Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ...

  • ବଡ଼ ଖବର: ୩% ବଢିଲା DA

  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ...

  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ...

  • ମନ୍ଦିରରୁ ନବବଧୂକୁ ଉଠାଇନେଲେ

  • ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ...

ବିଶେଷ
Home ›› ବିଶେଷ ››ରାତିରେ କଦଳୀ ଖାଇବା ଭଲ ନା ଖରାପ ଜାଣନ୍ତୁ.....

ରାତିରେ କଦଳୀ ଖାଇବା ଭଲ ନା ଖରାପ ଜାଣନ୍ତୁ.....

2024-05-28 06:07:57
15738
Share:
Facebook
Twitter
E-Mail
WhatsApp
Telegram
ରାତିରେ କଦଳୀ ଖାଇବା ଭଲ ନା ଖରାପ ଜାଣନ୍ତୁ.....

କଦଳୀରେ ୨୫ ପ୍ରତିଶତ ସୁଗର୍ ରହିଛି ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିଥାଏ। ଏହା ସହିତ ଦିନସାରା କାମ କରିବା ପାଇଁ ଶରୀରକୁ ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ, ତାହା ମଧ୍ୟ ଯୋଗାଇଥାଏ। କଦଳୀରେ ଥିବା ଆଇରନ୍‌ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ବଢ଼ାଇଥାଏ ଏବଂ ଏନିମିଆ ପରି ରୋଗ ସହିତ ଲଢ଼ିବା ଦିଗରେ ସାହାଯ୍ୟ କରିଥାଏ। ଏଥିରେ ଟ୍ରାଇଟୋଫୋନ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌ ବି ମଧ୍ୟ ରହିଛି।
କଦଳୀ ସ୍ୱାସ୍ଥ୍ୟ ପାଇଁ ଯେ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆପଣ ଦେଖିଥିବେ କିଛି ଲୋକ ରାତିରେ କଦଳୀ ଖାଇବାକୁ ବାରଣ କରିଥାନ୍ତି। ଆପଣ କେବେ ଚିନ୍ତା କରିଛନ୍ତି, କଦଳୀରେ ଏତେ ଭିଟାମିନ୍‌ ରହିଥିଲେ ମଧ୍ୟ ଏହାକୁ ରାତିରେ ଖାଇବାକୁ ମନା କରାଯାଏ କ'ଣ ପାଇଁ? ଆସନ୍ତୁ ଜାଣିବା, ରାତିରେ କଦଳୀ ଖାଇବା ଶରୀର ପାଇଁ କେତେ ଦରକାରୀ ଏବଂ କ୍ଷତିକାରକ

(୧) ରାତିରେ କଦଳୀ ଖାଇଲେ ସ୍ୱାସ୍ଥ୍ୟରେ କୌଣସି କ୍ଷତି ପହଞ୍ଚେ ନାହିଁ ବୋଲି ଆୟୁର୍ବେଦରେ କୁହାଯାଇଛି। ତଥାପି ରାତିରେ କଦଳୀ ଖାଇବାଠାରୁ ଦୂରେଇ ରହିବା ଜରୁରୀ। ଏଥିଯୋଗୁ କାଶ ଏବଂ ଜ୍ୱର ହେବାର ସମ୍ଭାବନା ଥାଏ। ଏହା ସହିତ କଦଳୀ ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ମାନ୍ଦା ଲାଗିଥାଏ।

(୨) ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ କଦଳୀ ଦେହ ପାଇଁ ଉପକାରୀ। ଏଥିରୁ ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଯେଉଁମାନେ କାଶ, ଥଣ୍ଡା ଏବଂ ଶ୍ୱାସ ଭଳି ସମସ୍ୟା ଦ୍ୱାରା ପୀଡ଼ିତ, ସେମାନେ ରାତିରେ କଦଳୀ ଖାଇବା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପରେ କଦଳୀ ଖାଇବା ଶରୀର ପାଇଁ ଭଲ।
(୩) ଏକ ଗବେଷଣା ଅନୁସାରେ ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେମାନେ ରାତିରେ କଦଳୀ ଖାଇବା ଭଲ। ମସଲାଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଛାତିରେ ଜ୍ୱାଳା ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ କଦଳୀ ହିଁ ଯଥେଷ୍ଟ।

(୪) କଦଳୀରେ ଭରପୂର ମାତ୍ରାରେ ପଟାସିୟମ୍‌ ରହିଛି। ରାତିରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଦ୍ୱାରା ନିଦ ଭଲ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ କଦଳୀରେ ୪୮୭ ମିଲିଗ୍ରାମ୍‌ ପଟାସିୟମ୍‌ ରହିଛି। ଯାହା ଆମ ଶରୀରକୁ ୧୦ ପ୍ରତିଶତ ପୁଷ୍ଟିସାର ପ୍ରଦାନ କରିଥାଏ।

(୫) ଗୋଟିଏ କଦଳୀରେ ୧୦୫ କ୍ୟାଲୋରୀ ରହିଛି। ଯଦି ଆପଣ ରାତିରେ ଖାଇବା ସମୟରେ ୫୦୦ରୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ସିଝା କ୍ଷୀରରେ ଦୁଇଟି କଦଳୀ ଖାଇଲେ ଆପଣଙ୍କ ଶରୀରକୁ ଉପଯୁକ୍ତ କ୍ୟାଲୋରୀ ମିଳିଥାଏ।

