Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ...

  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ...

  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ...

  • ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ...

  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ...

  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ...

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ...

ବାଣିଜ୍ୟ
Home ›› ବାଣିଜ୍ୟ ››ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

2024-06-22 10:11:32
16041
Share:
Facebook
Twitter
E-Mail
WhatsApp
Telegram
ଆମୱେ ଇଣ୍ଡିଆ ପାଳନ କଲା ଆନ୍ତର୍ଜାତିକ ଯୋଗ ଦିବସ: ଏକ ଉତ୍ତମ ଭବିଷ୍ୟତ ପାଇଁ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରୁଛି

ଦିଲ୍ଲୀ : ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ କମ୍ପାନୀ ଆମୱେ ଇଣ୍ଡିଆ ସୁସ୍ଥ ଜୀବନକୁ ପ୍ରୋତ୍ସାହିତ କରିବା ଦିଗରେ ନିଜର ଏକନିଷ୍ଠ ପ୍ରତିବଦ୍ଧତା ସହିତ ଯୋଗ ଓ ପୁଷ୍ଟିସାଧନର ଅବାଧ ସମନ୍ୱୟ ଜରିଆରେ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟର ସର୍ବାଧିକ ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଛି । ପ୍ରାତଃକାଳୀନ ନିୟମିତ କାର୍ଯ୍ୟରେ ଯୋଗ ଓ ଧ୍ୟାନପୂର୍ବକ ଖାଇବାକୁ ସାମିଲ କରିବା ଏହି ପ୍ରୟାସର ଲକ୍ଷ୍ୟ, ଯାହା ଦିନର ଅବଶିଷ୍ଟ ସମୟ ପାଇଁ ଏକ ସକାରାତ୍ମକ ଭାବନା ଜାଗ୍ରତ କରିବା ଏବଂ ଉଭୟ ଶାରୀରିକ ଏବଂ ମାନସିକ କଲ୍ୟାଣରେ ସହାୟକ ହୋଇପାରିବ । ଏହି ପ୍ରୟାସର ଅଂଶସ୍ୱରୂପ, ଆମୱେ ଇଣ୍ଡିଆ ଏକାଧିକ ଶାରୀରିକ ଏବଂ ଆଧ୍ୟାତ୍ମିକ ଭର୍ଚୁଆଲ ଯୋଗ କାର୍ଯ୍ୟକ୍ରମ ଓ ତାହାସହିତ ବିଶାରଦ ବକ୍ତାଙ୍କ କାର୍ଯ୍ୟକ୍ରମ ଆୟୋଜନ କରିବା ସହିତ ସମଗ୍ର ଦେଶରେ ପ୍ରାୟ ୪୦୦୦ ଫିଟ୍‌ନେସ୍‌  ଆଗ୍ରହୀଙ୍କ ନିକଟରେ ପହଞ୍ଚିଥିଲା । 

ଏହି ଅବସରରେ ପ୍ରକାଶ କରି ଚନ୍ଦ୍ର ଚକ୍ରବର୍ତ୍ତୀ, ସିନିୟର ଭାଇସ୍‌ ପ୍ରେସିଡେଣ୍ଟ, ଇଷ୍ଟ ଆଣ୍ଡ ୱେଷ୍ଟ, ଆମୱେ କହିଥିଲେ, “ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ କଲ୍ୟାଣର ସପକ୍ଷବାଦୀ ଭାବରେ ଆମେ ଯୋଗକୁ ସାମଗ୍ରିକ କଲ୍ୟାଣ ଉପରେ ପ୍ରାଧାନ୍ୟ ଦେଇ ବିଶ୍ୱସ୍ତରରେ ପ୍ରସାରିତ କରିବା ପ୍ରୟାସ ନିମନ୍ତେ ଭାରତ ସରକାରଙ୍କ ପ୍ରୟାସକୁ ପ୍ରଶଂସା କରୁଛୁ । ଯୋଗ ଓ ଖାଦ୍ୟ ମଧ୍ୟରେ ରହିଥିବା ଆନ୍ତଃସମ୍ପର୍କ, ବିଶେଷକରି ଦିନର ପ୍ରଥମ ଖାଦ୍ୟ, ଭାରତରେ ଯୋଗାଭ୍ୟାସକାରୀଙ୍କ ଉପରେ ଅଧ୍ୟୟନରୁ ସ୍ପଷ୍ଟ ପ୍ରତିପାଦିତ ହେଉଛି । ଏହି ଅଧ୍ୟୟନରୁ ଜଣାଯାଇଛି ଯେ ୬୫% ଯୋଗାଭ୍ୟାସକାରୀ ସେମାନଙ୍କ ଯୋଗାଭ୍ୟାସ ଆରମ୍ଭ କରିବା ପରେ ନିଜ ଖାଦ୍ୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ଅଥବା ପାନୀୟ ସାମିଲ କରିଥିଲେ । ସର୍ବୋପରି ୭୨.୪% ଉଲ୍ଲେଖ କରିଥିଲେଯେ ଯୋଗ ସେମାନଙ୍କର ପ୍ରଥମ ଭୋଜନର ସମୟ ଉପରେ ପ୍ରଭାବ ପକାଇଥିଲା, ୬୩% ଶୀଘ୍ର ଖାଇବା ଆରମ୍ଭ କରିଥିଲେ । ସେଥିପାଇଁ ଆମର ବିଶ୍ୱାସ ଯେ ଆମ ଶରୀରର ଜୈବିକ ଘଡି ସହିତ ଯୋଗାଭ୍ୟାସ ଏବଂ ପୁଷ୍ଟିକର ଖାଦ୍ୟକୁ ସାମିଲ କଲେ ଆମେ ଆମର ସ୍ୱାସ୍ଥ୍ୟ ଏବଂ ଜୀବନୀ ଶକ୍ତିକୁ ଶୀର୍ଷସ୍ତରକୁ ନେଇପାରିବା । ଆମୱେରେ ଆମେ ଆମର ବ୍ୟାୟାମର ବିଚାରଧାରା, ସକାରାତ୍ମକ ମନୋଭାବ, ବିଶ୍ରାମ ଏବଂ ପୁଷ୍ଟିସାଧନ ଜରିଆରେ ଏହି ଆଭିମୁଖ୍ୟରେ ଚମ୍ପିଆନ୍‌ ରହିଛି ଏବଂ ପୁଷ୍ଟିସାଧନ କ୍ଷେତ୍ରରେ ରହୁଥିବା ତାରତମ୍ୟ ଦୂର କରିବା ତଥା ସାମଗ୍ରିକ ସ୍ୱାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହିତ କରିବା ବିଷୟ ପ୍ରତି ଦୃଷ୍ଟିଦେବାକୁ ପ୍ରଥମ ଭୋଜନ ପ୍ରତି ଏକ ଶୃଙ୍ଖଳିତ ଆଭିମୁଖ୍ୟ ପୋଷଣ କରିବା ଏବଂ ଯୋଗ ଭଳି ବ୍ୟାୟାମ କରିବା, ତତ୍‌ସହିତ ଆବଶ୍ୟକତା ଭିତ୍ତିକ ଅନୁପୂରଣ ସଂଯୁକ୍ତ କରିବା ସପକ୍ଷରେ କହିଆସୁଛୁ । ସୁସ୍ଥ ଜୀବନ ଅଭ୍ୟାସକୁ ଆପଣେଇ ଜୀବନଗୁଡିକରେ ରୂପାନ୍ତରଣ ଆଣିବା, ସ୍ୱାସ୍ଥ୍ୟ ଅବଧିକୁ ସମ୍ପ୍ରସାରିତ କରିବାରେ ସହାୟତା କରିବା ଏବଂ ଏକ ସୁସ୍ଥ ଭବିଷ୍ୟତ ଗଢିତୋଳିବା ଆଦି ଆମର ଲକ୍ଷ୍ୟ ସହିତ ସଂଯୁକ୍ତ ହୋଇଛି ।”

ପୂର୍ବାଞ୍ଚଳରେ ଏକାଧିକ ଫଳପ୍ରଦ ଶାରୀରିକ ଏବଂ ଭର୍ଚୁଆଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମଗୁଡିକରେ ବ୍ୟାପକ ଯୋଗାଭ୍ୟାସ ଏବଂ ଅନ୍ତର୍ଦୃଷ୍ଟି ପ୍ରଦାନକାରୀ କାର୍ଯ୍ୟକ୍ରମ ରହିଥିଲା ଯାହା ଜନସାଧାରଣଙ୍କ ସହିତ ନିବିଡ ସମ୍ପର୍କକୁ ବିକଶିତ କରିବା ଲକ୍ଷ୍ୟ ରଖିଥିଲା । ସେଗୁଡିକ ମଧ୍ୟ ଯୋଗ ଫାଇଦାକୁ ପ୍ରୋତ୍ସାହିତ କରିବା ଏବଂ ଏକ ପୁଷ୍ଟିକର ଭୋଜନ ସହିତ ଦିନ ଆରମ୍ଭର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲା । ପ୍ରତ୍ୟେକ ଅଧିବେଶନ ପରେ ଅଂଶଗ୍ରହଣକାରୀମାନେ ପୁଷ୍ଟିକର ନୁ୍ୟଟି୍ରଲାଇଟ୍‌ ପ୍ରୋଟିନ ଶେକ୍‌ବା ସ୍ମୁଥି ପାନରେ ସାମିଲ ହୋଇଥିଲେ, ଯାହା ଯୋଗର ଫାଇଦା ସହିତ ପରିପୂରକ କରିବାକୁ ଦିନର ଏକ ପୂର୍ଣ୍ଣାଙ୍ଗ ପ୍ରଥମ ଭୋଜନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଜୋର୍‌ ଦେଇଥିଲା । ଡ.ସୁଚିତ୍ରା ମୁଖାର୍ଜୀ ମାନସିକ ସ୍ୱାସ୍ଥ୍ୟ ପାଇଁ ଯୋଗର ଉପକାରିତା ଉପରେ ଏକ ସ୍ୱତନ୍ତ୍ର ଅଧବବେଶନ ପରିଚାଳନା କରିଥିଲେ ଯାହା ମାନସିକ କଲ୍ୟାଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ରଖିଥିଲା । ଏଥିସହିତ ଡିଜିଟାଲ ସପ୍ତଯୋଗ ଏବଂ ଫିଟ୍‌ନେସ୍‌ ଚାଲେଞ୍ଜ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ନିୟୋଜିତ ରଖିବା ଏବଂ ସେମାନଙ୍କୁ ପ୍ରେରଣା ଦେବାକୁ ଆୟୋଜନ କରାଯାଇଥିଲା । 

ପ୍ରତିଷେଧମୂକଳ ସ୍ୱାସ୍ଥ୍ୟ ଉପରେ ବର୍ଦ୍ଧିତ ଗୁରୁତ୍ୱ ଦିଆଯାଉଥିବା ପରିପ୍ରେକ୍ଷୀରେ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ନିଜ ସ୍ୱାସ୍ଥ୍ୟ ଓ କଲ୍ୟାଣ ଦାୟିତ୍ୱ ନିଜେ ନେବାକୁ ସଶକ୍ତ କରିବା ଦିଗରେ ଉତ୍ସର୍ଗୀକୃତ ରହିଛି । ପ୍ରାୟ ୯୦ ବର୍ଷର ସମୃଦ୍ଧ ପରମ୍ପରାକୁ ନେଇ ଆମୱେର ନୁ୍ୟଟ୍ରିଲାଇଟ ବିଶ୍ୱର ୰୧ ନମ୍ବର ବିିକ୍ରୟକାରୀ ଭିଟାମିନ୍‌ ଏବଂ ଖାଦ୍ୟ ସପ୍ଲିମେଣ୍ଟ ବ୍ରାଣ୍ଡ୍‌ ହୋଇଛି । ଏହା ପରିପୂରକ ପୋଷଣ ନିମନ୍ତେ ଏକ ଉଦ୍ଭିଦ ଭିତ୍ତିକ ଆଭିମୁଖ୍ୟରେ ଚମ୍ପିଆନ୍‌ ହୋଇଛି । ନୁ୍ୟଟ୍ରିଲାଇଟ ବାଇ ଆମୱେ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ଓ କଲ୍ୟାଣ ଲକ୍ଷ୍ୟ ହାସଲ ଦିଗରେ ସମର୍ଥନ ଯୋଗାଇବା ପ୍ରୟାସ କରୁଛି । ଏହାର ନବୋନ୍ମେଷୀ ଆଭିମୁଖ୍ୟ ଏବଂ ସାମଗ୍ରିକ କଲ୍ୟାଣ ନିମନ୍ତେ ଦୃଢ ପ୍ରତିବଦ୍ଧତା ଜରିଆରେ ଆମୱେ ପ୍ରତ୍ୟେକ ବ୍ୟକ୍ତିବଶେଷଙ୍କୁ ପ୍ରତିଟି ଦିନକୁ ଏକ ସୁସ୍ଥ ଭାବରେ ଆରମ୍ଭ କରିବା ଦିଗରେ ଉତ୍ସାହିତ କରୁଛି ।

Powered by Froala Editor

Tags Amway

Related articles Odisha News Lens 4.1

  • ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ
    ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15720
    Jul 13, 2025
  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...
    ରାଜନୀତି

    ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...

    13997
    Jul 14, 2025
  • ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର
    ଦେଶ-ଦେଶାନ୍ତର

    ଫୁଟପାଥରେ ଶୋଇଥିଲେ, ୫ ଜଣଙ୍କ ଉପରେ ଚଢ଼ିଗଲା କାର

    15309
    Jul 13, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....
    ବିଶେଷ

    ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14132
    Jul 13, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    15063
    Jul 13, 2025
  • ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ
    ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15305
    Jul 12, 2025
  • ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା
    ଦେଶ-ଦେଶାନ୍ତର

    ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

    15038
    Jul 14, 2025
  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ
    ଦେଶ-ଦେଶାନ୍ତର

    ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ

    13970
    Jul 14, 2025
  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

    14731
    Jul 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶ୍ମଶାନ ଘାଟରେ ବିଜେପି ନେତାଙ୍କ ରାସଲୀଲା ଧରିଲେ ଲୋକ

    15305
    Jul 12, 2025
  • ଦେଶ-ଦେଶାନ୍ତର

    ଆଉ ନାହାନ୍ତି କୋଟା ଶ୍ରୀନିବାସ ରାଓ

    15720
    Jul 13, 2025
  • ଦେଶ-ଦେଶାନ୍ତର

    ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ଭିତରେ ଲାଗିବ ସିସିଟିଭି କ୍ୟାମେରା

    15038
    Jul 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16619
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17048
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15538
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14132
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14952
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15818
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14807
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14944
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15873
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16412
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14059
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15580
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ

    13970
    Jul 14, 2025
  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14132
    Jul 13, 2025
  • ରାଜ୍ୟସଭାକୁ ୪ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

    15063
    Jul 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In