Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, March 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ...

  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

  • ୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ...

  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ...

  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ...

  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ...

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ ...

  • ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ...

Home ›› ››ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

2024-06-22 10:11:32
16103
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

ଦିଲ୍ଲୀ : ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଆମୱେ ଇଣ୍ଡିଆ ସୁସ୍ଥ ଜୀବନକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ସହିତ ଯୋଗ ଓ ପୁଷ୍ଟିସାଧନର ଅବାଧ ସମନ୍ୱୟ ଜରିଆରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟର ସର୍ବାଧିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛି । ପ୍ରାତଃକାଳୀନ ନିୟମିତ କାର୍ଯ୍ୟରେ ଯୋଗ ଓ ଧ୍ୟାନପୂର୍ବକ ଖାଇବାକୁ ସାମିଲ କରିବା ଏହି ପ୍ରୟାସର ଲକ୍ଷ୍ୟ, ଯାହା ଦିନର ଅବଶିଷ୍ଟ ସମୟ ପାଇଁ ଏକ ସକାରାତ୍ମକ ଭାବନା ଜାଗ୍ରତ କରିବା ଏବଂ ଉଭୟ ଶାରୀରିକ ଏବଂ ମାନସିକ କଲ୍ୟାଣରେ ସହାୟକ ହୋଇପାରିବ । ଏହି ପ୍ରୟାସର ଅଂଶସ୍ୱରୂପ, ଆମୱେ ଇଣ୍ଡିଆ ଏକାଧିକ ଶାରୀରିକ ଏବଂ ଆଧ୍ୟାତ୍ମିକ ଭର୍ଚୁଆଲ ଯୋଗ କାର୍ଯ୍ୟକ୍ରମ ଓ ତାହାସହିତ ବିଶାରଦ ବକ୍ତାଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସମଗ୍ର ଦେଶରେ ପ୍ରାୟ ୪୦୦୦ ଫିଟ୍‌ନେସ୍‌  ଆଗ୍ରହୀଙ୍କ ନିକଟରେ ପହଞ୍ଚିଥିଲା । 

ଏହି ଅବସରରେ ପ୍ରକାଶ କରି ଚନ୍ଦ୍ର ଚକ୍ରବର୍ତ୍ତୀ, ସିନିୟର ଭାଇସ୍‌ ପ୍ରେସିଡେଣ୍ଟ, ଇଷ୍ଟ ଆଣ୍ଡ ୱେଷ୍ଟ, ଆମୱେ କହିଥିଲେ, “ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ସପକ୍ଷବାଦୀ ଭାବରେ ଆମେ ଯୋଗକୁ ସାମଗ୍ରିକ କଲ୍ୟାଣ ଉପରେ ପ୍ରାଧାନ୍ୟ ଦେଇ ବିଶ୍ୱସ୍ତରରେ ପ୍ରସାରିତ କରିବା ପ୍ରୟାସ ନିମନ୍ତେ ଭାରତ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରୁଛୁ । ଯୋଗ ଓ ଖାଦ୍ୟ ମଧ୍ୟରେ ରହିଥିବା ଆନ୍ତଃସମ୍ପର୍କ, ବିଶେଷକରି ଦିନର ପ୍ରଥମ ଖାଦ୍ୟ, ଭାରତରେ ଯୋଗାଭ୍ୟାସକାରୀଙ୍କ ଉପରେ ଅଧ୍ୟୟନରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି । ଏହି ଅଧ୍ୟୟନରୁ ଜଣାଯାଇଛି ଯେ ୬୫% ଯୋଗାଭ୍ୟାସକାରୀ ସେମାନଙ୍କ ଯୋଗାଭ୍ୟାସ ଆରମ୍ଭ କରିବା ପରେ ନିଜ ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଅଥବା ପାନୀୟ ସାମିଲ କରିଥିଲେ । ସର୍ବୋପରି ୭୨.୪% ଉଲ୍ଲେଖ କରିଥିଲେଯେ ଯୋଗ ସେମାନଙ୍କର ପ୍ରଥମ ଭୋଜନର ସମୟ ଉପରେ ପ୍ରଭାବ ପକାଇଥିଲା, ୬୩% ଶୀଘ୍ର ଖାଇବା ଆରମ୍ଭ କରିଥିଲେ । ସେଥିପାଇଁ ଆମର ବିଶ୍ୱାସ ଯେ ଆମ ଶରୀରର ଜୈବିକ ଘଡି ସହିତ ଯୋଗାଭ୍ୟାସ ଏବଂ ପୁଷ୍ଟିକର ଖାଦ୍ୟକୁ ସାମିଲ କଲେ ଆମେ ଆମର ସ୍ୱାସ୍ଥ୍ୟ ଏବଂ ଜୀବନୀ ଶକ୍ତିକୁ ଶୀର୍ଷସ୍ତରକୁ ନେଇପାରିବା । ଆମୱେରେ ଆମେ ଆମର ବ୍ୟାୟାମର ବିଚାରଧାରା, ସକାରାତ୍ମକ ମନୋଭାବ, ବିଶ୍ରାମ ଏବଂ ପୁଷ୍ଟିସାଧନ ଜରିଆରେ ଏହି ଆଭିମୁଖ୍ୟରେ ଚମ୍ପିଆନ୍‌ ରହିଛି ଏବଂ ପୁଷ୍ଟିସାଧନ କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂର କରିବା ତଥା ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ବିଷୟ ପ୍ରତି ଦୃଷ୍ଟିଦେବାକୁ ପ୍ରଥମ ଭୋଜନ ପ୍ରତି ଏକ ଶୃଙ୍ଖଳିତ ଆଭିମୁଖ୍ୟ ପୋଷଣ କରିବା ଏବଂ ଯୋଗ ଭଳି ବ୍ୟାୟାମ କରିବା, ତତ୍‌ସହିତ ଆବଶ୍ୟକତା ଭିତ୍ତିକ ଅନୁପୂରଣ ସଂଯୁକ୍ତ କରିବା ସପକ୍ଷରେ କହିଆସୁଛୁ । ସୁସ୍ଥ ଜୀବନ ଅଭ୍ୟାସକୁ ଆପଣେଇ ଜୀବନଗୁଡିକରେ ରୂପାନ୍ତରଣ ଆଣିବା, ସ୍ୱାସ୍ଥ୍ୟ ଅବଧିକୁ ସମ୍ପ୍ରସାରିତ କରିବାରେ ସହାୟତା କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଢିତୋଳିବା ଆଦି ଆମର ଲକ୍ଷ୍ୟ ସହିତ ସଂଯୁକ୍ତ ହୋଇଛି ।”

