ଘଟଗାଁ : ଭାଲୁ ଆକ୍ରମଣରେ ଜଣେ ମୃତ। ଘଟଗାଁ ଥାନା ବିଣାଝରୀ ଗାଁରେ ଭାଲୁ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ବିଣାଝରୀ ଗାଁର ଚୈତନ୍ୟ ନାଏକ। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor