Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, April 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ...

  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ...

  • ମଟନ କଣ୍ଟା ଫସି ଚାଲିଗଲା ଜୀବନ

  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

  • ଆସାମ ମୁଖ୍ୟମନ୍ତ୍ରୀଙ୍କ ...

  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ ...

  • ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ...

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ...

  • ପଲାଶ-ସ୍ମୃତି ପୁଣି ଏକାଠି !

Home ›› ››ପ୍ରବଳ ବର୍ଷାରେ ଯୁବକ, ଯୁବତୀଙ୍କୁ ପାଣି ଫିଙ୍ଗି ଅସଦାଚରଣ, ୪ ଗିରଫ

ପ୍ରବଳ ବର୍ଷାରେ ଯୁବକ, ଯୁବତୀଙ୍କୁ ପାଣି ଫିଙ୍ଗି ଅସଦାଚରଣ, ୪ ଗିରଫ

2024-08-01 19:43:19
15370
Share:
Facebook
Twitter
E-Mail
WhatsApp
Telegram
ପ୍ରବଳ ବର୍ଷାରେ ଯୁବକ, ଯୁବତୀଙ୍କୁ ପାଣି ଫିଙ୍ଗି ଅସଦାଚରଣ, ୪ ଗିରଫ

ଲକ୍ଷ୍ନୌରେ ଗତ ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିଲା। ଯେଉଁ କାରଣରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ସେହି ସମୟରେ କିଛି ଯୁବକ ସବୁ ସୀମା ପାର୍ କରିଯାଇଛନ୍ତି । ଏକାଠି ହୋଇ ଯୁବତୀଙ୍କ ଉପରକୁ ପାଣି ଫିଙ୍ଗିଛନ୍ତି । ଏହି ମାଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି।

ତାଜ ହୋଟେଲ ନିକଟରେ ଥିବା ରାସ୍ତାରେ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଲୋକ ରାସ୍ତାରେ ଜମିଥିବା ପାଣିରେ ମଜା ମସ୍ତି କରୁଥିଲେ। ଏତିକି ବେଳେ ବାଇକ୍‌ରେ ଜଣେ ଯୁବକ ଏବଂ ଯୁବତୀ ସେହି ରାସ୍ତା ଦେଇ ଯିବା ସମୟରେ ତାଙ୍କୁ ଲୋକେ ଘେରି ଯାଇଥିଲେ। ଯୁବତୀଙ୍କ ସହ ସେମାନେ ଅସଦାଚରଣ କରିଥିଲେ। ପଛପଟୁ ତାଙ୍କ ବାଇକ୍‌ ଟାଣିବା ସହ ତାଙ୍କ ଉପରକୁ ରାସ୍ତା ଉପରେ ଜମି ରହିଥିବା ବର୍ଷା ପାଣି ଫିଙ୍ଗିଥିଲେ। ଫଳରେ ଗାଡ଼ିଚଲାଉଥିବ‌ା ଯୁବକ ଓ ପଛରେ ବସିଥିବା ଯୁବତୀ ଭାରସାମ୍ୟ ରକ୍ଷା କରି ନପାରି ବର୍ଷା ପାଣି ଭିତରେ ପଡ଼ି ଯାଇଥିଲେ।

ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳ‌ରେ ପହଞ୍ଚି ତୁରନ୍ତ ଯୁବକ ଏବଂ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣଙ୍କୁ ଗିରଫ କରିବା ସହିତ ଆଉ କିଛିଜଣଙ୍କୁ ଅଟକ ରଖିଛି। ପୁଲିସ ଏକ ତିନି ଜଣିଆ ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି।

