ୍ପି ଜମିଯାଇଛି। ବାହାରେ ଆର୍ଦ୍ରତା କାରଣରୁ ଧୂଳିରେ ଭର୍ତ୍ତି ଏୟାର ଫିଲ୍‌‌ଟରରେ ମଧ୍ୟ ଫିମ୍ପି ହୋଇଥାଇପାରେ। ତେଣୁ ଏୟାର ଫିଲ୍ଟର ଏବଂ ପାଣି ଟ୍ରେକୁ ସଫା କରିବା ଜରୁରୀ।
ଏସିରୁ ଯଦି ଷଢ଼ା ଅଣ୍ଡା ବା ସଲଫର ଭଳି ଗନ୍ଧ ବାହାରୁଥିଲେ, ଏହାର ଅର୍ଥ ଏସିରୁ ଗ୍ୟାସ୍‌‌ ଲିକ୍‌‌ ହେଉଛି। ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ଏହି କାରଣରୁ ଘରେ ନିଆଁ ଲାଗିଯାଇପାରେ। ତେଣୁ ଏପରି ଗନ୍ଧ ଆସୁଥିଲେ ତୁରନ୍ତ ଏସି ବନ୍ଦ କରିବା ସହିତ ଏହାର ମରାମତି କରିବା ଆବଶ୍ୟକ।

ଅନେକ ସମୟରେ ଏସି ଭିତରୁ ଆବର୍ଜନା ଗନ୍ଧ ଆସିଥାଏ। ଏହାର ଅର୍ଥ ଏସି ଭିତରେ କୌଣସି ଜୀବ ଅର୍ଥାତ ଝିଟିପିଟି, ମୂଷା କିମ୍ପା ଛୋଟ ପକ୍ଷୀ ପଶି ମରିଯାଇଥିବେ। ୱିଣ୍ଡୋ ଏସିରେ ଏହାର ଆଶଙ୍କା ଅଧିକ ଥାଏ। ଏପରି ହେଲେ ଡକ୍ଟ ଫିଲ୍‌‌ଟର ସଫା କରିବା ଜରୁରୀ। ସେପର୍ୟ୍ୟନ୍ତ ଏସି ଚାଲୁ କରିବା ଅନୁଚିତ।

ଯଦି ଏସିରୁ କାର୍‌‌ ଧୂଆଁ ଭଳି ଗନ୍ଧ ଆସେ, ତାହାର ଅର୍ଥ ହେଉଛି ରେଫ୍ରିଜରେଣ୍ଟ ଲିକେଜ୍‌‌। ଅର୍ଥାତ କଏଲରେ ଛିଦ୍ର ହୋଇଥାଇପାରେ। ଏପରି ସ୍ଥିତିରେ ଏସିର ସର୍ଭିସ କରାଯିବା ଉଚିତ।

ଏସିରୁ ବାହାରୁଥିବା ଗନ୍ଧ ଏସିରେ କିଛି ନା କିଛି ଗଡ଼଼ବଡ଼ ଥିବାର ସଙ୍କେତ ଦେଇଥାଏ। କିଛି ପୋଡ଼ିଯାଉଥିବାର ଗନ୍ଧ ମଧ୍ୟ ବେଳେବେଳେ ଆସିଥାଏ। ଶଟ୍‌‌ସର୍କିଟ୍‌‌ ଅଥବା ମୋଟର ଗରମ ହୋଇଗଲେ ଏପରି ଗନ୍ଧ ଆସିଥାଏ। ତେଣୁ ସୁରକ୍ଷିତ ରହିବା ଲାଗି ନିୟମିତ ବ୍ୟବଧାନରେ ଏସିକୁ ଯାଞ୍ଚ କରିବା ସହିତ ମରାମତି କରିବା ଉଚିତ।

Powered by Froala Editor

Tags Ac

Related articles Odisha News Lens 4.1

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...
    ବିଶେଷ

    ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14988
    Jun 11, 2025
  • ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ
    ଦେଶ-ଦେଶାନ୍ତର

    ଭାଇରାଲ ହେବାରେ ଲାଗିଛି ରାଜା ରଘୁବଂଶୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟ

    14668
    Jun 12, 2025
  • ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ
    ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ଦୁର୍ଘଟଣାଗ୍ରସ୍ତ ବିମାନରେ ଥିଲେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ

    13602
    Jun 12, 2025
  • ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ
    ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    13589
    Jun 12, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର
    ବିଶେଷ

    ଭାରି ଲାଭକାରୀ ଭୃସଙ୍ଗପତ୍ର

    14519
    Jun 11, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ
    ଦେଶ-ଦେଶାନ୍ତର

    ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13660
    Jun 12, 2025
  • ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14355
    Jun 12, 2025
  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍
    ଦେଶ-ଦେଶାନ୍ତର

    ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14149
    Jun 12, 2025
  • ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    14746
    Jun 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ

    14746
    Jun 12, 2025
  • ଦେଶ-ଦେଶାନ୍ତର

    ଭାଗ୍ୟଶାଳୀ ସିଟ୍‌ ନମ୍ବର 11A ଯାତ୍ରୀ ରମେଶ

    13589
    Jun 12, 2025
  • ଦେଶ-ଦେଶାନ୍ତର

    ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ

    14355
    Jun 12, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16656
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16957
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15484
    Apr 03, 2021

ବିଶେଷ

  • ଦାନ୍ତକୁ ସୁସ୍ଥ ରଖିବେ କିପରି ଜାଣନ୍ତୁ...

    14988
    Jun 11, 2025
  • ଭାରି ଲାଭକାରୀ ଭୃସଙ୍ଗପତ୍ର

    14519
    Jun 11, 2025
  • ସପ୍ତାହରେ ୨ ଥର ପିଅନ୍ତୁ ଡାଳିମ୍ବ ଜୁସ୍‌…

    14046
    Jun 10, 2025
  • ଏହିସବୁ ସମସ୍ୟା ପାଇଁ ଲେମ୍ବୁ ପାଣି

    15469
    Jun 10, 2025
  • ଆଖି ପାଇଁ ସପୁରୀ ରସ

    16112
    Jun 08, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15699
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16324
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14028
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14823
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାଇର ମୃତ୍ୟୁ ପରେ କଣ୍ଟେଣ୍ଟ ସେୟାର କଲେ ସୃଷ୍ଟି, ୟୁଜର୍ସ ଦେଲେ ଏମିତି ମନ୍ତବ୍ୟ...

    14289
    Jun 12, 2025
  • ଦୁର୍ଘଟଣା ପୂର୍ବରୁ ପାଇଲଟ କରିଥିଲେ ମେଡେ କଲ୍

    14149
    Jun 12, 2025
  • ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏ କ୍ଷତିପୂରଣ

    13660
    Jun 12, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In