ପୂର୍ବାଞ୍ଚଳରେ ଏକାଧିକ ଫଳପ୍ରଦ ଶାରୀରିକ ଏବଂ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡିକରେ ବ୍ୟାପକ ଯୋଗାଭ୍ୟାସ ଏବଂ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ କାର୍ଯ୍ୟକ୍ରମ ରହିଥିଲା ଯାହା ଜନସାଧାରଣଙ୍କ ସହିତ ନିବିଡ ସମ୍ପର୍କକୁ ବିକଶିତ କରିବା ଲକ୍ଷ୍ୟ ରଖିଥିଲା । ସେଗୁଡିକ ମଧ୍ୟ ଯୋଗ ଫାଇଦାକୁ ପ୍ରୋତ୍ସାହିତ କରିବା ଏବଂ ଏକ ପୁଷ୍ଟିକର ଭୋଜନ ସହିତ ଦିନ ଆରମ୍ଭର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା । ପ୍ରତ୍ୟେକ ଅଧିବେଶନ ପରେ ଅଂଶଗ୍ରହଣକାରୀମାନେ ପୁଷ୍ଟିକର ନୁ୍ୟଟି୍ରଲାଇଟ୍‌ ପ୍ରୋଟିନ ଶେକ୍‌ବା ସ୍ମୁଥି ପାନରେ ସାମିଲ ହୋଇଥିଲେ, ଯାହା ଯୋଗର ଫାଇଦା ସହିତ ପରିପୂରକ କରିବାକୁ ଦିନର ଏକ ପୂର୍ଣ୍ଣାଙ୍ଗ ପ୍ରଥମ ଭୋଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜୋର୍‌ ଦେଇଥିଲା । ଡ.ସୁଚିତ୍ରା ମୁଖାର୍ଜୀ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଉପରେ ଏକ ସ୍ୱତନ୍ତ୍ର ଅଧବବେଶନ ପରିଚାଳନା କରିଥିଲେ ଯାହା ମାନସିକ କଲ୍ୟାଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ରଖିଥିଲା । ଏଥିସହିତ ଡିଜିଟାଲ ସପ୍ତଯୋଗ ଏବଂ ଫିଟ୍‌ନେସ୍‌ ଚାଲେଞ୍ଜ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ନିୟୋଜିତ ରଖିବା ଏବଂ ସେମାନଙ୍କୁ ପ୍ରେରଣା ଦେବାକୁ ଆୟୋଜନ କରାଯାଇଥିଲା । 

