Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 20, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ...

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆପ ବିଧାୟକ ଗିରଫ

ଆପ ବିଧାୟକ ଗିରଫ

2024-09-02 10:13:04
15949
Share:
Facebook
Twitter
E-Mail
WhatsApp
Telegram
ଆପ ବିଧାୟକ ଗିରଫ

ନୂଆଦିଲ୍ଲୀ: ଆପ ବିଧାୟକଙ୍କୁ ଗିରଫ କରିଛି ଇଡି । ବିଧାୟକ ଅମାନତୁଲ୍ଲା ଖାନକୁ ଇଡି ଗିରଫ କରିଛି ।  ଦୀର୍ଘ ୬ ଘଣ୍ଟାର ଜେରା ପରେ ଇଡି ତାଙ୍କୁ ଗିରଫ କରିଛି ।  ୱାକଫ ଚାକିରି ଦୁର୍ନୀତି ମାମଲାରେ ଇଡି ତାଙ୍କୁ ଗିରଫ କରିଛି । ଅର୍ଥ ହେରଫେର ମାମଲାରେ ସୋମବାର ସକାଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ଆମ୍ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପହଞ୍ଚି ଚଢ଼ଉ କରିଥିଲା । ।ଦିଲ୍ଲୀ ୱାକଫ ବୋର୍ଡର ଅଧ୍ୟକ୍ଷ ଥିବା ବେଳେ ବେଆଇନ ନିଯୁକ୍ତି ଏବଂ ଆର୍ଥିକ ହେରଫେର୍‌ ଅଭିଯୋଗର ସମ୍ମୁଖୀନ ହୋଇଥିବା ଖାନ ଏକ ଏକ୍ସ ପୋଷ୍ଟ୍‌ କରି କହିଛନ୍ତି ଯେ ‘‘ମୋତେ ଗିରଫ କରିବା ପାଇଁ ଇଡିର ଲୋକମାନେ ଆସି ମୋ ଘରେ ପହଞ୍ଚିଛନ୍ତି।’’

Powered by Froala Editor

Tags Arrested

Related articles Odisha News Lens 4.1

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15611
    May 18, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14681
    May 19, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ
    ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15290
    May 19, 2025
  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ
    ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14664
    May 19, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ
    ବିଶେଷ

    ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13610
    May 20, 2025
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ
    ଦେଶ-ଦେଶାନ୍ତର

    ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ

    14640
    May 19, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି
    ବିଶେଷ

    ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15292
    May 20, 2025
  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14967
    May 19, 2025
  •  ପ୍ରୋଟିନରେ ଭରପୁର ଏହି ୫ ଜିନିଷ
    ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15290
    May 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15290
    May 19, 2025
  • ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15290
    May 19, 2025
  • ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14681
    May 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16606
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16898
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15443
    Apr 03, 2021

ବିଶେଷ

  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13610
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15292
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15290
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14681
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14283
    May 18, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16270
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13983
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14777
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15303
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15549
    May 18, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15290
    May 19, 2025
  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14967
    May 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In