Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ ...

  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ...

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ...

  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ...

  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ...

  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ...

  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ...

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ...

ବିଶେଷ
Home ›› ବିଶେଷ ››କାର୍ଯ୍ୟକ୍ଷେତ୍ରରେ ଚାପ: ରୋବଟ୍‍ କଲା ଆତ୍ମହତ୍ୟା

କାର୍ଯ୍ୟକ୍ଷେତ୍ରରେ ଚାପ: ରୋବଟ୍‍ କଲା ଆତ୍ମହତ୍ୟା

2024-07-16 11:57:44
16394
Share:
Facebook
Twitter
E-Mail
WhatsApp
Telegram
କାର୍ଯ୍ୟକ୍ଷେତ୍ରରେ ଚାପ: ରୋବଟ୍‍ କଲା ଆତ୍ମହତ୍ୟା

କାର୍ଯ୍ୟକ୍ଷେତ୍ରରେ ଚାପ, ପାରିବାରିକ, ସ୍ବାସ୍ଥ୍ୟଗତ ଏବଂ ଆର୍ଥିକ ସମସ୍ୟା ଯୋଗୁଁ ଲୋକମାନେ ଆତ୍ମହତ୍ୟା କରିଥାନ୍ତି। ତେବେ କାର୍ଯ୍ୟ ଚାପ ଯୋଗୁଁ ଗୋଟିଏ ରୋବଟ୍‌ ଆତ୍ମହତ୍ୟା କରିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଦକ୍ଷିଣ କୋରିଆର ଗୁମି ମହାନଗର ନିଗମରେ ଏକ ରୋବଟ୍‌କୁ ନିୟୋଜିତ କରାଯାଇଥିଲା। ସେହି ରୋବଟ୍‌ ବିଭିନ୍ନ ବିଭାଗକୁ ଯାଇ ଜରୁରୀ କାଗଜପତ୍ର ନେବା ଆଣିବା କରିବା ସହ ସ୍ଥାନୀୟ ବାସିନ୍ଦାଙ୍କୁ ବିଭିନ୍ନ ତଥ୍ୟ ପ୍ରଦାନ କରି ଆସୁଥିଲା। ରୋବଟ୍‌ଟି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାମ କରୁଥିଲା। ୨୦୨୩ ଅଗଷ୍ଟରୁ ରୋବଟ୍‌ଟି ଏହି କାମରେ ନିୟୋଜିତ ହୋଇଥିଲା। ସେହି ରୋବଟ୍‌ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। କାମ କରୁଥିବା ବେଳେ ରୋବଟ୍‌ଟି ହଠାତ୍‌ ଗୋଟିଏ ସ୍ଥାନରେ ଅଟକି ଯାଇ ୩/୪ ଘେରା ବୁଲିବା ସହ ପାହାଚରୁ ତଳକୁ ଡେଇଁ ପଡ଼ିଥିବା କେତେକ ବ୍ୟକ୍ତି କହିଛନ୍ତି। ପାହାଚରୁ ତଳକୁ ପଡ଼ିବା ଫଳରେ ରୋବଟ୍‌ର ବିଭିନ୍ନ ଅଂଶ ଭାଙ୍ଗିରୁଜି ଯାଇଥିଲା। ରୋବଟ୍‌ଟି କାମ କରିବା ସଂପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲା। ରୋବଟ୍‌ ଆତ୍ମହତ୍ୟା କରିବା ପଛରେ କାର୍ଯ୍ୟ ଚାପ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି। ଏହି ଘଟଣାର ତଦନ୍ତ ନିମନ୍ତେ ମହାନଗର ନିଗମ ତରଫରୁ ତଦନ୍ତ ଆରମ୍ଭ ହୋଇଛି। ରୋବଟ୍‌ ପ୍ରସ୍ତୁତକାରୀ ଆମେରିକାର କମ୍ପାନୀ ମଧ୍ୟ ନିଜ ତରଫରୁ ତଦନ୍ତ ଆରମ୍ଭ କରିଛି।

Powered by Froala Editor

Tags Rebort

Related articles Odisha News Lens 4.1

  • ସ୍ନାନ ଜଳରେ ମିଶାନ୍ତୁ  ଏହି ସ୍ୱତନ୍ତ୍ର ଜିନିଷ,  ହୋଇଥାଏ ଶୁଭ
    ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14194
    May 21, 2025
  • ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ପକ୍ଷରୁ ବାରମ୍ବାର ଆକ୍ରମଣ ଜାରି, ୫୫ ମୃତ

    13781
    May 21, 2025
  • ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂରର ଭିଡ଼ିଓ ଜାରି କଲା ଭାରତୀୟ ବାୟୁସେନା

    13524
    May 20, 2025
  • କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ
    ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14596
    May 20, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...
    ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ...

    13578
    May 21, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ
    ବିଶେଷ

    ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14607
    May 21, 2025
  • ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ
    ଦେଶ-ଦେଶାନ୍ତର

    ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

    14622
    May 20, 2025
  • ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର
    ଦେଶ-ଦେଶାନ୍ତର

    ଆତତାୟୀଙ୍କ ଗୁଳିରେ ଆମିର ହାମଜା ଗୁୁରୁତର

    14082
    May 21, 2025
  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14523
    May 20, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କଳି ଯୁଗର ନାରୀ : ୭ ମାସରେ ୨୫ ପୁରୁଷଙ୍କୁ ବିବାହ

    14596
    May 20, 2025
  • ଦେଶ-ଦେଶାନ୍ତର

    କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଆମେରିକା, ତିଆରି କରିବ ଗୋଲଡେନ ଡୋମ

    13578
    May 21, 2025
  • ବିଶେଷ

    ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14194
    May 21, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16610
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16901
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15446
    Apr 03, 2021

ବିଶେଷ

  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    14607
    May 21, 2025
  • ସ୍ନାନ ଜଳରେ ମିଶାନ୍ତୁ ଏହି ସ୍ୱତନ୍ତ୍ର ଜିନିଷ, ହୋଇଥାଏ ଶୁଭ

    14194
    May 21, 2025
  • ଶରୀର ପାଇଁ ବେଶ୍‌ ଉପକାରୀ ସକାଳ ଜଳଖିଆ

    13970
    May 20, 2025
  • ଏହି ଖାଦ୍ୟ ସହିତ ଖାଆନ୍ତୁ ନାହିଁ କାକୁଡ଼ି

    15652
    May 20, 2025
  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15643
    May 19, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16273
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13987
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14780
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15307
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନୀ ସେନା ଅଧିକାରୀଙ୍କ ବିଷୟରେ ଏଭଳି ରୋଚକ କଥା କହିଲେ ମନୋଜ ମୁକୁନ୍ଦ ନରଭଣେ

    14523
    May 20, 2025
  • ଶିଳ୍ପା ଶିରୋଡକର କୋଭିଡ୍ ପଜିଟିଭ୍

    15388
    May 20, 2025
  • କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିବ ଆମେରିକା, ତିଆରି କରିବ ଗୋଲଡେନ ଡୋମ

    13578
    May 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In