ପ୍ରତିଷେଧମୂକଳ ସ୍ୱାସ୍ଥ୍ୟ ଉପରେ ବର୍ଦ୍ଧିତ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ନିଜ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦାୟିତ୍ୱ ନିଜେ ନେବାକୁ ସଶକ୍ତ କରିବା ଦିଗରେ ଉତ୍ସର୍ଗୀକୃତ ରହିଛି । ପ୍ରାୟ ୯୦ ବର୍ଷର ସମୃଦ୍ଧ ପରମ୍ପରାକୁ ନେଇ ଆମୱେର ନୁ୍ୟଟ୍ରିଲାଇଟ ବିଶ୍ୱର ୰୧ ନମ୍ବର ବିିକ୍ରୟକାରୀ ଭିଟାମିନ୍‌ ଏବଂ ଖାଦ୍ୟ ସପ୍ଲିମେଣ୍ଟ ବ୍ରାଣ୍ଡ୍‌ ହୋଇଛି । ଏହା ପରିପୂରକ ପୋଷଣ ନିମନ୍ତେ ଏକ ଉଦ୍ଭିଦ ଭିତ୍ତିକ ଆଭିମୁଖ୍ୟରେ ଚମ୍ପିଆନ୍‌ ହୋଇଛି । ନୁ୍ୟଟ୍ରିଲାଇଟ ବାଇ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଲକ୍ଷ୍ୟ ହାସଲ ଦିଗରେ ସମର୍ଥନ ଯୋଗାଇବା ପ୍ରୟାସ କରୁଛି । ଏହାର ନବୋନ୍ମେଷୀ ଆଭିମୁଖ୍ୟ ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ଦୃଢ ପ୍ରତିବଦ୍ଧତା ଜରିଆରେ ଆମୱେ ପ୍ରତ୍ୟେକ ବ୍ୟକ୍ତିବଶେଷଙ୍କୁ ପ୍ରତିଟି ଦିନକୁ ଏକ ସୁସ୍ଥ ଭାବରେ ଆରମ୍ଭ କରିବା ଦିଗରେ ଉତ୍ସାହିତ କରୁଛି ।

Powered by Froala Editor

Tags Amway

Related articles Odisha News Lens 4.1

  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ
    ଦେଶ-ଦେଶାନ୍ତର

    ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    14101
    Mar 21, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି
    ବାଣିଜ୍ୟ

    ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15131
    Mar 22, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା
    ବାଣିଜ୍ୟ

    ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    14617
    Mar 22, 2026
  • କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ହ୍ୱାଟ୍ସଆପ୍ ସମ୍ପର୍କରେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କ’ଣ?

    13948
    Mar 21, 2026
  • ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ଈଦ ଶୁଭେଚ୍ଛା
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଜଣାଇଲେ ଈଦ ଶୁଭେଚ୍ଛା

    14394
    Mar 21, 2026
  • ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ
    ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    14928
    Mar 22, 2026
  • ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ
    ଦେଶ-ଦେଶାନ୍ତର

    ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14004
    Mar 22, 2026
  • ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର
    ଦେଶ-ଦେଶାନ୍ତର

    ଭାରତ ଅଭିମୁଖେ ଆଉ ୨ ଏଲପିଜି ଟ୍ୟାଙ୍କର

    13296
    Mar 22, 2026
  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ
    ଦେଶ-ଦେଶାନ୍ତର

    ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ

    14960
    Mar 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    14101
    Mar 21, 2026
  • ଦେଶ-ଦେଶାନ୍ତର

    ବ୍ଲାଉଜ୍ ପାଇଁ ପିଟାପିଟି, ଠେଙ୍ଗାରେ ଆକ୍ରମଣ

    14004
    Mar 22, 2026
  • ଦେଶ-ଦେଶାନ୍ତର

    ପ୍ରତ୍ୟେକ ବୁନ୍ଦା ଜଳର ମୂଲ୍ୟ ବୁଝିବା ଆମର ଦାୟିତ୍ୱ : ମୋଦୀ

    14928
    Mar 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17381
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17445
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17792
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16265
    Apr 03, 2021

ବିଶେଷ

  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    14822
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15535
    Mar 19, 2026
  • ଗୋଟେ ଗ୍ଲାସ କମଳା ରସ ସହିତ ଆରମ୍ଭ କରନ୍ତୁ ସକାଳ

    15449
    Mar 18, 2026
  • ରାତ୍ରୀ ଭୋଜନରେ ଖାଆନ୍ତୁ ଏହି ଖାଦ୍ୟ, କମିବ ପେଟ

    14180
    Mar 17, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    14081
    Mar 15, 2026

ବାଣିଜ୍ୟ

ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଆକାଶଛୁଆଁ ହୋଇଛି। ଶୁକ୍ରବାର ଦିନ ଶିଳ୍ପଭିତ୍ତିକ ଡିଜେଲ ଓ ପ୍ରିମିୟମ୍ ପେଟ୍ରୋଲ ଦରରେ ବଡ଼ ଧରଣର ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ବିକ୍ରି ହେଉଥିବା ବଲ୍କ ଡିଜେଲ ଲିଟର ପିଛା ୨୧.୯୨ ଟଙ୍କା (ପ୍ରାୟ ୨୫% ...

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15131
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13733
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14260
    Mar 05, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15695
    Feb 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15131
    Mar 22, 2026
  • ଆମେରିକାର ଏଫ୍-୩୫କୁ କ୍ଷେପଣାସ୍ତ୍ର ମାଡ କରିବାରେ ସଫଳ ହେଲା ଇରାନ

    14101
    Mar 21, 2026
  • ବାସନ ମାଜିଲାନି ବୋଲି ପୁଲିସ ଡାକିଲା ସ୍ତ୍ରୀ

    14960
    Mar 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In