(୬) କିଛି ଲୋକଙ୍କର ରାତିରେ ମିଠା ଜିନିଷ ଖାଇବାର ଅଭ୍ୟାସ ରହିଥାଏ। ତେବେ ଏହି ସମୟରେ ଆପଣ କଦଳୀ ଖାଇ ପାରିବେ। କଦଳୀରେ ଭିଟାମିନ୍‌ ଏବଂ ଫାଇବର୍‌ ମଧ୍ୟ ରହିଛି। ତେଣୁ ମିଠା ଅପେକ୍ଷା ଏହା ଅଧିକ ଉପାଦେୟ।

Powered by Froala Editor

Tags Banana

Related articles Odisha News Lens 4.1

  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...
    ଦେଶ-ଦେଶାନ୍ତର

    ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ...

    13745
    Oct 28, 2026
  • ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି
    ଦେଶ-ଦେଶାନ୍ତର

    ଭାରତ ଅଟୋ ପ୍ରେମରେ ବ୍ରିଟେନ ଦମ୍ପତି

    15277
    Oct 27, 2026
  • ମନ୍ଦିରରୁ ନବବଧୂକୁ ଉଠାଇନେଲେ
    ଦେଶ-ଦେଶାନ୍ତର

    ମନ୍ଦିରରୁ ନବବଧୂକୁ ଉଠାଇନେଲେ

    14777
    Oct 27, 2026
  • ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି
    ଦେଶ-ଦେଶାନ୍ତର

    ଖୁବ୍‌ଶୀଘ୍ର ଇଥାନଲରେ ଚାଲିବ ଗାଡ଼ି

    15233
    Oct 27, 2026
  •  ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ
    ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14456
    Oct 27, 2026
  • ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ଛାତରୁ ଡେଇଁ ବୈଜ୍ଞାନିକଙ୍କ ଆତ୍ମହତ୍ୟା

    15427
    Oct 27, 2026
  • ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ
    ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13934
    Oct 27, 2026
  • ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହୋଟେଲ୍‌ ଲିଜ୍‌ ଚୁକ୍ତିକୁ ନେଇ ବିବାଦ, ହୋଟେଲ୍‌ ମାଲିକାଣୀଙ୍କ ସମେତ ୫ ଜଣଙ୍କ ମୃତ୍ୟୁ

    13632
    Oct 27, 2026
  •  ବଡ଼ ଖବର: ୩% ବଢିଲା DA
    ଦେଶ-ଦେଶାନ୍ତର

    ବଡ଼ ଖବର: ୩% ବଢିଲା DA

    14534
    Oct 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅତି ଭୟଙ୍କର ହେଲାଣି ବାତ୍ୟା ‘ଅର୍ଣ୍ଣବ’ : ୫ ରାଜ୍ୟକୁ ଆଲର୍ଟ

    13934
    Oct 27, 2026
  • ଦେଶ-ଦେଶାନ୍ତର

    ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14456
    Oct 27, 2026
  • ଦେଶ-ଦେଶାନ୍ତର

    ଥେନି ଜିଲ୍ଲା ଜେଲରୁ ୧୭ କଏଦୀ ଫେରାର

    15472
    Oct 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17230
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17927
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17871
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18295
    Sep 06, 2023

ବିଶେଷ

  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14693
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    15986
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14912
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15646
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15802
    Oct 23, 2026

ବାଣିଜ୍ୟ

କିଓରବେ ଦ୍ଵାରା ପରିଚାଳିତ ଶ୍ରୀ ଉଷା ଡାଏଗ୍ନୋଷ୍ଟିକ୍ସ ସ୍ତନ କର୍କଟ ସଚେତନତା ମାସ ନିମନ୍ତେ ଟଙ୍କପାଣି ରୋଡ କୋଠାକୁ ଗୋଲାପି ରଙ୍ଗରେ ଆଲୋକିତ କଲା

ଭୁବନେଶ୍ୱରର ଅଗ୍ରଣୀ ଡାଏଗ୍ନୋଷ୍ଟିକ ସେଣ୍ଟର ୨୦୨୬ ନଭେମ୍ବର ୧୫ ପର୍ଯ୍ୟନ୍ତ ସୋନୋମାମ୍ମୋଗ୍ରାଫି ଉପରେ ଫ୍ଲାଟ୍ ୧୫% ରିହାତି ଘୋଷଣା କଲା

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡରେ କିଓରବେ ଦ୍ଵାରା ପ ...

  • ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା

    16010
    Oct 26, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    14287
    Oct 25, 2026
  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    15131
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14832
    Oct 23, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି କାରଣରୁ କଂଗ୍ରେସ ଉପରେ ବର୍ଷିଲେ ଶିବରାଜ ସିଂହ ଚୌହାନ

    14456
    Oct 27, 2026
  • ରାଜ୍ୟସଭା ଉପନିର୍ବାଚନ: ହରଦୀପ ସିଂହ ପୁରୀଙ୍କୁ ପୁଣି ମିଳିଲା ସୁଯୋଗ, ମଧ୍ୟପ୍ରଦେଶରୁ ହେଲେ ବିଜେପି ପ୍ରାର୍ଥୀ

    13745
    Oct 28, 2026
  • ବଡ଼ ଖବର: ୩% ବଢିଲା DA

    14534
    Oct 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In