Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 21, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ...

  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ...

  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

  • ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ...

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ...

  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ...

  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ହସ୍ପିଟାଲରୁ ଡିସଚାର୍ଜ ହେଲେ ଆଡଭାନୀ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଆଡଭାନୀ

2024-06-28 06:37:55
16133
Share:
Facebook
Twitter
E-Mail
WhatsApp
Telegram
ହସ୍ପିଟାଲରୁ ଡିସଚାର୍ଜ ହେଲେ ଆଡଭାନୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ  ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଅସୁସ୍ଥତା ହେତୁ ଗତରାତିରେ ଆଡଭାନୀଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ହୋଇଥିଲା ଏବଂ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୯୬ ବର୍ଷୀୟ ଆଡଭାନୀଙ୍କୁ ଗତକାଲି ଜେରିଆଟ୍ରିକ୍(ବାର୍ଦ୍ଧକ୍ୟଜନିତ ଅସୁସ୍ଥତା) ବିଭାଗର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା। ଚଳିତ ବର୍ଷ ମାର୍ଚ୍ଚ ୩୦ ତାରିଖରେ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପାଇଥିବା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କ ସ୍ବାସ୍ଥ୍ୟାବସ୍ଥା ଗତକାଲି ବିଳମ୍ବିତ ରାତିରେ ହଠାତ ଖରାପ ହୋଇଯାଇଥିଲା। ଆ‌ଡଭାନୀଙ୍କୁ ୟୁରୋଲୋଜି ଏବଂ କାର୍ଡିଓଲୋଜି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଚିକିତ୍ସା କରିଥିଲେ।

Powered by Froala Editor

Tags Lk advani

Related articles Odisha News Lens 4.1

  • ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ
    ଦେଶ-ଦେଶାନ୍ତର

    ୧୦ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

    13438
    Nov 20, 2025
  • ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ
    ମନୋରଞ୍ଜନ

    ଦ୍ୱିତୀୟ ଗର୍ଭଧାରଣ ଘୋଷଣା କଲେ ସୋନମ

    13989
    Nov 20, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ ...
    ବାଣିଜ୍ୟ

    ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ ...

    14338
    Nov 20, 2025
  • ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !
    ମନୋରଞ୍ଜନ

    ମାହିକାଙ୍କ ସହ ନିର୍ବନ୍ଧ କଲେ ହାର୍ଦ୍ଦିକ !

    14251
    Nov 20, 2025
  • ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ
    ଦେଶ-ଦେଶାନ୍ତର

    ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ

    15645
    Nov 20, 2025
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ
    ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14266
    Nov 20, 2025
  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ
    ବିଶେଷ

    ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    14994
    Nov 21, 2025
  • ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...
    ଦେଶ-ଦେଶାନ୍ତର

    ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ ...

    15321
    Nov 20, 2025
  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ
    ଦେଶ-ଦେଶାନ୍ତର

    ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    14199
    Nov 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14266
    Nov 20, 2025
  • ଦେଶ-ଦେଶାନ୍ତର

    ଡାକ୍ତର ଏବଂ ଇଞ୍ଜିନିୟର ହେବା ପାଇଁ ପାଠ ପଢ଼ନ୍ତି, ତା'ପରେ ଦେଶ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେଉଛନ୍ତି

    15321
    Nov 20, 2025
  • ବିଶେଷ

    ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    14994
    Nov 21, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16858
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16954
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17299
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15771
    Apr 03, 2021

ବିଶେଷ

  • ପିଲାଙ୍କ ଠାରେ ଏମିତି ଲକ୍ଷଣ ଦେଖାଗଲେ ହୋଇପାରେ ମଧୁମେହର ଲକ୍ଷଣ

    14994
    Nov 21, 2025
  • ଏହି ଖାଦ୍ୟ ଖାଆନ୍ତୁ, ଚିକ୍ ଚିକ୍ କରିବ ତ୍ଵଚା

    14761
    Nov 19, 2025
  • ବାଳ ପାଇଁ ଅତ୍ୟନ୍ତ ଲାଭଦାୟକ ଅଣ୍ଡା ତେଲ

    14641
    Nov 17, 2025
  • ଏହି କାରଣରୁ ବିନ୍ଧିଥାଏ ଗୋଡ

    16194
    Nov 16, 2025
  • ଶୀତଦିନ ପାଇଁ ସୁପର୍ ଫୁଡ

    15210
    Nov 15, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ୍‌ ଆଦିତ୍ୟ ଆଲୁମିନିୟମ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ ୟୁଏନ୍‌ ଗ୍ଲୋବାଲ କମ୍ପାକ୍ଟ ନେଟୱର୍କ ଇଣ୍ଡିଆ (ୟୁଏନ୍‌ଜିସିଏନ୍& ...

  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    14846
    Nov 15, 2025
  • ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

    14726
    Nov 10, 2025
  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14317
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13962
    Oct 27, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ଥରେ ପରିବର୍ତ୍ତନ ହେବ ଆଧାରକାର୍ଡର ରୂପ

    15645
    Nov 20, 2025
  • ୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ

    14266
    Nov 20, 2025
  • ଭାରତ ଫେରିଲା ଗ୍ୟାଙ୍ଗଷ୍ଟାର ଅନମୋଲ

    14199
    Nov 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In