ଏହି ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଗୁରୁବାର ତିନିଜଣ ଅଧିକାରୀଙ୍କ ସମେତ ପାଞ୍ଚ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଡେପୁଟି କମିଶନର (ଡିସିପି) ପ୍ରବଲ ପ୍ରତାପ ସିଂ, ଅତିରିକ୍ତ ଡିସିପି ଅମିତ କୁମାୱତ ଏବଂ ଗୋମତି ନଗରର ଆସିଷ୍ଟାଣ୍ଟ ପୁଲିସ କମିଶନର ଅନସୁ ଜୈନଙ୍କୁ ସେମାନଙ୍କ ପଦରୁ ହଟାଇ ଦିଆଯାଇଛି। ଏଥିସହ ଗୋମତି ନଗରର ଏସଏଚଓ ଦୀପକ କୁମାର ପାଣ୍ଡେ, ଷ୍ଟେସନ ଦାୟିତ୍ୱରେ ଥିବା ଋଷି ବିବେକ, ସବ୍-ଇନ୍ସପେକ୍ଟର କପିଲ କୁମାର ଏବଂ କନଷ୍ଟେବଳ ବିରେନ୍ଦ୍ର କୁମାର ଏବଂ ଧରମବୀରଙ୍କୁ ନିଲମ୍ବିତ କରାଯାଇଛି।

 

Powered by Froala Editor

Tags rain

Related articles Odisha News Lens 4.1

  • ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ

    14175
    Apr 09, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15153
    Apr 09, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ
    ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14586
    Apr 10, 2026
  • ପଲାଶ-ସ୍ମୃତି ପୁଣି ଏକାଠି !
    ମନୋରଞ୍ଜନ

    ପଲାଶ-ସ୍ମୃତି ପୁଣି ଏକାଠି !

    15057
    Apr 09, 2026
  • ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ...

    15084
    Apr 09, 2026
  • ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା
    ମନୋରଞ୍ଜନ

    ନଣନ୍ଦଙ୍କ ନାଁରେ ୨ କୋଟି ଟଙ୍କାର ମାନହାନି ମାମଲା କଲେ ହଂସିକା

    15008
    Apr 10, 2026
  • ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର
    ଦେଶ-ଦେଶାନ୍ତର

    ଟଙ୍କା ଡବଲ ଆଶାରେ ୧୨ କୋଟି ହରାଇଲେ ଡାକ୍ତର

    14674
    Apr 10, 2026
  • ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି
    ଦେଶ-ଦେଶାନ୍ତର

    ଭୋଟ୍ ଦେବା ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

    14394
    Apr 09, 2026
  • ମଟନ କଣ୍ଟା ଫସି ଚାଲିଗଲା ଜୀବନ
    ଦେଶ-ଦେଶାନ୍ତର

    ମଟନ କଣ୍ଟା ଫସି ଚାଲିଗଲା ଜୀବନ

    15403
    Apr 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15355
    Apr 09, 2026
  • ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ପ୍ରୋତ୍ସାହନ ଘୋଷଣା, ପ୍ରାଥମିକ ଠାରୁ ସ୍ନାତକ ପର୍ଯ୍ୟନ୍ତ ପ୍ରଦାନ କରିବେ ...

    15084
    Apr 09, 2026
  • ଦେଶ-ଦେଶାନ୍ତର

    ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14586
    Apr 10, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17409
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17466
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17818
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16295
    Apr 03, 2021

ବିଶେଷ

  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15153
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14009
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14529
    Apr 07, 2026
  • ତ୍ୱଚାକୁ ପ୍ରାକୃତିକ ଚମକ ଦେବ ଏହି ଫଳ

    15713
    Apr 06, 2026
  • ଆମ୍ବର ଦାମ୍ ୩ ଲକ୍ଷ ଟଙ୍କା

    14185
    Apr 04, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15320
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15050
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15554
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13851
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୩ଟା ସୁଦ୍ଧା କେଉଁ ସ୍ଥାନରେ କେତେ ପ୍ରତିଶତ ମତଦାନ ହୋଇଛି ଜାଣନ୍ତୁ

    14175
    Apr 09, 2026
  • ବଡ଼ ଠକେଇ, ପୂର୍ବତନ ଆଇଏଏସ୍ ଅଧିକାରୀ ଗିରଫ

    15355
    Apr 09, 2026
  • ସ୍ୱାମୀର ଭୁଲ୍ ପାଇଁ ଅଙ୍ଗନବାଡିଙ୍କୁ ଗଛରେ ବାନ୍ଧି ପିଟିଲେ

    14586
    Apr 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In